ଏହି ଅଦ୍ଭୁତ ନୋଟର ଦାମ ଅଟେ ୧୭ କୋଟି, ଆପଣଙ୍କ ପାଖରେ ତ ନାହିଁ ! ଦେଖନ୍ତୁ

ଆଜି ଆମେ ଯେଉଁ ଟଙ୍କାର ବ୍ୟବହାର କରୁଛୁ, ତାହାର ଚଳନ ଭାରତରେ ବହୁତ ପୁରୁଣା ଅଟେ । ପାର୍ଥକ୍ୟ କେବଳ ଏହା ଅଟେ କି ଭାରତରେ ପ୍ରଥମେ ମୁଦ୍ରା ରୂପରେ ସେହି ସମୟରେ ଚାନ୍ଦି ଓ ସୁନାର ମୁଦ୍ରା ଚାଲୁଥିଲା ।

ଭାରତରେ ଏହି ଚଳନ ୧୮ତମ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଯେତେବେଳେ ୟୁରୋପୀୟ କମ୍ପାନୀମାନେ ଭାରତରେ ବ୍ୟାପାର ପାଇଁ ଆସିଲେ ତେବେ ସେମାନେ ନିଜର ସୁବିଧା ପାଇଁ ପ୍ରାଇଭେଟ ବ୍ୟାଙ୍କର ସ୍ଥାପନା କରି ଚାନ୍ଦି ଓ ସୁନା ମୁଦ୍ରା ଜାଗାରେ କାଗଜର ଟଙ୍କା ପ୍ରଚନଳ କରିବା ଆରମ୍ଭ କରିଦେଲେ ।

ବର୍ତ୍ତମାନ ସମୟରେ ପୁରୁଣା ମୁଦ୍ରା ଓ ନୋଟ ଚାଲୁ ନାହିଁ । କିନ୍ତୁ କେତେକ ଦେଶରେ ପୁରାତନ ନୋଟର ଦାମ ବହୁତ ଅଧିକ ଅଟେ । ଯେଉଁଥିରେ ପୁରୁଣା ସୁନା, ଚାନ୍ଦି ଏବଂ ଅନ୍ୟ ଧାତୁ ବି ସାମିଲ ଅଛି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ନୋଟ ବିଷୟରେ କହିବାକୁ ଯାଉଛୁ, ଯାହା କି ଆଜି ଠାରୁ ୧୨୭ ବର୍ଷ ମାନେ ୧୮୯୧ ମସିହାରେ ଚାଲୁଥିଲା । ବର୍ତ୍ତମାନ ସମୟରେ ସେହି ନୋଟର ଦାମ ୧୭ କୋଟି ଟଙ୍କା ଅଟେ ।

ଏହି ଅଦ୍ଭୁତ ନୋଟ ଉପରେ ଯୁ.ଏସ.ଐ ର ମେଜର ଜନରଲ ଜର୍ଜ ଗର୍ଡୋନଙ୍କର ଫଟୋ ବି ଅଙ୍କିତ କରାଯାଇଛି । ସୂଚନା ଅନୁସାରେ ଏହି ନୋଟ ୧୦୦୦ ଡଲାରର ଅଟେ । ୨୦୧୩ ଏପ୍ରିଲ ମାସରେ ଏହି ନୋଟ ଏକ ନିଲାମ ସମୟରେ ପୁରା ୧୭ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।