ଇଏ ହେଉଛି ଦୁନିଆର ୫ଟି ସବୁଠୁ ମହଙ୍ଗା ଲିପସ୍ଟିକ ବ୍ରାଣ୍ଡ, ଏହାକୁ କିଣିବାକୁ ହେଲେ ବିକ୍ରି କରିବାକୁ ପଡିପାରେ ଆପଣଙ୍କର କିଡନୀ, ଜାଣନ୍ତୁ କେତେ ଦାମ୍

ମେକଅପ କରିବାର ଇଚ୍ଛା ପ୍ରାୟତଃ ସମସ୍ତ ମହିଳାଙ୍କୁ ହୋଇଥାଏ । ମେକଅପ ମହିଳାମାନଙ୍କର ସୁନ୍ଦରତାକୁ ଆହୁରି ବଢାଇ ଦେଇଥାଏ । ଯେମିତି କାଜଲ, ଲିପସ୍ଟିକ ଓ ମସ୍କରା କିଛି ଏହିଭଳି ହିଁ ମେକଅପ ପ୍ରଡକ୍ଟ ଅଛି ଯାହାକୁ ପ୍ରାୟତଃ ମହିଳାମାନେ ନିଜର ଡେଲି ରୁଟିନରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ମଧ୍ୟରୁ ଏମିତି ଏକ ମେକଅପ ପ୍ରଡକ୍ଟ ଅଛି ଯାହା ବିନା କୌଣସି ବି ମହିଳାର ମେକଅପ ଅଧା ହୋଇଥାଏ ।

ତାହା ହେଉଛି ଲିପସ୍ଟିକ । କେତେକ ମହିଳାମାନେ ଏକ ଖାସ ବ୍ରାଣ୍ଡର ଲିପସ୍ଟିକ ଲଗାଇବାକୁ ପସନ୍ଦ କରନ୍ତି । କହିବାକୁ ଗଲେ ମାର୍କେଟରେ ଦୁନିଆର ସମସ୍ତ ପ୍ରକାରର ଶସ୍ତା ଠାରୁ ଆରମ୍ଭ କରି ମହଙ୍ଗା ଲିପସ୍ଟିକ ମିଳିଥାଏ । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏମିତି ହିଁ ମହଙ୍ଗା ଲିପସ୍ଟିକ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଦାମ ଆକାଶ ଛୁଆଁ ଅଟେ ।

Estee Lauder Pure Colour Envy Sculpting Lipstick

ଏହି ବ୍ରାଣ୍ଡର ଲିପସ୍ଟିକରେ ଭିଟାମିନ – E ର ମାତ୍ରା ଭରପୁର ରହିଥାଏ । ଯାହା ମହିଳାମାନଙ୍କର ଓଠକୁ କୋମଳ କରି ନରମ ରଖିବାରେ ସାହାର୍ଯ୍ୟ କରିଥାଏ । ଏହି ବ୍ରାଣ୍ଡ ଲିପସ୍ଟିକକୁ ଆପଣଙ୍କୁ ୩୦ ଡଲାର ମାନେ ଭାରତୀୟ ମୁଦ୍ରାରେ ପାଖାପାଖି ୨୦୦୦ ଟଙ୍କା ଦେଇ କିଣିବାକୁ ପଡିବ । ଏହି ବ୍ରାଣ୍ଡର ଲିପସ୍ଟିକ ହଲିଉଡ ଠାରୁ ନେଇ ବଲିଉଡ ପର୍ଯ୍ୟନ୍ତ ବ୍ୟାପିଛି ।

Dolce and Gabbana Monica Voluptuous Lipstick

ଏହା ଏକ ଇଟାଲିୟନ ବ୍ରାଣ୍ଡ ଲିପସ୍ଟିକ ଅଟେ । ଏହି ଲିପସ୍ଟିକକୁ ଆପଣ ୩୪ ଡଲାର ମାନେ ୨୨୦୦ ଟଙ୍କା ଦେଇ କିଣି ପାରିବେ । କ୍ରୀମୀ ଟେକ୍ସଚର ଏହି ଲିପସ୍ଟିକର ଖାସ କଥା ଅଟେ । ଏହି ବ୍ରାଣ୍ଡର ୬ ଟି କଲର ଆପଣଙ୍କୁ ମିଳିବ ।

Christian Dior Rouge No. 999 Lipstick

ଏହି ଲିପସ୍ଟିକ ବ୍ରାଣ୍ଡ ନିଜର ଭଲ ପ୍ୟାକିଙ୍ଗ ଓ କ୍ରୀମୀ ଟେକ୍ସଚର ପାଇଁ ପ୍ରସିଦ୍ଧ ଅଟେ । କେତେକ ବଲିଉଡ ଓ ହଲିଉଡ ଅଭିନେତ୍ରୀମାନଙ୍କର ଏହା ପସନ୍ଦିତା ବ୍ରାଣ୍ଡ ଅଟେ । ଏହି ଲିପସ୍ଟିକର ଦାମ ୩୪ ଡଲାର ମାନେ ୨୨୦୦ ଟଙ୍କା ଅଟେ । ଓଠକୁ ନରମ କରି ତାଜା ରଖିବା ପାଇଁ ଏଥିରେ ଭିଟାମିନର ବ୍ୟବହାର କରାଯାଇଛି । ମାର୍କେଟ ରେ ଏହି ବ୍ରାଣ୍ଡର ୩୨ଟି ଶେଡ୍ସ ଉପଲବ୍ଧ ଅଛି ।

Givenchy Le Rouge Rose Dressing Lipstick

ଏହି ବ୍ରାଣ୍ଡର ଲିପସ୍ଟିକ ଆପଣଙ୍କୁ ୩୬ ଡଲାର ମାନେ ପାଖାପାଖି ୨୬୦୦ ଟଙ୍କାରେ ମିଳିଯିବ । ଏହି ଲିପସ୍ଟିକ ବହୁତ ଲାଇଟୱେଟ ଅଟେ । ଏହା ସହିତ ଏହା ବହୁତ ଘଣ୍ଟା ପର୍ଯ୍ୟନ୍ତ ଓଠରେ ରହିଥାଏ ।

Kanebo Sensai Intense Lasting Lipstick

ଏହା ବି ଏକ ଇଟାଲିୟନ ବ୍ରାଣ୍ଡ ଲିପସ୍ଟିକ ଅଟେ । ଏହାର ନାମକୁ ଜାପାନୀ ଭାଷାରେ ରଖା ଯାଇଛି । ଏହି ବ୍ରାଣ୍ଡ ଓଠକୁ ନମୀ ଓ ସୁନ୍ଦର ରଖିବା ପାଇଁ ଜଣା ଯାଇଥାଏ । ଏହି ବ୍ରାଣ୍ଡର ଲିପସ୍ଟିକର ଦାମ ୪୦ ଡଲାର ମାନେ ୨୭୦୦ ଟଙ୍କା ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।