କରୋନା ଯୁଧ୍ୟରେ ଭାରତ ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଛି, ହାସଲ କରିଲା ଏହି ବଡ ସଫଳତା

କହିବାକୁ ଗଲେ ବର୍ତ୍ତମାନ ସମୟରେ ପୁରା ଦୁନିଆ କରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି ଓ କାହାକୁ ବି ଏହା ଜଣା ନାହିଁ କି ସେମାନ ଏହି ମହାମାରୀରୁ କେବେ ମୁକ୍ତି ପାଇବେ । କିନ୍ତୁ ବୈଜ୍ଞାନିକମାନେ ଦିନରାତି ଏକାଠି କରି ଏହି ମହାମାରୀର ଔଷଧ ଖୋଜିବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ କେବଳ ଏହାର ଭ୍ୟାକସିନକୁ ନେଇ ଔଷଧ ତିଆରି କରା ଯାଉଛି । କରୋନାର ଔଷଧ କେବେ ମାର୍କେଟକୁ ଆସିବ ଏହା ବିଷୟରେ କାହାକୁ ବି କିଛି ଜଣା ନାହିଁ ।

କିନ୍ତୁ ଏହି ସବୁ ମଧ୍ୟରେ ଭାରତ କରୋନାର ଯୁଧ୍ୟରେ ଏକ ବଡ ସଫଳତା ହାସଲ କରିଛି ଓ ପୁରା ଦୁନିଆର ସମସ୍ତ ଦେଶକୁ ଆଶ୍ଚର୍ଯ୍ୟ କରି ଦେଉଥିବା ବାଲା ଏକ କାମ କରିଛି । ମିଳିଥିବା ସୂଚନା ଅନୁସାରେ ଭାରତ କରୋନା ଭାଇରସର ଔଷଧକୁ ଟ୍ରାୟଲ କରିବା ଉପରେ କାମ ଆରମ୍ଭ କରି ଦେଇଛି । CSIRର ମହାନିର୍ଦେଶକ ଶେଖର ମାଣ୍ଡେ ଏହା ବିଷୟରେ ସୂଚନା ଦେଇ କହିଛନ୍ତି କି CSIR ଔଷଧ କମ୍ପାନୀମାନଙ୍କ ସହିତ ମିଶି କରୋନା ଭାଇରସ ପାଇଁ ଔଷଧ ତିଆରି କରିବାର କାମ କରୁଛି ।

ଏହାକୁ ନେଇ CSIR ପୂର୍ବରୁ ହିଁ ଔଷଧ କମ୍ପାନୀମାନଙ୍କ ସହିତ ମିଶି କିଛି ଟ୍ରାୟଲ ଆରମ୍ଭ କରିସାରିଛି ଓ କିଛି ଦିନ ତଳେ ହିଁ ଭାରତର ଡ୍ରଗ କଣ୍ଟ୍ରୋଲର ଜନରଳ ଦୁଇଟି ଅନ୍ୟ ଟ୍ରାୟଲ ପାଇଁ ଅନୁମତି ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ କୁହାଯାଇ ପାରିବ କି ଭାରତ ଦୁନିଆର ସେହି ଦେଶର ମଧ୍ୟ ସାମିଲ ହୋଇ ଯାଇଛି ଯେଉଁମାନଙ୍କୁ କାରୋନା ଭାଇରସ ଭ୍ୟାକସିନ କରିବାରେ ଅଳ୍ପ ସଫଳତା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଡ୍ରଗ କଂଟ୍ରୋଲର ଜନରଲ ଅଫ ଇଣ୍ଡିଆ ଫେବିପିରାବିର ନାମକ ଏନ୍ଟୀ ବାୟରଲ ଔଷଧ ପାଇଁ ଦେଶରେ ଟ୍ରାୟଲ ଆରମ୍ଭ କରିବାର ମଞ୍ଜୁରି ଦେଇଛନ୍ତି । ଶେଖର ମାଣ୍ଡେ କହିଲେ କି ଫେବିପିରାବିର ଏକ ଏମିତି ଔଷଧ ଅଟେ ଯାହା ପୂର୍ବରୁ ହିଁ ଇନ୍ଫ୍ଲୂଏଂଜାର ଚିକିତ୍ସାରେ ଭାରତ ସମେତ କେତେକ ଦେଶରେ ପ୍ରୟୋଗ କରାଯାଉଛି । ଏହି ଔଷଧ ଜରିଆରେ କରୋନା ଭାଇରସର ଚିକିତ୍ସା କରିବା ପାଇଁ ସିଆଇଏସଆର ଓ ଏକ କମ୍ପାନୀ ଅନୁମତି ମାଗି ଥିଲେ । ଏମିତିରେ ବର୍ତ୍ତମାନ ଏକ ସପ୍ତାହ ମଧ୍ୟରେ ଏହାର ଟ୍ରାୟଲ ଆରମ୍ଭ ହୋଇଯିବ ।

