ଏହି 6 ନାମର ଝିଅଙ୍କୁ ଜୀବନରେ କେବେବି ମିଳିନଥାଏ ସଚ୍ଚା ପ୍ରେମ -Jyotisha Shastra

ଏହି ଛଟି ନାମର ଝିଅଙ୍କୁ କେବେ ମିଳେନାହିଁ ପ୍ରକୃତ ପ୍ରେମ । ଆଜି ଆମେ କହିବୁ ଯେ ସେହି ଝିଅଙ୍କ ବିଷୟରେ ଯାହାଙ୍କୁ ପ୍ରକୃତ ପ୍ରେମ ମିଳିନଥାଏ । ବନ୍ଧୁଗଣ ସମସ୍ତେ ଚାହାଁନ୍ତି ନିଜର ପ୍ରକୃତ ପ୍ରେମକୁ ପାଇବା ପାଇଁ । ସବୁ ଝିଅ ମାନେ ଚାହାନ୍ତି ପ୍ରକୃତ ପ୍ରେମ କରୁଥିବା ଜୀବନସାଥୀ ମିଳୁ । କିନ୍ତୁ ବହୁତ କମ୍ ଝିଅଙ୍କର ଏହି ସ୍ବପ୍ନ ପୂରଣ ହୋଇଥାଏ । ବନ୍ଧୁଗଣ ଆଜି ଆମେ କହିବୁ ଜିଏ ଭଲପାଇବାରେ ଦୁର୍ଭାଗ୍ୟ ଶାଳୀ ଅଟନ୍ତି । ଚାଲନ୍ତୁ ଜାଣିବା ସେହି ଝିଅ ମାନଙ୍କ ବିଷୟରେ ଯିଏ ଭଲ ପାଇଲେ ମଧ୍ୟ ଧୋକା ଖାଇଥାନ୍ତି । ଚାଲନ୍ତୁ ଜାଣିବା କେଉଁ ନାମର ଝିଅଙ୍କୁ ପ୍ରକୃତ ପ୍ରେମ ମିଳେ ନାହିଁ ।

A- ଏ ନାମର ଝିଅ ଲକ୍ଷେ ଚେଷ୍ଟା କଲେ ମଧ୍ୟ ସେହି ଝିଅ ମାନଙ୍କୁ ତାଙ୍କ ପ୍ରକୃତ ପ୍ରେମ ମିଳିନଥାଏ । ଜଦି ଏମାନଙ୍କୁ ପ୍ରେମ ମିଳିବି ଯାଏ ତାହାଲେ ବେଶି ଦିନ ଧରି ରୁହେ ନାହିଁ । ଏମାନେ ପ୍ରେମରେ ଧୋକା ଖାଇବା ପରେ ଚିଡ୍ଚିଡା ସ୍ବଭାବର ହୋଇ ଯାଇ ଥାନ୍ତି ଏବଂ ପ୍ରେମରୁ ଭରସା ଉଠି ଯାଇ ଥାଏ ।

C- ସି ନାମର ଝିଅ ମଧ୍ୟ ବହୁତ ଦୁର୍ଭାଗ୍ୟ ଶାଳୀ ଅଟନ୍ତି ପ୍ରେମରେ । ସ୍ବଭାବ ରେ ତେଜ ସ୍ବରୂପ (ରାଗି)ଥିବାରୁ ସଂପର୍କରେ ଦୂରତା ଆସିଥାଏ । ଏହି ସ୍ବଭାବ କାରଣରୁ ଏମାନଙ୍କ ସମ୍ପର୍କ ଅଧିକ ଦିନ ଧରି ରୁହେ ନାହିଁ ଆଉ ଏମାନେ ଜୀବନ ସାରା ପ୍ରକୃତ ପ୍ରେମ ପାଇବାକୁ ବ୍ୟାକୁଳ ହୁଅନ୍ତି ।

G- ଜି ନାମର ଝିଅଙ୍କୁ ମଧ୍ୟ ଭଲପାଇବାରେ ସଫଳତା ମିଳେନାହିଁ, କିନ୍ତୁ ଏମାନେ ବହୁତ ଯତ୍ନଶୀଳ ଏବଂ ଭଲପାଇବା ସ୍ବଭାବର ହୋଇ ଥାନ୍ତି । ଯଦି ଏମାନେ କାହାକୁ ଭଲ ପାଆନ୍ତି ତାହେଲେ ତାଙ୍କୁ ଧୋଖା ମିଳିଥାଏ । ଏମାନେ ପ୍ରଥମ ଥର ଧୋକା ଖାଇବା ପରେ ଦ୍ଵିତୀୟ ଥର ଭୁଲ୍ କରନ୍ତି ନାହିଁ ।

K- କେ ନାମର ଝିଅ ଏହି ନାମର ଝିଅ ମାନେ ପ୍ରେମରେ ଥରେ ଯାହାବି ହେଲେ ଧୋକା ଖାଆନ୍ତି । ଏହି ନାମର ଝିଅ ନିଜ ବୟଫ୍ରେଣ୍ଡ୍ କୁ ବହୁତ ଭଲ ପାଆନ୍ତି ହେଲେ କୈାଣସି ନା କୈାଣସି କାରଣ ପାଇଁ ଏମାନେ ଧୋକା ଖାଇ ଥାନ୍ତି ତାପରେ ଏମାନେ ବହୁତ ଭାଙ୍ଗି ପଡନ୍ତି ଏବଂ ଦ୍ଵିତୀୟ ଥର ଏମାନେ ଭଲ ପାଆନ୍ତି ନାହିଁ।

P- ପି ନାମର ଝିଅ ଏହି ନାମର ଝିଅଙ୍କର ଏମିତି ବେଳେ ବେଳେ ସମସ୍ୟା ଆସେ ଯାହା ଦ୍ଵାରା ଏମାନଙ୍କୁ ପ୍ରକୃତ ପ୍ରେମ ମିଳିନଥାଏ । ଯଦି ଏମାନଙ୍କୁ ଭଲ ପାଉଥିବା ମଣିଷ ମିଳିବି ଯାଏ ତଥାପି ଏମାନଙ୍କୁ ଅଧିକ ଭଲପାଇବା ମିଳେ ନାହିଁ ଯେପରି ଏମାନେ କଳ୍ପନା କରନ୍ତି ।

S- ଏସ୍ ନାମର ଝିଅ ବହୁତ ଦୁର୍ଭାଗ୍ୟ ଶାଳୀ ହୋଇ ଥାନ୍ତି । ଏହି ନାମର ଝିଅ ବହୁତ ଚେଷ୍ଟା କରନ୍ତି ପ୍ରକୃତ ପ୍ରେମ ପାଇବା ପାଇଁ ହେଲେ ଏମାନେ ଅସଫଳ ରୁହନ୍ତି । କୈାଣସି ନା କୈାଣସି କାରଣ ପାଇଁ ଏମାନେ ପ୍ରକୃତ ପ୍ରେମକୁ ପାଇ ପାରନ୍ତି ନାହିଁ । ତେବେ ଏହି ୬ ନାମର ଝିଅ ପ୍ରେମରେ ଅସଫଳ ରୁହନ୍ତି ଯାହାଙ୍କୁ ପ୍ରକୃତ ପ୍ରେମ ମିଳି ନଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।