ଭୁଲରେ ବି କରନ୍ତୁ ନାହିଁ ଏହି 6 କାମ, ଏବେଠୁ ହୋଇଯାନ୍ତୁ ସାବଧାନ ନହେଲେ ମୃତ୍ୟୁ ନିଶ୍ଚିତ, ଶାସ୍ତ୍ର ଲିଖିତ ପ୍ରମାଣ ସହ

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ଅନେକ ନୀତି ନିୟମ ରହିଛି ଯାହାର ପାଳନ କରିବା ଫଳରେ ଜୀବନରେ ଖୁସି ଆସିଥାଏ । ତେବେ ଅନେକ କିଛି କାର୍ଯ୍ୟ ରହିଛି ଯେଉଁଟି ମଣିଷକୁ ଭଲ ଲାଗିଥାଏ । ଯାହାଫଳରେ ମଣିଷକୁ ଭଲ ଲାଗୁଥିବା କାର୍ଯ୍ୟ ସହ ବେଶି ସମୟ ବିତାଇବା ପସନ୍ଦ କରିଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ 6ଟି କାର୍ଯ୍ୟ ରହିଛି ଯେଉଁ କାର୍ଯ୍ୟ କରିବା ପାଇଁ ବେଶି ସମୟ ଆପଣ କରିବା ଫଳରେ ଆପଣଙ୍କ ଜୀବନ ପ୍ରତି ଘୋର ବିପଦ ମାଡି ଆସିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ମଣିଷକୁ ନିଜକୁ ରୋଗମୁକ୍ତ ରଖିବା ପାଇଁ ପ୍ରତିଦିନ ସ୍ନାନ କରିବାକୁ ପଡିଥାଏ । କିନ୍ତୁ ବିଷ୍ଣୁ ପୁରାଣ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ବେଶି ସମୟ ଧରି ଗାଧୋଇବା ଉଚିତ ହୋଇନଥାଏ । ବେଶି ସମୟ ଗାଧୋଇବା ଦ୍ଵାରା ଶରୀରର କ୍ଷମତା ନଷ୍ଟ ହୋଇଯାଏ । ଶରୀର ରୋଗ ଗ୍ରସ୍ତ ହୋଇଥାଏ । ତେଣୁ ଜୀବନର ଶେଷ ସମୟ ଖୁବ ଶୀଘ୍ର ଚାଲିଆସିଥାଏ ।

ଦିତୀୟ: ବିନା ବସ୍ତ୍ରରେ ଗାଧୋଇବା ଅନୁଚିତ । ଏହାଦ୍ୱାରା ବରୁଣ ଦେବତା ଅସନ୍ତୁଷ୍ଟ ହୋଇଥାନ୍ତି । ଯଦି ଆପଣ କପଡା ପିନ୍ଧି ସ୍ନାନ କରୁଛନ୍ତି ତେବେ ଆପଣଙ୍କ କପଡାରୁ ପଡୁଥିବା ପାଣିକୁ ଆପଣଙ୍କ ପିତୃ ପୁରୁଷ ଗ୍ରହଣ କରିଥାନ୍ତି । ତେଣୁ ଉଲଗ୍ନ ହୋଇ ଗାଧୋଇବା ଦ୍ଵାରା ସେମାନଙ୍କ ଅସନ୍ତୁଷ୍ଟତା ଆପଣଙ୍କ ଉପରେ ପଡିଥାଏ ।

ତୃତୀୟ: କୌଣସି ବ୍ୟକ୍ତିକୁ ଦରକାର ଠାରୁ ବେଶି ଶୋଇବା ଉଚିତ ହୋଇନଥାଏ । ଏହା କରୁଥିବା ବ୍ୟକ୍ତି ଖୁବ ଶୀଘ୍ର ମୃତ୍ୟୁ ମୁଖକୁ ଯାଇଥାଏ । ଉଲଗ୍ନ ହୋଇ ଶୋଇବା ମଧ୍ୟ ଅନୁଚିତ । ଚତୁର୍ଥ: ବ୍ୟାୟମ କରୁଥିବା ସମୟରେ ନିଜର କ୍ଷମତା ଦେଖି ବ୍ୟାୟମ କରିବା ଆବଶ୍ୟକ । ଶରୀରକୁ ବାଧା ଦେଇ ଦରକାର ଠାରୁ ବେଶି ବ୍ୟାୟମ କରିବା ଫଳରେ ଆପଣଙ୍କ ଶରୀର ଦୁର୍ବଳ ହେବାକୁ ଲାଗିଥାଏ । ଯାହାଫଳରେ ଆପଣଙ୍କ ଆୟୁଷ କମିଯାଇଥାଏ ।

ପଞ୍ଚମ: କ୍ଷୀର, ମାଂସ କିମ୍ବା ନାଲି କପଡା ଇତ୍ୟାଦି ସହ ଜଡିତ ବ୍ୟବସାୟରେ ବେଶି ଲାଭ ଆଶା କରିବା ଉଚିତ ହୋଇନଥାଏ । ଯଦି ଏହି କାମ କିଏ କରିଥାନ୍ତି ତେବେ ତାଙ୍କ ଘର ପରିବାର ଲୋକଙ୍କୁ ଏହାର କୁ ପରିଣାମ ଭୋଗ କରିବାକୁ ପଡିଥାଏ । ଆପଣଙ୍କ ଜୀବନ ଉପରେ ଏହା ବିପଦ ମଧ୍ୟ ଆଣିଥାଏ ।

ଷଷ୍ଠ: କେବେ ବି ମଣିଷକୁ ଶୁନ ଶାନ ଜାଗାକୁ ଯିବା ଉଚିତ ହୋଇନଥାଏ । କାରଣ ସେଠାରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ଭିତରେ ବାସ କରିବାକୁ ଲାଗିଯାନ୍ତି । ରାତି ସମୟରେ କୌଣସି ଗଛ ମୂଳକୁ ଯିବା ଉଚିତ ନୁହେଁ । ବେଶି ସମୟ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ ।

କାରଣ ଶାରୀରିକ ସମ୍ପର୍କ ବେଶି ରଖିବା ଫଳରେ ଶରୀର ଦୁର୍ବଳ ହେବାକୁ ଲାଗିଥାଏ । ବେଳେ ବେଳେ ବହୁତ ଉତ୍ତେଜନା କାରଣରୁ ହାର୍ଟ ଉପରେ ଚାପ ପଡିଥାଏ । ଯାହାଫଳରେ ସମ୍ବନ୍ଧ ସମୟରେ ହିଁ ମୃତ୍ୟୁ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।