ଆଜିର ରାଶିଫଳ, 10 ମେ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଚମକିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଦିନସାରା ଆପଣଙ୍କ ଚେହେରାରେ ହସ ରହିବ । ଅଜଣା ବ୍ୟକ୍ତି ସହ ସାକ୍ଷାତ ହୋଇପାରେ । ମନୋରଞ୍ଜନ ଭରା କାର୍ଯ୍ୟରେ ବ୍ୟସ୍ତ ରହିବେ । କିନ୍ତୁ ମନୋରଞ୍ଜନ କାର୍ଯ୍ୟରେ ଦରକାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ଚିନ୍ତିତ ରହି ପାରନ୍ତି । ଶତ୍ରୁମାନଙ୍କ ଠାରୁ ସତର୍କ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣ ଯାଇ ପାରିବେ ନାହିଁ । ମାତୃ ପକ୍ଷରୁ ଚଳ ପ୍ରଚଳ ସମ୍ପତ୍ତି ମିଳିପାରେ । ଜୀବନସାଥିଙ୍କ ସହଯୋଗ ପାପ୍ତ ହେବ । ଆଜି ସନ୍ତୁଷ୍ଟି ପ୍ରାପ୍ତ ହେବ ।

ବୃଷ

ମାତା ପିତାଙ୍କ ବ୍ୟବହାର ଦ୍ଵାରା ଖୁସିରେ ରହିବେ । କେଉଁ ସ୍ଥାନରୁ ଶୁଭ ସମାଚାର ମିଳିପାରେ । ପରିବାରର ପୁରା ସହଯୋଗ ଓ ସମ୍ମାନ ମିଳିବ । ଆଜି ଆପଣଙ୍କ ପାଖରେ ନିଜ ପାଇଁ ପର୍ଯ୍ୟାପ୍ତ ସମୟ ରହିବ । ସମୟର ଲାଭ ଉଠାନ୍ତୁ । ଭଲ ସ୍ୱାସ୍ଥ୍ୟ ପାଇଁ ଚାଲି ଚାଲି ବୁଲନ୍ତୁ । ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କୁସଙ୍ଗୀତ ଦ୍ଵାରା ହାନି ହେବ । ଦାମୀ ବସ୍ତୁକୁ ସମ୍ଭାଳି ରଖନ୍ତୁ । ଧନ ତଥା ମାନହାନୀର ଆଶଙ୍କା ଅଛି । ବିବାଦକୁ ବଢିବାକୁ ଦିଅନ୍ତୁ ନାହିଁ ।

ମିଥୁନ

ବ୍ୟାପାରରେ ନୂତନତା ଆସିବ । ଆର୍ଥିକ ପକ୍ଷ ମଜବୁତ ରହିବ । ପୁରୁଣା ଅଟକିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଯିବ । ପରିବାରରରେ ସୁଖ ଆସିବ । ବୁଡି ଯାଇଥିବା ଟଙ୍କା ଫେରି ପାଇବେ । ବ୍ୟାପାର ବୁଦ୍ଧି ହୋଇପାରେ । ଅତିଶୀଘ୍ର ନିବେଶ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ । କୌଣସି ପ୍ରକାରର ଭୟ ରହିବ । କିଛି ଏମିତି ଘଟଣା ଘଟିପାରେ ଯାହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ ।

କର୍କଟ

ଆର୍ଥିକ ଉନ୍ନତି ପାଇଁ ନୂଆ ଯୋଜନା କରିବେ । ତତ୍କାଳ ଲାଭ ମିଳିବ ନାହିଁ । ବ୍ୟାପାର ବ୍ୟବସାୟରେ କ୍ଷତି ହୋଇପାରେ । ଆଳସ୍ୟ ଓ କ୍ଳାନ୍ତ ଅନୁଭବ କରିବେ । ଘରେ ଅତିଥିଙ୍କ ଆଗମନ ହେବ ନାହିଁ । ବ୍ୟସ୍ତପୂର୍ଣ ଜୀବନରେ ବି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କିଛି ବ୍ୟବସାୟରେ ଆପଣ ନିବେଶ କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପାର୍ଟନରଙ୍କ ସହିତ ମତଭେଦ ଦୂର ହେବ ।

