କେବଳ ଏହାକୁ ବାଟି ପିଇ ନିଅନ୍ତୁ, କିଡ୍ନୀ ଷ୍ଟୋନ ମହମ ଭଳି ତରଳି ବାହାରିଯିବ- Health Tips

ନମସ୍କାର ବନ୍ଧୁଗଣ । ଆମ ପେଟ ଭିତରେ ଷ୍ଟୋନ ହେବା କାରଣରୁ ଅଧିକ କଷ୍ଟ ଓ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଷ୍ଟୋନ ହୋଇଥାଏ ତେବେ ବାନ୍ତି ହେବା, ଶୌଚ ସମୟରେ କଷ୍ଟ ଅନୁଭବ ହେବା, ଅଧିକ ଝାଳ ବୋହିବା ଆଦି ଲକ୍ଷଣ ଦେଖାଯାଏ ।

ଏହା ଛଡା ଯଦି ଅଧିକ ଭିଟାମିନ-ଡି ମେଡ଼ିସିନର ସେବନ ବା ଅନିୟମିତତା ଖାଦିର ସେବନ କରିବା ଦ୍ଵାରା ଆମ ଶରୀରରେ ଷ୍ଟୋନ ସମସ୍ଯା ଦେଖାଯାଏ । ଯଦି ଷ୍ଟୋନର ଠିକ ସମୟରେ ଚିକିତ୍ସା ନ କରାଯାଏ ତେବେ ଏହା ବହୁତ ଭୟଙ୍କର ରୋଗରେ ପରିଣୀତ ହୋଇଥାଏ । ଏହା ଫଳରେ ଆମ ଶରୀରରେ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିବା ଦ୍ଵାରା କିଡନି ଷ୍ଟୋନ ଆଦି ସମସ୍ୟାର ନିବାରଣ ହୋଇଥାଏ ।

ଏହି ଘରୋଇ ରେମେଡିକୁ ପ୍ରସ୍ତୁତ କରିବା ପାଇଁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଅମୃତଭଣ୍ଡା ଗଛର ଚେର ଯାହା ମାଟି ତଳେ ରହିଥିବ ଯାହା ଆପଣ ମାନଙ୍କୁ ଅତି ସହଜରେ ମିଳିଯିବ । ଏହାର ଦୁଇ ଖଣ୍ଡ ଚେର ଆଣି ଏହାକାଉ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଏହାର ଭଲ ଭାବେ ପେଷ୍ଟ କରନ୍ତୁ । ଏହି ଚେରର ପେଷ୍ଟକୁ ଅଧ ଚାମଚ କିଛି ମାତ୍ରାରେ ପାଣିରେ ମିଶ୍ରଣ କରନ୍ତୁ ।

୬୦ ଗ୍ରାମ ପାଣିରେ ଅଧ ଚାମଚ ଅମୃତ ଭଣ୍ଡାର ଚେରର ପେଷ୍ଟ ମିଶାନ୍ତୁ । ଏହା ସଂପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଅଟେ । ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାଏ । ଏହା ପରେ ଏହି ପାଣିକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଧାନ ରଖିବେ ଯେ ଯେପରି ଏହାର ମାତ୍ରା କମ ବା ଅଧିକ ନ ହୁଏ । ପ୍ରତି ଦିନ ସକାଳେ ଏହି ପାଣିର ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କର ଷ୍ଟୋନ ଜନିତ ସବୁ ସମସ୍ଯା ଦୂର ହେବ ।

ଦିନରେ କେବଳ ଥରେ ଏହି ପାଣିର ସେବନ କରନ୍ତୁ । ଏହି ଉପାୟ କିଡନି ଷ୍ଟୋନ କ୍ଷେତ୍ରରେ ଅଧିକ ଲାଭବାନ ହୋଇଥାଏ । ଏହି ଉପାୟ ଦ୍ଵାରା ଆପଣ ଅତି ସହଜରେ ସବୁ ଦିନ ପାଇଁ କିଡନି ରୋଗରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