ଦେଖନ୍ତୁ ଦୁନିଆର ସବୁଠୁ ବିପଦପୂର୍ଣ୍ଣ 5 ବ୍ରିଜ ! ଏହି ବ୍ରିଜ ଉପରେ ଯିବା ବେଳେ ଭୟରେ ଛାତି ଥରି ଉଠେ, ତଥାପି ପର୍ଯ୍ୟଟକ ଏଠାକୁ କାହିଁକି ଯାଆନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ବି-ପ-ଦ-ପୂ-ର୍ଣ୍ଣ ବ୍ରିଜ ବିଷୟରେ କହିବୁ । ଯେଉଁଠାକୁ ଯିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଦୁନିଆରେ ଏମିତି ଅନେକ ବ୍ରିଜ ବା ପୋଲ ରହଛି ଯାହା ଦେଖିବାକୁ ଖୁବ ସୁନ୍ଦର ଓ ମଣିଷଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଏହା ଯେତିକି ଆକର୍ଷକ ସେତିକି ବି-ପ-ଦ-ଜ-ନ-କ ମଧ୍ୟ । ତଥାପି ଏହା ପର୍ଯ୍ୟଟକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରେ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ବି-ପ-ଦ-ପୂ-ର୍ଣ୍ଣ ବ୍ରିଜ ମାନଙ୍କ ବିଷୟରେ ।

୧- କେଶୱା ଚକା (Keshwa Chaca):- ଏହି ବ୍ରିଜ କୁଜୋକୋ ନାମକ ଗାଁ’କୁ ପେରୁ ସହର ସହ ଯୋଡିଥାଏ । ଦୁନିଆର ସବୁଠୁ ବି-ପ-ଦ-ପୂ-ର୍ଣ୍ଣ ଏହି ବ୍ରିଜକୁ ପେରୁର ଆଦିବାସୀ ମାନେ ପାରମ୍ପରିକ ଶୈଳୀରେ ନିର୍ମାଣ କରିଛନ୍ତି । କିନ୍ତୁ ବି-ପ-ଦ-ପୂ-ର୍ଣ୍ଣ ଅବସ୍ଥାରେ ରହିଥିବା ଏହି ବ୍ରିଜ ଉପର ଦେଇ ଯାଉଥିବା ପ୍ରତ୍ଯେକ ବ୍ୟକ୍ତିଙ୍କ ଲୋମ ଟାଙ୍କୁରି ଉଠେ । ଦଉଡିରେ ତିଆରି ଏହି ବ୍ରିଜର ମଝିରେ ପହଞ୍ଚିଲେ ଏହା ଦୋହଲିବା ଆରମ୍ଭ କରେ । ଏଥିପାଇଁ ଲୋକେ ଭୟରେ ଚିତ୍କାର କରିବା ଆରମ୍ଭ କରନ୍ତି ।

ମାଟି ଉପରୁ ପ୍ରାୟ ୧୨୦ ଫୁଟ ଉପରେ ରହିଛି ଏହି ଭୟାନକ ବ୍ରିଜ । ଏଥିରେ ଏକ ପ୍ରକାର ଜଙ୍ଗଲି ଘାସରୁ ତିଆରି ରସିକୁ ବ୍ୟବହାର କରାଯାଇଛି । ଏହି ରୋପୱେ ର ନିର୍ମାଣ ପ୍ରତି ବର୍ଷ କରାଯାଏ ଓ ସ୍ଥାନୀୟ ଲୋକେ ହିଁ ଏହା ନିର୍ମାଣ କରନ୍ତି । ଏହି ପୋଲ ଉପରେ ଯାଉଥିବା ପ୍ରତ୍ଯେକ ଲୋକଙ୍କ ପାଇଁ ସ୍ଥାନୀୟ ଲୋକେ ପ୍ରାର୍ଥନା କରନ୍ତି । ୨୦୧୩ ମସିହାରେ ଏହି ପୋଲ ୟୁନେସ୍କୋ ଦ୍ଵାରା ବିଶ୍ଵ ଐତିହ୍ୟ ତାଲିକାରେ ସାମିଲ ହୋଇଥିଲା ।