ସିଂହ

ଲାଭର ଅବସର ହାତରେ ଆସିବ । ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ । ଆପଣ ସବୁଥିରେ ସଫଳ ହେବେ । ଭାବୁକ ହୋଇ ନିଷ୍ପତି ନିଅନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ସ୍ଥିତି ଅନିୟନ୍ତ୍ରିତ ରହିବ । କାରୋବାରରେ ବଡ ଅଫର ନ ମିଳିବା ଦ୍ଵାରା ଅସନ୍ତୋଷ ରହିବେ । ସ୍ୱାସ୍ଥ୍ୟରେ କିଛି ଅବନ୍ନତି ଆସିପାରେ । ଆୟର ସ୍ରୋତରେ ବୁଦ୍ଧି ଆସିବ । ଚାକିରିର କାର୍ଯ୍ୟଭାର ବଢିବ । ପ୍ରସନ୍ନତା ରହିବେ । ପରିଶ୍ରମ ଓ ଆତ୍ମବିଶ୍ଵାସରେ ସଫଳତା ମିଳିବ ।

କନ୍ୟା

କାର୍ଯ୍ୟ କ୍ଷେତ୍ରରେ ସ୍ଥିତି କିଛି ଖାସ ରହିବ ନାହିଁ । ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଭୂମି ଭବନ କାର୍ଯ୍ୟ କରି ପାରନ୍ତି । ଘରେ ବିବାଦ ହେବା କାରଣରୁ ଆପଣ ଚିନ୍ତିତ ରହିବେ । କୌଣସି ଅଚାନକ ରୋଗ ହୋଇପାରେ । ଖାଦ୍ୟପାନର ଧ୍ୟାନ ରଖନ୍ତୁ । ଦୁର୍ଘଟଣା ଦ୍ଵାରା ଶାରୀରିକ କଷ୍ଟ ମିଳିପାରେ । କ୍ରୋଧ ଓ ଉତ୍ତେଜନା ମଧ୍ୟରେ ନିଷ୍ପତି ନିଅନ୍ତୁ ନାହିଁ । ସରକାରୀ ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ । ସ୍ୱାସ୍ଥ୍ୟ କିଛି ନରମ – ଗରମ ରହିପାରେ ।

ତୁଳା

ଆଜିର ଦିନ ଏମିତି କିଛି କାମ କରନ୍ତୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣି ପାରିବ । ଦୀର୍ଘବିଧି ଲାଭ ପାଇଁ ସ୍ଟକ ଓ ମ୍ୟୁଚୁଅଲ ଫଣ୍ଡରେ ନିବେଶ କରିବା ଲାଭଦାୟକ ରହିବ । ପ୍ରତିଦ୍ୱନ୍ଦିତା ବଢିବ । ପ୍ରେମ ପ୍ରସଙ୍ଗରେ ଅନୁକୂଳ ପରିସ୍ଥିତି ରହିବ । ଆଇନ ମାମଲା ଦୂର ହେବ । କୌଣସି ବ୍ୟକ୍ତିର ସହଯୋଗ ପ୍ରାପ୍ତ ହେବ । ଘର ଓ ବାହାରେ ଖୁସିର ବାତାବରଣ ରହିବ । ସମ୍ପତ୍ତି ମାମଲାରେ ପରିବାର ଠାରୁ ଉପଦେଶ ନିଅନ୍ତୁ ।

ବିଚ୍ଛା

ବନ୍ଧୁମାନଙ୍କ ସହିତ ସମୟ ବିତାଇବେ ଓ ଆଜି ତାଙ୍କର ସାହାର୍ଯ୍ୟ ବି ନେବେ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ବିଦ୍ୟାର୍ଥୀମାନେ ମନ ଲଗାଇ ପଢନ୍ତୁ । ପାରିବାରିକ ସମ୍ପର୍କକୁ ମଜବୁତ କରିବା ପାଇଁ ଚେଷ୍ଟା କରନ୍ତୁ । କୁସଙ୍ଗୀତ ଠାରୁ ବଞ୍ଚାନ୍ତୁ । ଭୂମି ଭବନ ଇତ୍ୟାଦିରୁ ଲାଭ ମିଳିପାରେ । ପାର୍ଟନର ସହିତ ରୁହନ୍ତୁ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଲାଭର ଅବସର ଆସିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ଧନୁ

