ମାନସ ଦାସର ଫତୁଆ ଯୋଗୁଁ ଫେରିଗଲା ବର, କନ୍ୟା ଶଙ୍ଖା-ଶାଢୀ ପିନ୍ଧିଥିବାରୁ ଅଟକିଗଲା ବାହାଘର, ପୁରା ଘଟଣା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ଦଳିତବର୍ଗଙ୍କୁ କେଉଁ ପ୍ରକାରେ ଶୋ-ଷ-ଣ କରୁଥିଲା ମାନବବାଦ ସଂଗଠନ ଓ ତାର ମୁଖ୍ୟ ମାନସ ଦାସ, ଏହାର ଗୋଟିଏ ପରେ ଗୋଟିଏ ପେଡି ଏବେ ଖୋଲିବାକୁ ଲାଗିଛି । ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବା ସହ ମାନବବାଦ ସଂଗଠନ ନାମରେ ଯାବତୀୟ ଅ-ମା-ନ-ବୀ-ୟ କାର୍ଯ୍ୟ କରୁଥିଲା ମାନସ ଦାସ ଓ ତା ସଂଗଠନ । ମାନସ ଦାସର ଫତୁଆର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ବେଗୁନିଆର ଏକ ଗ୍ରାମରେ ।

ସେଠାରେ ଶୁଣିବାକୁ ମିଳିଛି ଏପରି ଏକ ଅଭବନୀୟ ଘଟଣା । ବେଦି ବା-ନ୍ଧି କନ୍ୟା ଘର ପ୍ରସ୍ତୁତ ଥିଲେ ବିବାହ ପାଇଁ । କେବଳ ବର ଆସିଲେ ହାତଗଣ୍ଠି ପଡିଥାନ୍ତା । କିନ୍ତୁ ବର ଆସିଲା ହେଲେ ହାତଗଣ୍ଠି ପଡି ନଥିଲା । ବିବାହ ନକରି ଫେରି ଯାଇଥିଲା ବର । କାରଣ ମାନବବାଦ ସଂଗଠନର କିଛି ଅଜବ ନିୟମ ଥିଲା, ଆଉ ସେହି ଅନୁସାରେ ବିବାହ କାର୍ଯ୍ୟ ହେବାକୁ ଥିଲା । ସେହି ନିୟମକୁ ବେଖାତିର କରି କନ୍ୟା ଶଙ୍ଖା ଏବଂ ଶାଢୀ ପିନ୍ଧିଥିଲେ ।

ଏହା ସହ ବେଦିରେ ଚିତା ମଧ୍ୟ ପଡିଥିଲା । ଏହାକୁ ଦେଖି ଖୁବ ରାଗି ଯାଇଥିଲେ ବରପକ୍ଷ । ମାନବବାଦ ସଂଗଠନର ନିୟମ ଅନୁସାରେ କନ୍ୟା ରଙ୍ଗୀନ ଶାଢୀ ପିନ୍ଧି ପାରିବନି କିମ୍ବା ମତରେ ସିନ୍ଦୁର ଦେଇ ପାରିବ ନାହିଁ । କେବଳ ଧଳା ଶାଢୀ ପିନ୍ଧିବ ଏବଂ ମଥାରେ ଚନ୍ଦନ ଲଗାଇବ । କିନ୍ତୁ କନ୍ୟା ଏହାକୁ ଅମାନ୍ଯ କରିଥିବାରୁ ବିବାହ ହୋଇପାରି ନଥିଲା । ଅ-ଭି-ଯୋ-ଗ ଅନୁସାରେ ବରପକ୍ଷ ନିର୍ବନ୍ଧ ବେଳେ ଶଙ୍ଖା, ଶାଢୀ ଆଦି ନେଇ ଆସିଥିଲେ ।

କିନ୍ତୁ ବାହାଘର ଦିନ ବିନା ବାଜାରେ ଆସିଥିଲେ, ଆଉ ଏହିସବୁ ନିୟମ କଥା କହି ଫେରି ଯାଇଥିଲେ । ବିବାହ ହୋଇ ନପାରି ମଙ୍ଗୁଳା ରହିଥିଲା କନ୍ୟା । ୧୫ ଦିନ ପରେ ଘରଲୋକ ଅନ୍ୟ ସ୍ଥାନରେ ତାଙ୍କର ବିବାହ କରିଥିଲେ । ସଂଗଠନ ନାମରେ ଲୋକଙ୍କୁ ଅ-ତ-ୟା-ଚା-ର କରୁଥିଲା ମାନସ ଦାସ । କେଉଁଠି କାହାକୁ ମା-ଡ ମା-ରୁ-ଥି-ଲେ ତ କେଉଁଠି ହ-ତ୍ୟା ମଧ୍ୟ କରାଯାଉ ଥିଲା ।

ବିବାହକୁ ନେଇ ମଧ୍ୟ ଅନେକ କ-ଡା ନିୟମ ସବୁ କରିଥିଲା । ଯାହା ନ ମାନିଲେ ବିବାହ ହୋଇ ପାରୁ ନଥିଲା । ଏହିପରି ଭାବେ ମାନସ ଦାସ ସଂଗଠନ ର ନୂଆ ନୂଆ ନିୟମ ଓ କାହାଣୀ ସାମନାକୁ ଆସିବାକୁ ଲାଗିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।