କଣ ଆପଣଙ୍କର ମନେ ଅଛି ଏହି ଛୋଟ ଷ୍ଟାର ଜଣଙ୍କ ? ଏବେ ହୋଇଯାଇଛନ୍ତି ସବୁଠୁ ସୁନ୍ଦର ବୋଲ୍ଡ କଳାକାର – ଦେଖନ୍ତୁ ଫୋଟୋ

ଯେମିତି କି ଆମେ ସମସ୍ତେ ଜାଣିଛୁ କି ଟେଲିଭିଜନରେ ଦେଖା ଯାଉଥିବା ପ୍ରତ୍ୟେକ କଳାକାର ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ଏହା ପଛରେ ତାଙ୍କର ମେକଅପ ଷ୍ଟାଇଲିଷ୍ଟ ଥାନ୍ତି, ଯିଏ ତାଙ୍କୁ ସୁନ୍ଦର ଦେଖା ଯିବା ପାଇଁ ଯାହା ସମ୍ଭବ କସମେଟିକ ପ୍ରଡକ୍ଟ ଓ ଟେକନିକ ର ପ୍ରୟୋଗ କରିଥାନ୍ତି । କିନ୍ତୁ ଏହି ସବୁ ତାରକା ମାନଙ୍କ ଭିତରେ କିଛି ଚେହେରା ଏମିତି ବି ଅଛି, ଯାହାକୁ ପ୍ରକୃତିକ ସୌନ୍ଦର୍ଜ୍ୟ ବରଦାନ ରେ ମିଳିଛି ଓ ସେହି ଲୋକ ମେକପ କରନ୍ତୁ କି ନକରନ୍ତୁ ସେ ସବୁବେଳେ ସୁନ୍ଦର ଦେଖା ଯାଇଥାନ୍ତି । ଏହା ବ୍ୟତୀତ ଟିଭି ଜଗତରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜ ପିଲାଦିନରୁ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଛନ୍ତି । ଏମାନଙ୍କୁ ଆମେ ଚାଇଲ୍ଡ ଆର୍ଟିଷ୍ଟ ନାମରେ ଜାଣିଥାଉ ।

Image courtesy: Google

ଆଜି ଆମେ ଆପଣଙ୍କୁ ୯୦ ଦଶକର ଏକ ଏମିତିକା ଚାଇଲ୍ଡ ଆର୍ଟିଷ୍ଟ ବିଷୟରେ କହିବାକୁ ଯାଉଛୁ, ଯିଏ ଏବେ ବଡ ହୋଇ ସାରିଛନ୍ତି । କେବଳ ଏତିକି ନୁହେଁ, ଏବେ ଏହି ଚାଇଲ୍ଡ ଆର୍ଟିଷ୍ଟଙ୍କ ଲୁକ ଦିନକୁ ଦିନ ବୋଲ୍ଡ ହେବାକୁ ଲାଗିଛି ଯାହାକୁ ଦେଖି କେହି ବି ତାଙ୍କ ଦିବାନା ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଏହି ଚାଇଲ୍ଡ କଳାକାର ଜଣଙ୍କ କିଏ?

Image courtesy: Google

ଆମେ କଥା ହେଉଛୁ ୯୦ ଦଶକ ର ଷ୍ଟାର କଳାକାର ଶ୍ରେୟାଙ୍କ ବିଷୟରେ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଶ୍ରେୟା କେବଳ ୩ ବର୍ଷରୁ ଅଭିନୟ ଆରମ୍ଭ କରି ଦେଇଥିଲେ । ସେମିତି ବି ଯଦି ବୟସ କଥା କୁହାଯାଏ ତେବେ ଶ୍ରେୟାଙ୍କର ଜନ୍ମ ୧୯୯୫ ରେ ହିମାଞ୍ଚଳରେ ହୋଇଥିଲା । ବର୍ତ୍ତମାନ ଶ୍ରେୟା ବଡ ହୋଇସାରିଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ତାଙ୍କ ଫୋଟୋ ଦେଖି ଆପଣ ମଧ୍ୟ ତାଙ୍କୁ ହୃଦୟ ଦେଇ ବସିବେ ।

Image courtesy: Google

ଆପଣଙ୍କୁ ଜଣାଇ ଦେଉଛୁ କି ଶ୍ରେୟା ପିଲାଦିନରୁ ଆଜି ପର୍ଯ୍ୟନ୍ତ ବହୁତ ହିନ୍ଦୀ ସିରିଏଲ ରେ କାମ କରି ସାରିଛନ୍ତି । ସେ “ବୁଗି ବୁଗି”, “କସୋଟୀ ଜିନ୍ଦେଗୀ କି” ଭଳି ବହୁତ ଭଲ ସୋ ରେ କାମ କରିଛନ୍ତି । ଶ୍ରେୟା କସୋଟୀ ଜିନ୍ଦେଗୀ କି ସିଏଲରେ ୬ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି ।

Image courtesy: Google

ବର୍ତ୍ତମାନ ଶ୍ରେୟା ବଡ ହୋଇସାରିଛନ୍ତି ଓ ବହୁତ ବୋଲ୍ଡ ମଧ୍ୟ ଦେଖାଯାଉଛନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କ ଫୋଟୋ ବହୁତ ବଇରାଲ ହେବାକୁ ଲାଗିଛି । ଏବେ ବହୁତ କଳାକାର ନିଜ କ୍ୟାରିଅର ଗଢିବା ପାଇଁ ସାଉଥ ଇଣ୍ଡିଆନ ଫିଲ୍ମରେ ଡେବ୍ୟୁ କରୁଛନ୍ତି । ଶ୍ରେୟା ମଧ୍ୟ ଏବେ ସାଉଥ ଇଣ୍ଡିଆନ ଫିଲ୍ମରେ ନିଜର ଜାଗା ତିଆରି କରିଛନ୍ତି । ଆଶା କରାଯାଉଛି କି ବହୁତ ଶୀଘ୍ର ଶ୍ରେୟାଙ୍କୁ ଆମେ ବଲିଉଡରେ ଲିଡ ରୋଲରେ ଦେଖି ପାରିବୁ । ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବେ ଓ ଆଗକୁ ଏମିତି ଅନେକ ମନୋରଞ୍ଜନ ଧର୍ମୀ ପୋଷ୍ଟଗୁଡିକ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।