ମିଳିଲା ପୃଥିବୀ ଆକାରର ଏହି ଗ୍ରହ ଯେଉଁଠି ପଥରର ହେଉଛି ବର୍ଷା ଓ ରହିଛି ଲାଭାର ମହାସାଗର, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ମହାକାଶ ଗବେଷଣାକାରୀ ବ୍ରହ୍ମାଣ୍ଡରେ ଏକ ଏମିତି ଗ୍ରହ ଖୋଜି ବାହାର କରିଛନ୍ତି ଯାହାକି ଲୋକମାନଙ୍କ ପାଇଁ ନର୍କ ସଦୃଶ ଗ୍ରହ ଅଟେ । ଏହି ଗ୍ରହରେ ଜ୍ଵଳନ୍ତ ଲାଭାର ମାହାସାଗର ଅଛି ଓ ଏଠି ପଥରର ବର୍ଷା ବି ହୋଇଥାଏ । ଏହି ଗ୍ରହ ଆମ ଠାରୁ ହଜାର ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ ଓ ଏହି ଗ୍ରହର ନାମ K2141B ଅଟେ । ଏହି ଗ୍ରହ ଏତେ ଗରମ ଅଟେ କି ଏଠି ଲାଭର ମହାସାଗର ପର୍ଯ୍ୟନ୍ତ ଅଛି ଓ ପବନ ସୁପରସନିକ ଗତିରେ ପ୍ରବାହ କରିଥାଏ ।

ଏହା ଛଡା ଏଠି ବର୍ଷାରେ ପାଣି କିମ୍ବା ବରଫ ନୁହେଁ ଅଥବା ପଥର ବର୍ଷା ହୋଇଥାଏ । ବୈଜ୍ଞାନିକମାନଙ୍କର କହିବା ଅଟେ କି ସେମାନେ ଏହା ପୂର୍ବରୁ ଏହିଭଳି ଗ୍ରହ କେବେ ବି ଦେଖି ନ ଥିଲେ ।

ମଂଥଲୀ ନୋଟିସେସ ଅଫ ଦ ରୟଲ ଏସ୍ଟ୍ରୋନମିକଲ ସୋସାଇଟୀରେ ପ୍ରକାଶିତ, ମୈକ୍ଗିଲ ୟୁନିବର୍ସିଟୀ, ୟର୍କ ୟୁନିବର୍ସିଟୀର ଇଂଡିୟାନ ଇଂସ୍ଟୀଟ୍ଯୂଟ ଅଫ ସାଇଂସ ଏଜୂକେଶନର ଏହି ଅଧ୍ୟୟନରେ ଏହି ଗ୍ରହ ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ଏହି ଲାଭା ଗ୍ରହ ନିଜର ତାରାର ବହୁତ ପାଖାପାଖି ଚକ୍ରର ଲଗାଇଥାଏ । ଏହି କାରଣରୁ ଏହି ଉଚ୍ଚ ତାପମାତ୍ରା କାରଣରୁ ଏଠି ଲାଭର ମହାସାଗର ଅଛି ।

ଯଦି ଏଠିକାର ବାୟୁମଣ୍ଡଳ ବିଷୟରେ କହିବା ତେବେ ଏଠିକାର ବାଯୁମଣ୍ଡଳ ପଥର ଦ୍ଵାରା ନିର୍ମିତ ହୋଇଛି । ଏହି ଗ୍ରହ ବିଷୟରେ ବିଶେଷ କିଛି ସୂଚନା ମିଳି ନାହିଁ । କିନ୍ତୁ କୁହାଯାଉଛି କି ଏହି ଗ୍ରହ ମଝିରେ ଯେଉଁ ଚମକୁଥିବା ଅଞ୍ଚଲ ଅଛି ତାହା ଏକ ତରଳ ଅବସ୍ଥାରେ ଥିବା ଏକ ମହାସାଗର ଅଟେ ଯାହା ଉପରେ ବାୟୁମଣ୍ଡଳରେ ପଥର ବାଷ୍ପ ରୂପରେ ଅଛି । ଏଠି ସୁପରସନିକ ପବନ ଥଣ୍ଡା ଓ ବାୟୁହିନ ହୋଇ ରାତି ଆଡକୁ ପ୍ରବାହିତ ହୋଇଥାଏ ।

ଯାହା ପଥରର ବର୍ଷାରୁ ଆରାମ୍ଭ ହୋଇ ପୁଣି ଥରେ ମୈଗ୍ମା ସାଗର ବାଲା ଗରମ ଅଞ୍ଚଲକୁ ଫେରି ଆସିଥାଏ । ଏହି ଗ୍ରହ ଆଡୁ ଆସୁଥିବା ପ୍ରକାଶ ସ୍ୱରୂପର ଅଧ୍ୟୟନ କରିବା ଉପରେ ବୈଜ୍ଞାନିକମାନେ ଏହା ଜାଣି ପାରିଲେ କି ଏହି ଗ୍ରହର ଦୁଇ ତୃତୀୟାନ୍ସ ସବୁବେଳେ ଆଲୋକର ଅନୁଭବ ନେଇଥାଏ । K2-141Bର ଗୋଟିଏ ଅଂସ ସବୁବେଳେ ତାରା ସାମ୍ନା ଆଡକୁ ରହିଥାଏ ।

ଏହି ଅଂସ ବହୁତ ହିଁ ଗରମ ହୋଇଥାଏ ଯାହାର ତାପମାତ୍ରା ୫,୪୦୦ ଡିଗ୍ରୀ ଫେହରନହାଇଟ ପର୍ଯ୍ୟନ୍ତ ପହଞ୍ଚିଯାଏ । ଏହା ଏତେ ଗରମ ହୋଇଥାଏ କି ଏଠିକାର ପାହାଡ ଗୁଡିକ ତରଲିବା ସହିତ ଏହା ବାମ୍ଫ ହୋଇ ଏହାର ବାଯୁମଣ୍ଡଳ ପର୍ଯ୍ୟନ୍ତ ହୋଇଯାଏ । ଏହି ଗ୍ରହର ଏକ ଅଂସ ସର୍ବଦା ଅନ୍ଧାର ମଧ୍ୟରେ ବି ଢାଙ୍କି ହୋଇ ରହିଥାଏ । ଯାହାର ତାପମାତ୍ରା ୩୨୮ ଡିଗ୍ରୀ ଫେହରନହାଇଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।