ମୁମ୍ବାଇର ଏହି ଏହି ଅଟୋବାଲାଙ୍କ ଅଟୋରେ ବସିବା ପାଇଁ ଲାଗିଥାଏ ଲୋକଙ୍କ ଲାମ୍ବା ଲାଇନ, ଏହା ପଛର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ

ଏମିତି ତ ମୁମ୍ବାଇ ସହରରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଅଟୋରେ ଯାତାୟାତ କରିଥାନ୍ତି । ଆଜ୍ଞା ହଁ, ସେଇଥି ପାଇଁ ତ ମୁମ୍ବାଇରେ ଅଟୋ ବାଲାଙ୍କର ଏତେ ଡିମାଣ୍ଡ ରହିଥାଏ । ଏମିତି କୁହାଯାଏ କି ମୁମ୍ବାଇରେ ବଲିଉଡ ଷ୍ଟାର କିଛି ଥର ରାସ୍ତାରେ ମଧ୍ୟ ମିଳିଯାଇଥାନ୍ତି କିନ୍ତୁ ମୁମ୍ବାଇର ସଡକରେ ଏକ ଅଟୋ ମିଳିବା ବଡ ମୁସ୍କିଲ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଅଟୋବାଲା ବିଷୟରେ କହିବାକୁ ଯାଉଛୁ, ଯାହା ଅଟୋରେ ବସିବା ପାଇଁ ଲୋକଙ୍କର ଲମ୍ବା ଲାଇନ ଲାଗିଥାଏ । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଏହି ଅଟୋ ଚାଳକ ଜଣଙ୍କ ସଞ୍ଜୟ ଦତ୍ତଙ୍କର ବଡ ଫ୍ୟାନ ଅଟନ୍ତି ।

ସେ ସଞ୍ଜୁବାବାଙ୍କର କୌଣସି ସାଧାରଣ ଫ୍ୟାନ ନୁହଁନ୍ତି ବରଂ ବହୁତ ଖାସ ଫ୍ୟାନ ଅଟନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ।

ଏହା ତ ସମସ୍ତେ ଜାଣିଛନ୍ତି କି ସଞ୍ଜୟ ଦତ୍ତ ନିଜ ଫିଲ୍ମ କ୍ୟାରିଆର ର ଆରମ୍ଭ ରକି ଫିଲ୍ମରୁ କରିଥିଲେ । ଆଜି ପ୍ରତ୍ୟେକ ମଣିଷ ସଞ୍ଜୟ ଦତ୍ତଙ୍କୁ ମୁନ୍ନା ଭାଇ ନାମରେ ଜାଣିଛନ୍ତି । ତେବେ ଏହା ଉଚିତ ଅଟେ କି ଏହି ଫିଲ୍ମ ଟି ସଞ୍ଜୟ ଦତ୍ତଙ୍କ ଫିଲ୍ମ କ୍ୟାରିଅରରେ ସବୁଠୁ ହିଟ ଫିଲ୍ମ ଥିଲା । ତେବେ ଲୋକ ଏହି ଫିଲ୍ମର ଚରିତ୍ର କୁ ନିଶ୍ଚୟ ମନେ ରଖିବେ ।

ଏହି ଫିଲ୍ମରୁ ସଞ୍ଜୟ ଦତ୍ତଙ୍କୁ ନା କେବଳ ଏକ ନୂଆ ପରିଚୟ ମିଳିଲା ବରଂ ଏହି ଫିଲ୍ମ ପରେ ସଞ୍ଜୟ ଦତ୍ତଙ୍କୁ ଲୋକ ଏକ ନୂଆ ନାମରେ ଚିହ୍ନିବାକୁ ଲାଗିଲେ । ଯଦି ଆମେ ଏହି ଅଟୋବାଲା ବିଷୟରେ କଥା ହେବା ତ ଏହି ଅଟୋ ସଞ୍ଜୟ ଦତ୍ତଙ୍କ କାରଣରୁ ବହୁତ ପ୍ରସିଦ୍ଧ ହୋଇଗଲା । ଜଣାଇ ଦେଉଛୁ କି ଏହି ଅଟୋ ର ଡ୍ରାଇଭରର ନାମ ସନ୍ଦିପ ବାଚେ ଅଟେ ।

ଆପଣ ଭାବୁଥିବେ କି ଏହି ଅଟୋବାଲା ସହିତ ସଞ୍ଜୟ ଦତ୍ତଙ୍କର କଣ ସମ୍ବନ୍ଧ । ତେବେ ଆମେ ଆପଣଙ୍କୁ ଜଣାଉଛୁ କି ନା କେବଳ ଏହି ଅଟୋବାଲା ବରଂ ସଞ୍ଜୟ ଦତ୍ତ ବି ତାକୁ ଜାଣିଛନ୍ତି । ଏହି କାରଣରୁ ଲୋକଙ୍କ ପାଖରେ ଏହି ଅଟୋ ବାଲାର ଏକ ଅଲଗା ପରିଚୟ ସୃଷ୍ଟି ହୋଇଛି । ଏବେ ମୁମ୍ବାଇ ସହରର ପ୍ରାୟତଃ ଲୋକ ଏହା ଜାଣିଛନ୍ତି କି ସନ୍ଦିପ, ସଞ୍ଜୟ ଦତ୍ତଙ୍କର ବହୁତ ବଡ ଓ ଖାସ ଫ୍ୟାନ ଅଟନ୍ତି । ସଞ୍ଜୟ ଦତ୍ତ ବି ତାଙ୍କୁ ଦେଖା କରି ସାରିଛନ୍ତି, କେବଳ ଏତିକି ନୁହେଁ ଲୋକ ତାଙ୍କୁ ମୁନ୍ନାଭାଇ ଏମବିବିଏସ କହି ଡାକିଥାନ୍ତି ।

ଲୋକଙ୍କର କହିବା କଥା କି ସନ୍ଦିପ ସଞ୍ଜୟ ଦତ୍ତଙ୍କର ଏତେ ବଡ ଫ୍ୟାନ କି ସେ ସଞ୍ଜୟ ଦତ୍ତଙ୍କ ପରି ନିଜ ଲୁକ ଓ ଷ୍ଟାଇଲ କରିଛନ୍ତି । ମୁମ୍ବାଇ ସହରର ଲୋକ ଏହି ଅଟୋବାଲାକୁ ବହୁତ ସମ୍ମାନ ମଧ୍ୟ ଦେଇଥାନ୍ତି । ସେ ତାଙ୍କ ହାତରେ ଏକ ଟ୍ୟାଟୁ ସଞ୍ଜୟ ଦତ୍ତଙ୍କ ପାଇଁ ବନାଇଛନ୍ତି । ଆଗକୁ ନୂଆ ନୂଆ ପୋଷ୍ଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।