Vastu Tips- ଯଦି ଘରକୁ ଆସେ ଏହି 1 ପକ୍ଷୀ ତ ହେଇଥାଏ ଆଶୁଭ, ତୁରନ୍ତ ଉଡେଇ ଦିଅନ୍ତୁ, ଏହି ପକ୍ଷୀ ଆସିବା ହେଇଥାଏ ଶୁଭ

ଆମର ପରିବେଶ ଯାହାକି ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଛି । ସେଥିରେ ବଣ, ପାହାଡ଼,ଗଛ,ଲତା, ପଶୁ ଓ ପକ୍ଷୀ ଇତ୍ୟାଡ଼ି ରହିଅଛି । ତାହା ମଧରୁ ପଶୁ ଓ ପକ୍ଷୀମନେ ଆମ ଜୀବନର ଭିନ୍ନ ଅଙ୍ଗ ଅଟେ । ଋଷି କିମ୍ବା ତାନ୍ତ୍ରିକମାନେ ମନୁଷ୍ୟର ଭାଗ୍ୟକୁ ପଶୁ ଓ ପକ୍ଷୀମାନଙ୍କ ସହ ଯୋଡିଛନ୍ତି । ପାରା- ସକାଳୁ ଉଠିବା ପରେ ଯଦି ପାରାର ଗୁଟୁରୁ ଗୁଂ ଶବ୍ଦ ଶୁଣୁଛନ୍ତି ତେବେ ପ୍ରେମ ସମ୍ପର୍କ ଭଲ ହୋଇଥାଏ ବୋଲି କହିଛନ୍ତି । ଯଦି ସନ୍ଧ୍ୟା ସମୟରେ ଗୁଟୁରୁ ଗୁଂ ଶୁଣୁଛନ୍ତି ତେବେ ଘରେ ଚୋରି ଓ ଝଗଡା ମଧ୍ୟ ହୋଇପାରେ ।

କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପାର ଘରକୁ ଆସିଲେ ଅଶୁଭ ହୋଇଥାଏ ଏଥି ପାଇଁ ଘରେ ପାରର ବସା ରଖିବା ଅପେକ୍ଷା ତାକୁ ବାହାର କରିଦିଅନ୍ତି ।କାହିଁକି ନା ପାରା ର ସମ୍ବନ୍ଧ ରାହୁ ସହ ଥାଏ । ଏହି କାରଣ ପାଇଁ ପାରର ବସା ଘର ରହିବା ଦ୍ୱାରା ନକରାତ୍ମକ ପ୍ରଭାବ ବଢିଥାଏ ଓ ଘର ଲୋକମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।

ପେଚା

ପେଚା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ କିନ୍ତୁ ଏହା ଘରକୁ ଆସିଲେ ଅଶୁଭ ହୋଇଥାଏ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ପେଚା ଦିବାଲି ଦିନ ଘରକୁ ଆସିଲେ ଶୁଭ  ହୋଇଥାଏ । ଅନ୍ୟ ଦିନରେ ପେଚା ଘରକୁ ଅଯ଼ିଲେ ଅଶୁଭ ହୋଇଥାଏ । ଘରର ଉନ୍ନତିରେ ପ୍ରଭାବ ପଡ଼ିଥାଏ । ଯଦି ସନ୍ଧ୍ୟା ସମୟରେ ପେଚା ଘର ପାଖରେ ଚୋବାଇ ତେବେ ଏହା ମୃତ୍ୟୁ ର ସୂଚନା ଦେଇଥାଏ ।

ଶାଗୁଣା

ଶାଗୁଣା ମର ଶରୀର କୁ ଖାଇ ଥାଏ ଏଥି ପାଇଁ ତାକୁ ଅଶୁଭ ମାନନ୍ତି । ଯେଉଁ ଘରକୁ ଏମାନେ ଆସନ୍ତି ସେଠାରେ ବିକାଶ ହୋଇନଥାଏ ଓ ଘର ପରିବାରରେ ଝଗଡା ହୋଇଥାଏ । ଏଥିପାଇଁ ଯଦି ଶାଗୁଣା ଘରକୁ ଆସେ ତେବେ ତାକୁ ଘଉଡ଼ାଇ ଦେଇ ଘରେ ଶାନ୍ତି ପୂଜା କରିବା ଉଚିତ ।

କାଉ

କାଉ ଏମିତି ଏକ ପକ୍ଷୀ ଯାହା କୁ କି ଆଗକୁ ଆସୁଥିବା କୌଣସି ବିପଦର ସୂଚନା ଆଗୁଆ ମିଳିଥାଏ । କାଉ ଯଦି କୋଉ ଆସି ବ୍ୟକ୍ତିର ମୁଣ୍ଡ ଉପରେ ବସିପଡ଼େ ତେବେ ସେହି ବ୍ୟକ୍ତିର ମାଁ ସମ୍ମାନ ହାନି ଓ ଧନ ର ଅଭାବ ହୋଇଥାଏ । ଯଦି କିଛି କାଉ ଘର ପାଖରେ ଆସି ରାବନ୍ତି ତେବେ ସେହି ଘରର ମାଲିକଙ୍କର କୌଣସି ବଡ ବିପଦ ଆସିପାରେ ।

ବାଦୁଡି

ବାଦୁଡି ରାତିରେ ଦେଖିପାରେ ନାହିଁ ସେ ବହୁତ ପ୍ରେତ ଭଳି ଓଲଟା ଓହୁଲୁଥାଏ ଏଥିପାଇଁ ଶାସ୍ତ୍ର ଅନୁସାରେ ଘରକୁ ବାଦୁଡି ଆସିବା ଅଶୁଭ ହୋଇଥାଏ ଅର୍ଥାତ ମୃତ୍ୟୁ କଷ୍ଟ ଦେଇଥାଏ । କିନ୍ତୁ ଚୀନ ରେ ଏହାକୁ ଶୁଭ ଓ ଧନ ଦାୟକ ମାନନ୍ତି ।

ବୁଲବୁଲ

ବୁଲବୁଲ ପକ୍ଷୀ ଘର ପାଖରେ ବସା କଲେ ଶୁଭ ହୋଇଥାଏ କିନ୍ତୁ ଘର ଭିତରେ କିମ୍ବା କୌଣସି ରୋଗୀ ଖଟ ପାଖରେ ବୁଲିବା ଅଶୁଭ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।