ଅଜବ ପ୍ରେମର ଗଜବ କାହାଣୀ : ଗୋଟିଏ ହିଁ ମଣ୍ଡପରେ, ଗୋଟିଏ ହିଁ ନାମର ଦୁଇ ପ୍ରେମିକାଙ୍କ ସହ ଯୁବକ ଜଣକ କରିଲା ବିବାହ, ଆଉ ତା ପରେ…

ପ୍ରେମ ତ ସମସ୍ତେ କରନ୍ତି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ନିଜର ପ୍ରେମ ମିଳିଥାଏ । ଏଥିପାଇଁ ଲୋକମାନେ କୌଣସି ବି ସୀମାକୁ ପାର କରିବା ପାଇଁ ପ୍ରସ୍ତୁତ ଥାନ୍ତି । କିନ୍ତୁ ଏହି ମାମଲାରେ ଜଣେ ଯୁବକର ଏତେ ଭାଗ୍ୟ ଭଲ ଥିଲା କି ତାକୁ ଜଣେ ନୁହେଁ ଦୁଇ ଦୁଇଟି ପ୍ରେମିକାର ସାଥ ମିଳିଗଲା । କହିବାକୁ ଗଲେ ଆମ ଯେଉଁ ଯୁବକର କଥାବାର୍ତ୍ତ ଜରୁଛୁ ସେ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ପ୍ରେମିକା ସହ ବିବାହ କରିଲା ଓ ଏଥିରେ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଦୁଇ ପ୍ରେମିକାଙ୍କର ନାମ ବି ସମାନ ଅଟେ ।

ରତୁ ନାମକ ଏହି ଯୁବକର ବିବାହରେ ବହୁତ ଆଶ୍ଚର୍ଯ୍ୟ କରା କଥା ଅଛି….. ଯେମିତି କି ପ୍ରଥମେ ରତୁର ଦୁଇ ପ୍ରେମିକାଙ୍କର ନାମ ସମାନ ଅଟେ, ଦ୍ଵିତୀୟ ଗୋଟିଏ ହିଁ ମଣ୍ଡପରେ ଦୁଇ ଝିଅଙ୍କର ବିବାହ ହେଲା ଓ ତୃତୀୟ ଦୁଇ ପତ୍ନୀ ପରସ୍ପର ସହିତ ବହୁତ ଭଲ ଭାବରେ ରହୁଛନ୍ତି । ଅସଲରେ ରତୁ ଏହି ଦୁଇ ଜଣଙ୍କୁ ଅଲଗା ଅଲଗା ସମୟରେ ନିଜ ଘରକୁ ଆଣିଥିଲା କିନ୍ତୁ ବିବାହ ଦୁଇ ଜଣଙ୍କ ସହିତ ଗୋଟିଏ ହିଁ ମଣ୍ଡପରେ କରିଲା ।

କହିବାକୁ ଗଲେ ଏମାନଙ୍କର କାହାଣୀ ଏହା ଅଟେ କି ତିନି ବର୍ଷ ପୂର୍ବେ ରତୁ ନାମକ ଯୁବକକୁ ପଲାସଦା ଗ୍ରାମରେ ଶର୍ମିଲା ନାମକ ଝିଅ ସହ ପ୍ରେମ ହୋଇଯାଇ ଥିଲା । ଯାହା ପରେ ରତୁ ଶର୍ମିଲାକୁ ଭଗୋରିୟା ମେଳାରୁ ଭଗାଇ କରି ନେଇ ଆସିଲା । ପୁଣି ଦୁଇ ଜଣ ବିବାହ ନ କରି ଏକା ସହିତ ରହିବାକୁ ଲାଗିଲେ ଓ ଏହି ସମୟରେ ତାଙ୍କର ଦୁଇଟି ସନ୍ତାନ ବି ହେଲା ।

ଏହା ପରେ ରତୁର ଜୀବନରେ ଶର୍ମିଲା ନାମକ ଅନ୍ୟ ଏକ ଝିଅ ଆସିଲା ଓ ରତୁକୁ ଏହି ଝିଅ ସହ ବି ପ୍ରେମ ହୋଇଗଲା । ଏହା ଅପରେ ସେ ନିଜର ପୁରା କାହାଣୀ ପ୍ରଥମ ପ୍ରେମିକା ଶର୍ମିଲାକୁ କହିଲା ଯାହା ପରେ ପ୍ରଥମ ପ୍ରେମିକା ଶର୍ମିଲା ସେହି ଦ୍ଵିତୀୟ ଝିଅକୁ ନିଜ ଘରକୁ ଆଣିବା ପାଇଁ ମାନି ଗଲା ।

ଶର୍ମିଲାର କହିବା ପରେ ହିଁ ରତୁ ଦ୍ଵିତୟ ଶର୍ମିଲାକୁ ବି ନିଜ ଘରକୁ ନେଇ ଚାଲି ଆସିଲା ଓ ପୁଣି ଦୁଇ ଜଣ ଏକା ସହିତ ବିବାହ କରି ନେଲେ । ଆଜି ରତୁର ଦୁଇ ଦୁଇ ପତ୍ନୀଙ୍କ ମଧ୍ୟରେ କୌଣସି ବି ପ୍ରକାର ଅସୁବିଧା ନାହିଁ । ଓଲଟା ଦୁଇ ଜଣ ପ୍ରେମର ସହ ଓ ଦୁଇ ଭଉଣୀ ଭଳି ଏକ ସହିତ ରହୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।