୨- ଦି ଏଶିମା ଓହାସି ବ୍ରିଜ (The Eshima Ohashi Bridge):- ଏହି ବ୍ରିଜକୁ ଦେଖିବା ମାତ୍ରେ ଯେତେ ଦକ୍ଷ ଡ୍ରାଇଭର ହେଲେ ମଧ୍ୟ ଭୟ କରନ୍ତି । ଏହି ପୋଲ ଦେଖିଲେ ମୁଣ୍ଡ ବୁଲେଇ ଦେବ । ତେବେ ଏହା ତଳେ ଯେମିତି ଏକ ପାଣି ଜାହାଜ ସହଜରେ ଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଏହି ପୋଲକୁ ନିର୍ମାଣ କରାଯାଇଛି । ପୋଲଟି ଉପରକୁ ଉଠି ପୁଣି ତଳକୁ ଯାଇଛି ।

୩- ଟ୍ରିଫ୍ଟ ବ୍ରିଜ (Trift Bridge):- ଝୁଲନ୍ତା ପୋଲ ଭାବେ ଏହା ଦୁନିଆର ସବୁଠୁ ବି-ପ-ଦ-ପୂ-ର୍ଣ୍ଣ ବ୍ରିଜ ମଧ୍ୟରେ ଅନ୍ଯତମ । ମାତ୍ର ୬ ସପ୍ତାହରେ ତିଆରି କରାଯାଇ ଥିବା ଏହି ବ୍ରିଜ ଅଲପାସ ପର୍ବତମାଳାର ଦୁଇ ପାହାଡକୁ ଯୋଡିଛି ଏହି ବ୍ରିଜ । ଭୂମି ଠାରୁ ୧୦୦ ମିଟର ବା ୩୩୦ ଫୁଟ ଉଚ୍ଚତାରେ ଥିବା ଏହି ପୋଲର ଲମ୍ବ ୧୭୦ ମିଟର । ଏହି ପୋଲରେ କେବଳ ଚାଲି କରି ଯିବା ଆସିବା କରାଯାଏ ଓ ଥରକେ ମାତ୍ର ୫-୬ ଜଣ ଯାଇ ପାରିବେ । ୨୦୦୯ ମସିହାରେ ଟ୍ରିଫ୍ଟ ହ୍ରଦ ଉପରେ ଏହି ପୋଲ ତିଆରି କରାଯାଇ ଥିଲା ।

୪- ହସେଇନି ହ୍ୟାଙ୍ଗିଂ ବ୍ରିଜ (Hussaini Hanging Bridge):- ପାକିସ୍ଥାନରେ ଥିବା ଏହି ବି-ପ-ଦ-ପୂ-ର୍ଣ୍ଣ ବ୍ରିଜ ସଂପୂର୍ଣ୍ଣ କାଠରେ ତିଆରି ଅଟେ । ବର୍ଷା ପବନ ବେଳେ ଏହା ଦେଇ ଯିବା ସବୁଠୁ ଅଧିକ ବି-ପ-ଦ ହୋଇଥାଏ । ସସପେନସନ ବ୍ରିଜ ବୋଲି ମଧ୍ୟ କୁହା ଯାଉଥିବା ଏହି ବ୍ରିଜ ଦେଇ ଗଲେ ଛାତିରେ ଛନକା ପଶିଯାଏ ।

୫- ଲାଙ୍ଗକ୍ଵାଇ ସ୍କାଏ ବ୍ରିଜ (Langkawi Sky Bridge):- ବି-ପ-ଦ-ପୂ-ର୍ଣ୍ଣ ଭାବେ ତିଆରି ମାଲେସିଆର ଏହି ବ୍ରିଜ ସମୁଦ୍ର ପତ୍ତନ ଠାରୁ ୭୦୦ ଫୁଟ ଉପରେ ରହିଛି । କାଚର ପରସ୍ତ ଲାଗିଥିବା ଏହି ବ୍ରିଜ ଉପରେ ଥାଇ ଆପଣ ତଳେ ଥିବା ପ୍ରାକୃତିକ ସୌନ୍ଦର୍ଜ୍ୟ ଉପଭୋଗ କରିପାରିବେ । ପ୍ରଥମେ ଭୂମିରେ ତିଆରି କରି ହେଲିକପ୍ଟର ଯୋଗେ ଏହାକୁ ଉପରକୁ ଉଠା ଯାଇଥିଲା । ଆପଣଙ୍କୁ ଏହି ବ୍ରିଜ ସବୁ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।