ମୃତ୍ଯୁ ପରେ ଈଶ୍ୱର ପାଲଟିଗଲେ ଦୁଇବନ୍ଧୁ, 12 ଜଣଙ୍କୁ ଦେଇଗଲେ ନୂଆ ଜୀବନ, ପୁରା Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ମଣିଷପଣିଆ ପାଇଁ ମୃତ୍ୟୁ ପରେ ମଧ୍ୟ ଏମାନଙ୍କୁ ଛୁଇଁ ପାରିନାହିଁ ମୃ-ତ୍ୟୁ । ନିଜ ଜୀବନ ବଦଳରେ ଏମାନେ ଏକାଧିକ ଲୋକଙ୍କୁ ଦେଇ ଯାଇଛନ୍ତି ନୂଆ ଜୀବନ ତଥା ବଞ୍ଚିବାର ରାହା । ସେଥି ପାଇଁ ସୁରଟ ର ଏହି ମେଡିକାଲ ଭିତରେ ଶୁଭୁଛି “କ୍ରିଶ-ମିତ୍ ଅମର ରହେ ଅମର ରହେ” । ଏମାନେ ହେଉଛନ୍ତି ଗୁଜୁରାଟର ଦୁଇ ବାଲ୍ୟବନ୍ଧୁ କ୍ରିଶ ଗାନ୍ଧୀ ଏବଂ ମିତ୍ ପାଣ୍ଡ୍ୟା । ସେମାନେ ଦ୍ଵାଦଶ ଶ୍ରେଣୀରେ ପଢୁଥିଲେ । କ୍ରିଶ ଙ୍କର ଜନ୍ମଦିନ ପାଳନ କରି ଘରକୁ ଫେରୁଥବା ବେଳେ ରାସ୍ତାରେ ତାଙ୍କର ଦୁ-ର୍ଘ-ଟ-ଣା ହୋଇଥିଲା ।

ଡାକ୍ତରଖାନାରେ ମୃ-ତ୍ୟୁ ସହ ଲ-ଢି ଲ-ଢି ଶେଷରେ ସେମାନେ ହାରି ଯାଇଥିଲେ । କିନ୍ତୁ ଶୋକରେ ଭାଙ୍ଗି ପଡିଥିବା ପରିବାର ନେଇଗଲେ ଏକ ବଡ ନିଷ୍ପତ୍ତି । ନିଜ ପୁଅକୁ ହରାଇ ଦୁଃଖରେ ଭା-ଙ୍ଗି ପଡିଥିବା ବେଳେ ମଧ୍ୟ ଏତେ ବଡ ମହାନ କାର୍ଯ୍ୟ କରିବାକୁ ସେମାନଙ୍କ ଘର ଲୋକ ଆଗେଇ ଆସିଥିଲେ । ଏହି ଦୁଇ ବନ୍ଧୁଙ୍କର ଅଙ୍ଗ ଯଥା ଲିଭର, କିଡନୀ, ହାର୍ଟ, ଲଙ୍ଗସ୍ ଓ ଆଖି ଦାନ କରି ୧୩ ଜଣଙ୍କୁ ଦେଇଦେଲେ ନୂଆ ଜୀବନ । ମୃ-ତ୍ୟୁ-ବ-ର-ଣ କରି ମଧ୍ୟ ଆଜି ଅନେକଙ୍କ ଦ୍ଵାରା ଜୀବିତ ରହିବେ ଏହି ଦୁଇ ବନ୍ଧୁ ।

ସେମାନଙ୍କର ଅ-ଙ୍ଗ-ଦା-ନ ପାଇଁ ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ଜଣଙ୍କର ଅଙ୍ଗ ସୁରଟ ରୁ ହାଇଦ୍ରାବାଦ ୯୨୯ କିମି ଓ ଆଉ ଜଣଙ୍କ ଅଙ୍ଗ ସୁରଟ ରୁ ଅହମଦାବାଦ ୨୮୮ କିମି ନିଆ ଯାଇଥିଲା । ଏତେ କମ ବୟସରେ ମୃ-ତ୍ୟୁ ପରେ ମଧ୍ୟ ଏହି ଦୁଇ ବନ୍ଧୁ ଯେଉଁ ପୁଣ୍ୟ କାର୍ଯ୍ୟ କରିଗଲେ ତାହା ସମସ୍ତେ ମନେ ରଖିବେ ।

ଦୁଇ ପୁଅଙ୍କ ଅ-କା-ଳ ମୃ-ତ୍ୟୁରେ ସେମାନଙ୍କ ପରିବାର ଲୋକେ ଅତ୍ୟନ୍ତ ଭା-ଙ୍ଗି ପଡିଥିଲେ । କିଭଳି ସେମାନଙ୍କ ବିନା ବଞ୍ଚିବେ କହି କାନ୍ଦି ପକାଉଥିଲେ । ତଥାପି ସେମାନଙ୍କର ଏହିପରି ହୃଦୟବାନ କାର୍ଯ୍ୟ ପାଇଁ ଆଜି ସେମାନେ ନିଶ୍ଚୟ ଗର୍ବିତ ହେଉଥିବେ । ହସ୍ପିଟାଲରେ ସେମାନଙ୍କ ମୃ-ତ୍ୟୁ ପରେ ଅନେକ ଲୋକ ସେଠାରେ ଜମା ହୋଇଥିଲେ ଓ ଏହିପରି ଏକ ମହାନ କାର୍ଯ୍ୟ ପାଇଁ ମୃତ କ୍ରିଶ ଓ ମିତ୍ ଙ୍କ ନାଁ ରେ ନାରା ମଧ୍ୟ ଲଗାଉଥିଲେ ।

ଯାହା ଦେଖିଲେ ଆପଣ ମଧ୍ୟ ଭାବବିହ୍ଵଳ ହୋଇଯିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।