ରଚନାତ୍ମକ କାର୍ଯ୍ୟରେ ରୁଚି ରଖନ୍ତୁ । ପରୀକ୍ଷା ଓ ପ୍ରତିଯୋଗୀତା ଇତ୍ୟାଦିରେ ସଫଳତା ପ୍ରାପ୍ତ କରିବେ । ଛୋଟ ଛୋଟ କାର୍ଯ୍ୟକୁ ପୂର୍ଣ କରିବେ । ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ଆଜି ସଠିକ ସମୟରେ ସମ୍ପନ୍ନ ହେବ । ଅନ୍ୟ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ସହଯୋଗୀ ଈର୍ଷା କରି ପାରନ୍ତି । ବ୍ୟବସାୟିକ ଯାତ୍ରା ଲାଭଦାୟକ ହୋଇପାରେ । ବନ୍ଧୁମାନଙ୍କ ସାହଯୋଗ କରି ଆଜି ଆପଣ ବହୁତ ଖୁସି ହେବେ । ଟଙ୍କା ଧାର ମାଗୁଥିବା ଲୋକମାନେଙ୍କୁ ନଜର ଅନ୍ଦାଜ କରନ୍ତୁ ନାହିଁ ।

ମକର

କୌଣସି ବି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ଅହଂକାର କରିବା ଦ୍ଵାରା ପ୍ରତିଷ୍ଠା କମ ହୋଇପାରେ । ଦୁଖଦ ସମାଚାର ମିଳିବାର ଆଶଙ୍କା ଅଛି । ବ୍ୟାପାରରେ ପାର୍ଟନରଶିପ ଦ୍ଵାରା ଲାଭ ମିଳିପାରେ । ଲାଭର ଅବସର ମିଳିବ । କୌଣସି ବ୍ୟକ୍ତି ଉପରେ ବିଶ୍ଵାସ କାରନ୍ତୁ ନାହିଁ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ସୁନିଶ୍ଚିତ ହେବ । ନୂଆ ବସ୍ତ୍ର ଓ ଆଭୁଷଣ କ୍ରୟ କରିବାର ଯୋଜନା କରି ପାରନ୍ତି । ଖାଦ୍ୟପାନରେ ରୁଚି ରଖିବେ ।

କୁମ୍ଭ

ଚାକିରିରେ କିଛି ଅସୁବିଧା ଆସିପାରେ । କୌଣସି ବଡ ସମସ୍ୟାରୁ ମୁକ୍ତି ମିଳିପାରେ । ଭାଗ୍ୟ ସାଥ ଦେବ । ଆୟରେ ବୁଦ୍ଧି ହେବ । ସନ୍ତାନର ଗତିବିଧି ଦ୍ଵାରା ଚିନ୍ତି ରହିବେ । ଚିନ୍ତାରେ ରହିବେ । ପ୍ରେମର ଜାହିର କରି ପାରିବେ । ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ । ଖାଦ୍ୟପାନରେ ରୁଚି ବଢିବ । ସମୟ ଉପରେ କାର୍ଯ୍ୟ ନ ହେବା ଦ୍ଵାରା ରାଗି ଯିବେ । କ୍ଳାନ୍ତ ଅନୁଭବ କରିବେ ।

ମୀନ

ନିଜକୁ ଶାନ୍ତ ରଖନ୍ତୁ ଓ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ । ଜୋଖିମ ନିଅନ୍ତୁ ନାହିଁ । ପରିଜନମାନଙ୍କ ପୂର୍ଣ ସହଯୋଗ ମିଳିବ । ବ୍ୟାପାର ଓ ବ୍ୟସାୟରେ ଲାଭ ମିଳିବ । ଛୋଟ ଛୋଟ କଥାରେ ରାଗି ଯାଆନ୍ତୁ ନାହିଁ । ବନ୍ଧୁମାନଙ୍କ ସହିତ ମାରପିଟ ହୋଇପାରେ । ଶାରୀରିକ କଷ୍ଟ ମିଳିବ । ମାନସିକ ଚିନ୍ତା ବଢିବ । ଜୀବନସାଥିଙ୍କ ସହ ଝଗଡା କରି ପାରନ୍ତି । ମନୋରଞ୍ଜନର ଅବସର ପ୍ରାପ୍ତ ହେବ । ଧନ ଅର୍ଜନ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।