ଏହି ସୁନ୍ଦରୀ ଝିଅର ଫଟୋରେ ଲୁଚି ରହିଛି ବଡ ରାଜ୍, ବିଶ୍ଵାସ ହେଉ ନାହିଁ ଯଦି ଜୁମ୍ କରି ଦେଖି ନିଅନ୍ତୁ !

କହିବାକୁ ଗଲେ ସୋସିଆଲ ମିଡିଆ ଲୋକମାନଙ୍କ ଜୀବନରେ ଏକ ଅଲଗା ଜାଗା କରିସାରିଛି । ପ୍ରାୟତଃ ସୋସିଆଲ ମିଡିଆରେ କୌଣସି ନା କୌଣସି ଫଟୋ କିମ୍ବା ଭିଡିଓ ଭାଇରାଲ ହେଉଥାଏ । ଆପଣଙ୍କୁ କହିଦେଉଛୁ କି ଆଜିକାଲି ଲୋକମାନେ ସେଲ୍ଫୀର ଏତେ ଦିବାନା ହୋଇଗଲେଣି କି ସବୁବେଳେ ସମସ୍ତଙ୍କର ନିଜର ଫଟୋ ଉଠାଇବାର ଅଭ୍ୟାସ ହୋଇଗଲାଣି ।

କହିବାକୁ ଗଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏହି ଫଟୋରେ ଏକ ବହୁତ ସୁନ୍ଦର ଝିଅ ବେଡ ଉପରେ ବସିଛି । ତଥାପି ଏହି ଫଟୋରେ କିଛି ଏମିତି ଲୁଚି ଅଛି ଯାହାକୁ ଜାଣିଲେ ଆପଣଙ୍କର ଗୋଡ ତଳୁ ମାଟି ଖସିଯିବ ।

ଗୋଟିଏ ରିପୋର୍ଟ ଅନୁସାରେ ଏହି ଝିଅ ଜଣଙ୍କୁ ଯେତେବେଳ ମିଡିଆ ଏହି ଫଟୋ ବିଷୟରେ ପଚରିଲା ତେବେ ସେ ନିଜର ଏହି ଫଟୋ ଦେଖି ଥରି ଉଠିଲେ । ବର୍ତ୍ତମାନ ଆପଣମାନେ ହିଁ ଚିନ୍ତାରେ ପଡିଯିବେ କି ଏହି ଫଟୋରେ ଏମିତି କଣ ଅଛି ଯାହାକୁ ଲୋକମାନେ ଏତେ ଶେୟାର କରୁଛନ୍ତି ? ଆପଣମାନେ ବି ଭଲ ଭାବରେ ଦେଖିବେ ଏହି ଫଟୋରେ କିଛି ଏମିତି ରାଜ ଲୁଚି ଅଛି କି ଯାହାକୁ ଏହି ଝିଅ ବି ଚିନ୍ତା କରି ନ ଥିବ ।

ଆପଣ ବି ଯେତେବେଳେ ଏହି ଫଟୋକୁ ଦେଖିବେ ତେବେ ଆପଣଙ୍କୁ ଏହି ସୁନ୍ଦର ଝିଅ ପଛରେ କିଛି କପଡା ଓ ଗୀତାର ଦେଖାଯିବ । ପରନ୍ତୁ ଯେତେବେଳେ ଆପଣ ଏହି ଫଟୋକୁ ଜୁମ କରି ଦେଖିବେ ତେବେ ଆପଣଙ୍କୁ ଝିଅର ବେଡ ତଳେ କାହାର ଗୋଟିଏ ହାତ ଦେଖାଯିବ । ଯେତେବେଳେ ସେହି ଝିଅ ଜଣକ ନିଜର ଏହି ଫଟୋକୁ ଭଲ ଭାବରେ ଦେଖିଲେ ତେବେ ସେ ବି ଆଶ୍ଚର୍ଯ୍ୟ ହୋଇ ରହିଗଲେ କି ଏହି ହାତଟି କାହାର ?

ଝିଅ ଜଣକ କହିଲେ କି ଯେଉଁ ସମୟରେ ଏହି ଫଟୋ ଉଠା ଯାଇଥିଲା, ସେହି ସମୟରେ ସେହି ଘରେ ଦୁଇଜଣ ଲୋକ ହିଁ ଥିଲେ । ଯେଉଁଥିରେ ଜଣେ ସେ ଓ ଜଣେ ଫଟୋ ଉଠାଉଥିବା ତାଙ୍କର ଏକ ବନ୍ଧୁ ଥିଲା । ଭାଇରାଲ ହେବା ପରେ ଏହି ଫଟୋ ଉପରେ ଲୋକମାନେ ନିଜ ନିଜର ବିଚାର ଦେଉଛନ୍ତି । ଯେଉଁଥିରେ କିଛି ଲୋକ କହୁଛନ୍ତି କି ଏହି ହାତ କୌଣସି ଆତ୍ମାର ହୋଇପାରେ । କିନ୍ତୁ କହିବାକୁ ଗଲେ ଏହା ସତ ଅଟେ ନା କେହି ଜଣେ ଥଟ୍ଟା କରୁଛି ଏହା ବିଷୟରେ କହିବା ବହୁତ କଷ୍ଟକର ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।