ଯେଉଁ ପୁରୁଷଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ ସେମାନେ ଭାଗ୍ୟରୁ ଧନୀ ହୋଇଥାନ୍ତି, କଣ ଆପଣ ବି ନାହାନ୍ତି ତ ସାମିଲ ?

ଶାସ୍ତ୍ରରେ ଏମିତି ବହୁତ କଥାର ବିବରଣ କରାଯାଇଛି ଯେଉଁଥିରେ ଆମେ ନିଜର ଭାଗ୍ୟ ବିଷୟରେ ଜାଣି ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ବହୁତ କଥା ଶୁଣିଛନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ । କିଛି ଏମିତି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣି ଆପଣ ବି ଜାଣିପାରିବେ କି ପୁରୁଷ ମାନେ ଭାଗ୍ୟଶାଳୀ ଅଟନ୍ତି କି ନାହିଁ ? ଆସନ୍ତୁ ଏହି ରିପୋର୍ଟ ଉପରେ ଏକ ନଜର ପକାଇବା ।

Image courtesy: Google

ଗରୁଡ ପୁରାଣରେ କିଛି ଏମିତି କଥା ଉଲ୍ଲେଖ କରାଯାଇଛି ଯାହାଦ୍ୱାରା ଆପଣ ଜାଣି ପାରିବେ କି କିଏ ଭାଗ୍ୟଶାଳି ହୋଇଥାନ୍ତି ଏବଂ କିଏ ନୁହନ୍ତି ? ଗରୁଡ ପୁରାଣରେ ଉଲ୍ଲେଖିତ କରାଯାଇଥିବା କିଛି ଏମିତି ଲକ୍ଷଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଭାଗ୍ୟଶାଳୀ ପୁରୁଷର ପରିଚୟ

Image courtesy: Google

୧. ଯେଉଁ ପୁରୁଷ ନିଜର ପରିବାରର ଧ୍ୟାନ ରଖିଥାଏ । ତାହା ସହିତ ମିତ୍ର ଏବଂ ପରିବାର ସହିତ ସବୁବେଳେ ସମ୍ପର୍କ ରଖିଥାନ୍ତି, ସେମାନେ ଭାଗ୍ୟରେ ଧନୀ ହୋଇଥାନ୍ତି ।

Image courtesy: Google

୨. ଏକ ଏମିତି ପୁରୁଷ ଯିଏ ଏକ ଭଲ ଶ୍ରୋତା ଅଟେ, ଅର୍ଥାତ ତାକୁ କହିବାଠୁ ଅଧିକ ଶୁଣିବାକୁ ପସନ୍ଦ। ଏହି ପୁରୁଷଙ୍କର ବୈବାହିକ ଜୀବନ ସଫଳ ଏବଂ ସୁଖୀ ରହିଥାଏ ।

Image courtesy: Google

୩. ଯେଉଁ ପୁରୁଷ ନିଜର ପର୍ଶନାଲ କଥା କାହା ଆଗରେ କୁହନ୍ତି ନାହିଁ, ସେ ଭାଗ୍ୟରେ ଧନୀ ହୋଇଥାନ୍ତି । କାରଣ ଶାସ୍ତ୍ର ଅନୁସାରେ ନିଜର ପର୍ଶନାଲ କଥା ଗୋପନୀୟ ରଖିବା ଉଚିତ ।

Image courtesy: Google

୪. ଯେଉଁ ପୁରୁଷ ନିଜର ପ୍ରଶଂସା କରେ ନାହିଁ , ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି, କାରଣ ଶାସ୍ତ୍ର ଅନୁସାରେ ନିଜର ପ୍ରଶଂସା କରିବା ନିଜର ଅହଙ୍କାର ଅଟେ ।

Image courtesy: Google

୫. କହି ଦେଉଛୁ ଯେ ଯେଉଁ ପୁରୁଷ ସମସ୍ତଙ୍କର ଆଦର କରିଥାନ୍ତି, ତାଙ୍କ ଉପରେ ଭଗବାନଙ୍କର କୃପା ରହିଥାଏ । ଏହା ସହିତ ତାହାର ମନରେ କାହା ପ୍ରତି ଖରାପ ମନ ଭାବ ନଥାଏ ।

Image courtesy: Google

୬. ଯେଉଁ ବ୍ୟକ୍ତି ଧର୍ମ ରାସ୍ତାରେ ଯାଇ ଟଙ୍କା କମାଇ ଥାନ୍ତି, ମାନେ ଖରାପ କାମ ନ କରି ଟଙ୍କା କମାଇ ଥାଏ, ଏହି ଲୋକମାନେ ଭାଗ୍ୟରେ ଧନୀ ହୋଇଥାନ୍ତି ।

Image courtesy: Google

୭. ଆପଣଙ୍କୁ କହିଦେଉଛୁ ଯେ ଯେଉଁ ପୁରୁଷ ନିଜର ଜୀବନରେ ଖୁସି ରହିଥାଏ, ମାନେ ଯାହା ଦରକାର ସେତିକି ଜିନିଷ ତାହ ପାଖରେ ଅଛି ଏବଂ ସେ ସେଥିରେ ହିଁ ସନ୍ତୁଷ୍ଠ ହୋଇଥାନ୍ତି । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

Image courtesy: Google

୮. ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ସକାଳୁ ଉଠି ବାୟାମ କରିଥାଏ, ତାହାର ଜୀବନ ସୁଖମୟ ହୋଇଥାଏ । ଏହା ସହିତ ସକାଳୁ ଉଠିବା ଦ୍ଵାରା ଭଗବାନଙ୍କର କୃପା ବର୍ଷା ହୋଇଥାଏ । କଣ ଆପଣଙ୍କ ପାଖେ ବି ଅଛି ଏହି ସବୁ ଗୁଣ? ତେବେ ଆପଣ ବି ଅଟନ୍ତି ଭାଗ୍ୟଶାଳୀ। ଯଦି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଲା ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ।