ଭାରତର ବଡ ଜ୍ୟୋତିଷଙ୍କ ଭବିଷ୍ୟବାଣୀ! ଜାଣନ୍ତୁ ଭାରତରେ କେବେ ଶେଷ ହୋଇଯିବ କରୋନା ମହାମାରୀ

କରୋନା ଭାଇରସ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରି ଦେଇଛି । ଭାରତର କରୋନାର ତୃତୀୟ ସ୍ଟେଜରେ ପହଞ୍ଚିବାର ଆଶଙ୍କା କରା ଯାଉଛି, ଏମିତିରେ ଜ୍ୟୋତିର୍ବିଦ ମଦନ ଗୁପ୍ତା ସପାଟୂଙ୍କ କହିବା ଅଟେ କି ଭାରତରେ କରୋନା ତୃତୀୟ ସ୍ଟେଜକୁ ଯିବ ନାହିଁ । କରୋନାର ବିଦାଇ ଜୁଲାଇ ମାସରୁ ଆରମ୍ଭ ହୋଇଯିବ । କିନ୍ତୁ ଏହା ନଭେମ୍ବର ମାସରେ ପୂରାପୂରି ଶେଷ ହୋଇଯିବ ।

ଫେବ୍ରୁୟାରୀ ୨୦୨୧ରେ ୬ଟି ଗ୍ରହ ମକର ରାଶିରେ ରହିବେ । ଯେମିତି ୧୯୬୨ରେ ମକର ରାଶିରେ ୮ଟି ଗ୍ରହ ଥିଲେ । ଏମିତିରେ ସାବଧାନ ରହିବା ଜରୁରୀ ଅଟେ । ଜ୍ୟୋତିର୍ବିଦ ମଦନ ଗୁପ୍ତା ସପାଟୂଙ୍କ କହିବା ଅଟେ କି ଭାରତରେ ମେ ଓ ଜୁନ ମାସରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ମୃତକଙ୍କ ସଂଖ୍ୟା ବି ବଢିପାରେ । କିନ୍ତୁ ଭାରତରେ କରୋନା ତୃତୀୟ ସ୍ଟେଜକୁ ଯିବ ନାହିଁ ।

କରୋନାର ମାମଲାରେ ରାହୁ, ଗୁରୁ, ଶନି ତଥା ପ୍ଲୂଟୋ ଭଳି ଗ୍ରହ ତଥା ୪ଟି ଅଙ୍କ ବାଲା ଭୂମିକାର ବହୁତ ଚର୍ଚା ରହିଛି । ଆମ ହିସାବରେ ୩୦ ଜୁନ ପର୍ଯ୍ୟନ୍ତ କରୋନାରୁ ଭାରତକୁ ମୁକ୍ତି ମିଳିବା ଆଶା କମ ଅଟେ । କିନ୍ତୁ ଗୁରୁ ୧ ଜୁଲାଇରୁ ପୁନଃ ଧନୁରେ ଆସିବେ ଓ ଏହା ପରେ କରୋନାର ପ୍ରଭାବ ଧୀରେ ଧୀରେ କମ ହେବା ଆରମ୍ଭ ହେବ । ଅନ୍ୟ ପଟେ ଏହା ୧୩ ଡିସେମ୍ବର ଠାରୁ ମାର୍ଗୀ ହେବ ତ ପ୍ରଭାବ କମ ହେବ ।

ଜ୍ୟୋତିର୍ବିଦ ମଦନ ଗୁପ୍ତା ସପାଟୂ ଆଗକୁ କହିଲେ କି ୧୬ ଅଗଷ୍ଟରୁ ମଙ୍ଗଳ ମେଷରେ ପ୍ରବେଶ କରିବା ଦ୍ଵାରା ଅର୍ଥବ୍ୟବସ୍ଥା ଠିକ ହେବା ଆରମ୍ଭ ହୋଇଯିବ । ଶ୍ରମିକମାନେ ପୁଣିଥରେ କାମ ଉପରକୁ ଆସିବା ଆରମ୍ଭ କରିବେ । ୨୩ ସେପ୍ଟେମ୍ବରରୁ ରାହୁର ବୃଷରେ ରାଶିରେ ପରିବର୍ତ୍ତନ ଦ୍ଵାରା ସୁଧାର ହେବ ତଥା କୌଣସି ଭଲ ଭ୍ୟାକସିନର ଆବିଷ୍କାର ହୋଇଯିବ । ସମ୍ଭବତଃ ଭାରତ ଏଥିରେ ଅଗ୍ରଣୀ ରହି ପାରେ ।

୨୦ ନଭେମ୍ବର ଦିନ ଗୁରୁ ମକରର ପ୍ରବେଶ କରିବା ଦ୍ଵାରା କରୋନା ଭାରତରେ ଅନ୍ତିମ ଯାତ୍ରା ଆରମ୍ଭ କରିବାର ସମ୍ଭାବନା ଅଛି । ଏହା ମଧ୍ୟରେ ଛୋଟ ଛୋଟ ସଂକ୍ରମଣ ଆସିପାରେ । ଯାହାର ୧୦ ଫେବ୍ରୁୟାରୀ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଯେତେବେଳେ ୬ ଗ୍ରହ ମକର ରାଶିରେ ଏକତ୍ରିତ ମିଶି ଯିବେ ଯେମିତି ୧୯୬୨ରେ ମକର ରାଶିରେ ୮ ଗ୍ରହ ଏକାଠି ହୋଇଥିଲେ ଓ ଦେଶରେ ଚୀନ କାରଣରୁ ହିଁ ସମସ୍ତ ପ୍ରକାରର କ୍ଷତି ହୋଇଥିଲା ।

ଫେବ୍ରୁୟାରୀ ୨୦୨୧ରେ ଆମକୁ ସତର୍କ ରହିବକୁ ହେବ । ଆସନ୍ତା ସମୟ ପୁରା ବିଶ୍ଵ ଭାରତ ଆଡକୁ ମାର୍ଗଦର୍ଶନ କରିବାର ଦେଖାଯିବ । ୨୦୨୦ରୁ ଯୁଗ ପରିବର୍ତ୍ତନ ଆରମ୍ଭ ହୋଇ ସାରିଛି । ଯେଉଁଥିରେ ଲାଇଫ ଷ୍ଟାଇଲ ବଦଳିବ, ଭାରତୀୟ ସଂସ୍କୃତି ଓ ପରମ୍ପରା ନବିନିକରଣ ହେବ । ୨୦୨୨ରୁ ୨୦୩୦ରେ ମଧ୍ୟ ଭାରତ ବିଶ୍ଵ ଗୁରୁ ହେବା ସୁନୁଶ୍ଚିତ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।