ଏଥର ଚୀନକୁ ସାବାଡ କରିବା ବ୍ରଜ, ତ୍ରିଶୂଳ ଓ ସାପର୍ ପଞ୍ଚ ! ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଏହି 5 ଟି ସାଂଘାତିକ ଅସ୍ତ୍ର, ଦେଖନ୍ତୁ କିପରି ହେବ ବ୍ୟବହାର

ଲଦାଖ୍ ସୀମାରେ ଚୀନକୁ ମଜା ଚଖେଇବା ପାଇଁ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ବ୍ର-ଜ, ତ୍ରି-ଶୂ-ଳ, ସାପର୍ ପ-ଞ୍ଚ, ଭଦ୍ର ଏବଂ ହ୍ୟାଣ୍ଡି ବ୍ୟାଟେନ ପରି ଅ-ସ୍ତ୍ର । ଗଲୱାନ ଘା-ଟି ସଂଘର୍ଷରେ ଭାରତୀୟ ସେନା ଉପରେ ଆ-କ୍ର-ମ-ଣ କରିବା ପାଇଁ କଣ୍ଟାରେ ଭର୍ତ୍ତି ବାଡିର ବ୍ୟବହାର କରିଥିଲା ଚୀନ । ଯେଉଁଥିରେ ଅନେକ ଭାରତୀୟ ଯବାନ ଗୁରୁତର ଆ-ହ-ତ ହେବା ସହ କିଛି ଶହୀଦ ମଧ୍ୟ ହୋଇଥିଲେ । ଚୀନର ଏହି କ-ଣ୍ଟା ବା-ଡି-ର ମୁକାବିଲା କରିବା ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ବ୍ରଜ ।

ଏଥିରେ ବିଦ୍ୟୁତ ଶକ୍ତି ରହିଛି । ଶତ୍ରୁ ଉପରେ ଆ-କ୍ର-ମ-ଣ କରିବା ସହ ବୁଲେଟ ପୃଫ ଗାଡିକୁ ମଧ୍ୟ ଏଥିରେ ପଙ୍କଚର କରି ହେବ । ଗଲୱାନ ଘାଟିରେ ଚୀନ କେବଳ କ-ଣ୍ଟା ବା-ଡି ନୁହେଁ ବରଂ ତାର ପାରମ୍ପରିକ ଅ-ସ୍ତ୍ର ମଧ୍ୟ ବ୍ୟବହାର କରିଥିଲା । ଚୀନର ସେହି ଅ-ସ୍ତ୍ର-ର ମୁକାବିଲା କରିବା ପାଇଁ ଭାରତୀୟ ସେନାରେ ସାମିଲ ହେବ ତ୍ରି-ଶୂ-ଳ । ଏହି ତ୍ରି-ଶୂ-ଳ ଦ୍ଵାରା ଶତ୍ରୁକୁ ସଂ-ହା-ର କରିବେ ଭାରତୀୟ ଯବାନ । ଏଥିରେ ମଧ୍ୟ ବିଦ୍ୟୁତ ଶ-କ୍ତି ରହିଛି । କେବଳ ଗୋଟିଏ ବଟନ୍ ଦବାଇଲେ ଏହା କାମ କରିବ ।

ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ୫ଟି ଅ-ସ୍ତ୍ର ମଧ୍ୟରୁ ସବୁଠୁ ବଡ ଅ-ସ୍ତ୍ର ସାଜିବ ସାପର୍ ପଞ୍ଚ । ସାମାନ୍ୟ ହ୍ୟାଣ୍ଡ ଗ୍ଲୋବ୍ସ ପରି ଦେଖିବାକୁ ଏହି ଅସ୍ତ୍ରଟି ବ୍ର-ଜ ଏବଂ ତ୍ରି-ଶୂ-ଳ ଠାରୁ ମଧ୍ୟ ଅଧିକ ଘା-ତ-କ । ଏହାକୁ ହାତରେ ପିନ୍ଧି ହାତ ମୁଠା କାଲେ ଏଥିରୁ ବିଦ୍ୟୁତ ବାହାରେ । ଏଥିରେ ଶତ୍ରୁକୁ ସଂ-ହା-ର କଲେ ଶତ୍ରୁ ଚେତାଶୁନ୍ୟ ହୋଇ ଦୂରକୁ ଛି-ଟି-କି ପଡିବ ।

ଗଲୱାନ ଘାଟିରେ ଯେତେବେଳେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ, ପଥର ମା-ଡ-ରେ ଅନେକ ଯବାନ ଶହୀଦ ହୋଇଥିଲେ । କିନ୍ତୁ ଏବେ ଏଥିରୁ ଭାରତୀୟ ଯବାନଙ୍କୁ ରକ୍ଷା କରିବା ଭଦ୍ର । ଏଥିରେ ଲାଗିଥିବା ଏଲଇଡି ଲାଇଟ ଶତ୍ରୁ ଆଖିରେ ପଡିଲେ ସେ କିଛି ସମୟ ପାଇଁ ଏକ ପ୍ରକାର ଅ-ନ୍ଧ ହୋଇଯିବ । ଏହା ଏକ ସୁରକ୍ଷା କବଚ ଭଳି କାମ କରିବ ।

ଶେଷରେ ହେଉଛି ହ୍ୟାଣ୍ଡି ବ୍ୟା-ଟେ-ନ ବା ଦ-ଣ୍ଡ । ଏହି ଅ-ସ୍ତ୍ର-କୁ କେବଳ ଭାରତୀୟ ସେନା ହିଁ ବ୍ୟବହାର କରିପାରିବେ । କାରଣ ଏହାକୁ ବ୍ୟବହାର କରିବା ପାଇଁ ଆବଶ୍ୟକ ବଟନ୍ କୁ ବ୍ୟବହାରକାରୀ ତାଙ୍କ ଆଙ୍ଗୁଠିରେ ପିନ୍ଧି ରଖିବେ । ଯଦି କୌଣସି ପରିସ୍ଥିତିରେ ଏହି ଅ-ସ୍ତ୍ର ଶତ୍ରୁ ହାତରେ ପଡିଯାଏ, ତେବେ ମଧ୍ୟ ସେ ଏହାକୁ ବ୍ୟବହାର କରିପାରିବେ ନାହିଁ । ଏହି ଅ-ସ୍ତ୍ର-ରେ ମଧ୍ୟ ବିଦ୍ୟୁତ ରହିଛି । ଉତ୍ତରପ୍ରଦେଶର ନୋଏଡାରେ ପିସ୍ତୋନ ନାମକ ଏକ କମ୍ପାନୀ ଭାରତୀୟ ସେନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ୫ଟି ଅ-ସ୍ତ୍ର ତିଆରି କରିଛି ।

ଯାହାକୁ ଏଲଅସି ରେ ଚୀନ ବି-ରୋ-ଧ-ରେ ବ୍ୟବହାର କରିପାରିବେ ଯବାନ । ଯଦି ପୁଣି ଗଲୱାନ ଘା-ଟି-ରେ ସେଭଳି ସ୍ଥିତି ଉପୁଜେ ତେବେ ଏହି ଅ-ସ୍ତ୍ର ଡ୍ରା-ଗ-ନ ବାହିନୀ ପାଇଁ କା-ଳ ସାଜିବ । ଆପଣଙ୍କୁ ଏହି ଅ-ସ୍ତ୍ର ସବୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।