ଭାରତର ଏହି ସଫଳତାର ସବୁଠୁ ବଡ କଥା ଏହା ଅଟେ କି ଔଷଧର ଟ୍ରାୟଲ ଫେଜ – ୨ ଆରମ୍ଭ ହେବ । ଶେଖର ମାଣ୍ଡେ କହିଲେ କି ଫେବିପିରାବିର ଏକ ସୁରକ୍ଷିତ ଔଷଧ ଅଟେ ଓ ସେଥିପାଇଁ ଏହାର ଟ୍ରାୟଲ ସିଧା ଫେଜ – ୨ ପରିକ୍ଷଣ ପାଇଁ ଆରମ୍ଭ କରି ଦିଆ ଯିବ । ଟ୍ରାୟଲ ୧ – ୧.୫ ମାସ ମଧ୍ୟରେ ପୁରା ହୋଇପାରେ । ଯଦି ପରୀକ୍ଷଣ ଅପେକ୍ଷିତ ଫଳାଫଳ ସଫଳ ହୋଇଥାଏ ଯେବେ ଔଷଧ ଜଲ୍ଦି ଓ ବହୁତ କମ ଦାମରେ ଉପଲବ୍ଧ ହେବ ।

ଏହାର ଏକ ବଡ କାରଣ ଏହା ବି ଅଟେ କି ଫେବିପିରାବିର ଏକ ପୁରୁଣା ଔଷଧ ଅଟେ, ଯାହାର ପେଟେଣ୍ଟ ବର୍ତ୍ତମାନ ଶେଷ ହୋଇ ସାରିଛି । ଯାହା ଦ୍ଵାରା ଦୁନିଆର ସମସ୍ତ ଔଷଧ ତୁଳନାରେ ଏହା ଶସ୍ତା ଦାମରେ ଭାରତରେ ଉପଲବ୍ଧ ହୋଇପାରେ । କହିଦେଉଛୁ କି ଏହି ସମୟରେ ଦୁନିଆର ସମସ୍ତେ ଏହା ପ୍ରାର୍ଥନା କରୁଛନ୍ତି କି କରୋନାର ଭ୍ୟାକସିନ ଜଲ୍ଦି ତିଆରି ହୋଇ ଯାଉ ଓ ପୁରା ଦୁନିଆକୁ ଏହି ମହାମାରୀରୁ ମୁକ୍ତି ମିଳୁ ।

ବର୍ତ୍ତମାନ ସମୟରେ ଚୀନ, ଆମେରିକା, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇସ୍ରାଇଲ ଇତ୍ୟାଦି ଦେଶ ଭ୍ୟାକସିନ ତିଆରି କରିବା ପଛରେ ଲାଗିଛନ୍ତି । ବର୍ତ୍ତମାନ ଭାରତ ବି ଏହି ଲାଇନରେ ଯୋଡି ଯାଇଛି କାରଣ ବର୍ତ୍ତମାନ ଦିନରେ ସବୁ ଦେଶ ଭ୍ୟାକସିନକୁ ନେଇ ଟ୍ରାୟଲ ଆରମ୍ଭ କରି ଦେଇଛନ୍ତି ଓ ଭାରତ ବି କରିବାକୁ ଯାଉଛି । ଏମିତିରେ ଦୁନିଆର କୌଣସି ବି ଦେଶ ଭ୍ୟାକସିନ କରି ନେଉଛି ତେବ ସେ ୨୧ ଶତାବ୍ଦୀର ଦୁନିଆର ଲୋକମାନଙ୍କ ପାଇଁ ଏକ ଶୁଭ ଖବର ହେବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।