ଦୁଇ ମାସ ଧରି ସ୍ତ୍ରୀକୁ ଉପଭୋଗ କଲା ଆଉ ଏବେ କହୁଛି ତୋ ପ୍ରାଇଭେଟ ପାର୍ଟରେ ଦାଗ ଅଛି ତୋତେ ଗ୍ରହଣ କରି ପାରିବିନି… ଶୁଣନ୍ତୁ କଣ କହୁଛନ୍ତି ଏହି ମହିଳା

ପ୍ରଜ୍ଞାଙ୍କ ସୁନ୍ଦରତା ତାଙ୍କୁ ବାହା ହେବାକୁ ଜିଦ୍ ଧରିଥିଲା ଜିମ୍ ଯାଇ ବଡି ବନେଇଥିବା ରାଜେନ୍ଦ୍ର । ଆଉ ସମସ୍ତଙ୍କ ସହମତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ବାହାଘରର ଦୁଇମାସ କାଳ ଉଭୟଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀଙ୍କ ଭଳି ସମ୍ପର୍କ ରହିଥିଲା । ପ୍ରଜ୍ଞାଙ୍କୁ ଖୁବ ଗେହ୍ଲା କରି ଦିନରାତି ରୋମାନ୍ସ କରୁଥିଲା ରାଜେନ୍ଦ୍ର । ହେଲେ ଦୁଇମାସ ମଜା ନେଲା ପରେ ରାଜେନ୍ଦ୍ର କହୁଛି, ତୋ ପ୍ରାଇଭେଟ ପାର୍ଟରେ ଦାଗ ଅଛି ମୋତେ ତୋ ଉପରକୁ ଛେପ ପକେଇବାକୁ ଇଚ୍ଛା ହେଉଛି ।

ଏଭଳି କହି ସ୍ତ୍ରୀ ପ୍ରଜ୍ଞାକୁ ଘରୁ ବାହାର କରିଦେଇଛି ରାଜେନ୍ଦ୍ର । ଏନେଇ ରାଜେନ୍ଦ୍ରକୁ ପ୍ରଶ୍ନ କରାଯିବାରୁ ସେ ଏନେଇ ଅଲଗା ପ୍ରକାରର ସଫେଇ ଦେଇଛନ୍ତି । ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ ଯେତେବେଳେ ପ୍ରଜ୍ଞାଙ୍କ ସହ ତାଙ୍କର ବାହାଘର ଠିକ ହୋଇଥିଲା ସେତେବେଳେ ପ୍ରଜ୍ଞାଙ୍କ ଘରଲୋକ କହିଥିଲେ କି ତାଙ୍କ ଝିଅର ଗୋଡରେ ଆଉ କାନରେ ଛଉ ଭଳି ଦାଗ ଅଛି । କିନ୍ତୁ ବାହାଘର ପରେ ସେ ଜାଣିବାକୁ ପାଇଲେ ଯେ ପ୍ରଜ୍ଞାଙ୍କର ପୁରା ଶରୀରରେ ଦାଗ ଅଛି, ଏପରିକି ତାଙ୍କ ପ୍ରାଇଭେଟ ପାର୍ଟରେ ମଧ୍ୟ ଦାଗ ଅଛି ।

ଯାହାକି ରାଜେନ୍ଦ୍ର ଗ୍ରହଣ କରି ପାରୁନାହାନ୍ତି । ତେବେ ଏନେଇ ପ୍ରଶ୍ନ ଉଠୁଛି ଯେ, ବାହାଘରର ଗୋଟିଏ ଦୁଇଦିନ ପରେ ରାଜେନ୍ଦ୍ର କିଭଳି ଏସବୁ ନୋଟିସ କରି ପାରିଲେନି । ଏତେ ଦିନ ବିତିବା ପରେ କହୁଛନ୍ତି ତୋ ପ୍ରାଇଭେଟ ପାର୍ଟରେ ଚିହ୍ନ ଅଛି ତୋତେ ମୁଁ ଗ୍ରହଣ କରିବିନି କି ତୋ ଦେହକୁ ମୁଁ ଛୁଇଁବିନି । ବାହାଘର ଭଳି ପବିତ୍ର ବନ୍ଧନରେ ସାତଜନ୍ମ ପାଇଁ ହାତଗଣ୍ଠି ପଡେ ।

ବାପାମା’ଙ୍କ ପାଖେ ଅଳି ଅଝଟରେ ବଢିଥିବା ଝିଅଟି ତା’ ସ୍ଵାମୀକୁ ନେଇ ବହୁ ସ୍ଵପ୍ନ ଦେଖେ । ହେଲେ ରାଜେନ୍ଦ୍ର ବିବାହ ପରେ ଶାରୀରିକ ସୁଖ ନେଇସାରି ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ଦାଗ ଅଛି କହି ନିଜଠାରୁ ଦୂରେଇ ଦେବାକୁ ଚାହୁଁଛି । ଏମିତିରେ ପ୍ରଜ୍ଞାଙ୍କ ମନର ଅବସ୍ଥା କଣ ହେଉଥିବ ଆପଣ ଅନୁମାନ କରି ପାରୁଥିବେ । ଦୁଇମାସ ଧରି ଧନ ସୁନା କରି ଗେହ୍ଲା କରୁଥିବା ସ୍ଵାମୀ ଏଭଳି ହୀନିମାନ କରି ନିଜ ଠାରୁ ଦୂରେଇ ଦେବକାଉ ଚାହିଁବ ଏକଥା ପ୍ରଜ୍ଞା ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ ।

ସ୍ତ୍ରୀର ଦେହକୁ ଉପଭୋଗ କରି ସାରି ତାକୁ ଘରାଉ ବାହାର କରି ଦେଇଛି ରାଜେନ୍ଦ୍ର । ଯାହାକୁ ନେଇ ପ୍ରଜ୍ଞା ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।