ଗୋଟିଏ ପ୍ରେମିକ ପାଇଁ ମଝି ରାସ୍ତାରେ କୁକୁର-ବିଲେଇ ପରି ଲଢିଲେ ଦୁଇ ପ୍ରେମିକା, ଆଉ ତା ପରେ ଯାହା ହେଲା…ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ସୋ-ସି-ଆ-ଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମିଡିଆ ଦ୍ଵାରା ଲୋକ ମାନେ ଦେଶର ସମସ୍ତ ଖବର ଓ ଘଟଣା ବିଷୟରେ ଅତି ସହଜରେ ଜାଣିବାକୁ ପାଉଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ସମସ୍ତ ସ୍ଥାନରେ ଏହି ଘଟଣାଟି ଚର୍ଚାରେ ରହିଥିବା ବେଳେ ଲୋକ ମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ଦୁଇଟି ଝିଅ ମା-ର-ପି-ଟ ହେଉଥିବାର ନଜର ଆସୁଛନ୍ତି । ସେହି ଦୁଇଝିଅ ମା-ର-ପି-ଟ କରୁଥିବା ବେଳେ ସେମାନଙ୍କ ଝ-ଗ-ଡା-କୁ ରୋକିବା ପାଇଁ ଏକ ଯୁବକ ଓ ଏକ ଯୁବତୀ ଚେଷ୍ଟା କରୁଛନ୍ତି । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ଝାଡ଼ଖଣ୍ଡର । ଝାଡ଼ଖଣ୍ଡର ସରାୟକେଲା ରାସ୍ତାରେ ଏକ ପ୍ରେମୀକୁ ପାଇବା ପାଇଁ ଦୁଇଟି ପ୍ରେମିକା ପରସ୍ପର ମଧ୍ୟରେ ମା-ର-ପି-ଟ ହେଉଛନ୍ତି ।

ଖରସାମ୍ବା ଜିଲ୍ଲାରେ ବୁଧବାର ଦିନ ରାସ୍ତା ମଝିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠି ଦୁଇଟି ଯୁବତୀ ନିଜ ପ୍ରେମୀ ପାଇଁ ରାସ୍ତା ମଝିରେ ଗ-ଡା-ଗ-ଡି ହୋଇ ମା-ର-ପି-ଟ କରୁଥିଲେ । ଏକ ପ୍ରେମିକା ନିଜ ପ୍ରେମୀକୁ ଚାଣ୍ଡିଲ ବଜାରରେ ଅନ୍ୟ ଏକ ଯୁବତୀଙ୍କ ସହ ଦେଖିଥିଲା ।

ଏହା ପରେ ପ୍ରେମିକା ନିଜ ପ୍ରେମୀ ସହ ବୁଲୁଥିବା ସେହି ଯୁବତୀଙ୍କୁ ବିଚ ରାସ୍ତାରେ ମା-ର-ପି-ଟ କରିଲା ଏହା ପରେ ଦୁଇଜଣ ମହିଳା ରାସ୍ତା ମଝିରେ ପରସ୍ପରକୁ ମା-ର-ପି-ଟ କରୁଥିବାର ନଜର ଆସିଥିଲେ । ଯେତେବେଳେ ମା-ମ-ଲା ଅଧିକ ବି-ଗି-ଡି ଗଲା ସେତେବେଳେ ପ୍ରେମୀ ଏକ ଦୂର ସ୍ଥାନକୁ ଯାଇ ସେହି ଦୃଶ୍ୟ ଦେଖିଲା ହେଲେ ଦୁଇ ମହିଳା ମା-ର-ପି-ଟ କରିବା ସମୟରେ ପ୍ରେମୀ ସେମାନଙ୍କ ପାଖକୁ ଆସି ଝ-ଗ-ଡା ରୋକିବା ପାଇଁ ଚେଷ୍ଟା କରିଥିଲା । ସେହି ସ୍ଥାନରେ ଥିବା ଲୋକ ମାନେ ଏହି ଦୃଶ୍ୟକୁ ଦେଖି କିଛି ବୁଝି ପାରିଲେ ନାହିଁ ।

କିଛି ସମୟ ମା-ର-ପି-ଟ ହେବା ପରେ ମହିଳା ଦୁଇଜଣ ରହି ଯାଇଥିଲେ ଓ ପୋଲିସକୁ ଡକାଇବା ପୂର୍ବରୁ ଦୁଇ ମହିଳା ଓ ଯୁବକ ସେହି ସ୍ଥାନରୁ ଫେ-ରା-ର ହୋଇ ଯାଇଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।