କରୋନା ଭାଇରସ: ଏହି ୨ଟି ବ୍ଲଡ଼ ଗୃପର ବ୍ୟକ୍ତି ମାନଙ୍କ ପାଇଁ ଅଧିକ ମାରାତ୍ମକ, Non ଭେଜିଟେରିୟାନ ବି ରୁହନ୍ତୁ ସାବଧାନ

ଆମ ଦେଶରେ କୋ-ରୋ-ନାରା ଦିତୀୟ ଲହର ଯେପରି ଭାବେ ବଢିବାରେ ଲାଗିଛି ତାହାର ଅନ୍ତ କେବେ ହେବ ତାହା କହିବା କାହା ପକ୍ଷେ ସମ୍ଭବ ନୁହେ । କୋ-ରୋ-ନା ଭା-ଇ-ର-ସରେ ଅନେକ ଲୋକଙ୍କର ପ୍ରା-ଣ ହା-ନି ହେଲାଣି ତାହର ଗଣନା କରିବା ସମ୍ଭବ ହେଉ ନାହି । ପ୍ରତି ଦିନ କୋ-ରୋ-ନାରେ ହଜାର ହଜାର ଲୋକ ମାନେ ଆ-କ୍ରା-ନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରୁଛନ୍ତି । ଏଥି ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପୋଲିସ, ଡାକ୍ତର ଓ ଅନ୍ୟ ବିଭାଗର କର୍ମଚାରୀ ମାନେ ଅନେକ ସମସ୍ୟାର ସମୁଖୀନ ହେବା ସହ ସେମାନଙ୍କ ମନରେ ଭୟର ଆତଙ୍କ ମଧ୍ୟ ସୃଷ୍ଟି ହେଉଛି ।

ଏହା ଛଡା ଆମ ଦେଶରେ ଅକ୍ସିଜେନର ମଧ୍ୟ ଘୋର ଅଭାବ ଦେଖା ଯାଉଛି । ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କର ପ୍ରା-ଣ ହା-ନି ଘଟୁଛି । ବର୍ତ୍ତମାନ ଅନ୍ୟ ଏକ ନୂଆ ସମସ୍ଯା ନଜରକୁ ଆସିଛି । ଆଜି ଆମେ ଆପଣ ମାନଙ୍କୁ ସେହି ନୂଆ ସମସ୍ଯା କଣ ଓ ଏହାର କାରଣ କଣ ଅଟେ ସେହି ବିଷୟରେ କହିବାକୁ ଯାଉଛୁ ।

କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ ସମ୍ବାଦ ଏକ ସୂଚନା ଘୋଷଣା କରିଛନ୍ତି ଯେ ଯେଉଁ ମାନଙ୍କର “ଏ”,”ବି” ଓ “ପି” ବ୍ଲଡ଼ ଗୃପ ଥିବ ସେମାନଙ୍କ ପାଇଁ କୋ-ରୋ-ନା ସଂ-କ୍ର-ମ-ଣ ବହୁତ କ୍ଷତିକାରକ ଅଟେ । ଅନ୍ୟ ସବୁ ବ୍ଲଡ଼ ଗୃପ ଅପେକ୍ଷା “ଏ”, “ବି”, ଓ “ପି” ବ୍ଲଡ଼ ଗୃପ ଅଧିକ ପରିମାଣରେ ପ୍ରଭାବିତ ହେଉଛନ୍ତି ।

କିନ୍ତୁ “ଓ” ବ୍ଲଡ଼ ଗୃପ ଥିବା ବ୍ୟକ୍ତି ମାନଙ୍କ ଉପରେ କୋ-ରୋ-ନା ମ-ହା-ମା-ରୀର ପ୍ରଭାବ ବହୁତ କମ ରହିଛି । ଏହି ସୂଚନା ଅନୁଯାୟୀ ଯେଉଁ ମାନେ ଶାକାହାରୀ ଅପେକ୍ଷା ମାଂ-ସା–ହା-ରୀ ଅର୍ଥାତ ହେଉନ ମାନେ ଅଧିକ ମାଂ-ସ, ମାଛ, ଅଣ୍ଡା ଜାତୀୟ ଖାଦ୍ଯ ଖାଉଛନ୍ତି ସେମାନକ ପାଇଁ କୋ-ରୋ-ନା ଭା-ଇ-ର-ସର ପ୍ରଭାବ ଅଧିକ ରହୁଛି । ଦେଶର ୧୪୦ଟି ଡାକ୍ତରଙ୍କ ମତରେ ୧୦ ହଜାର ଲୋକଙ୍କ ବଳଦ ଶ୍ୟାମ୍ପଲକୁ ଟେଷ୍ଟ କରିବା ପରେ ଜଣା ପଡିଛି ଯେ ଯେଉଁ ମାନେ ଅଧିକ ମାଂ-ସା–ହା-ରୀ ଖାଦ୍ଯ ସେବନ କରୁଛନ୍ତି ସେମାନଙ୍କୁ କୋ-ରୋ-ନା ଭା-ଇ-ର-ସ ଅଧିକ ମାତ୍ରାରେ ସଂ-କ୍ର-ମ-ଣ ହେଉଛି ।

ଅଧିକ ଭିଟାମିନ ଓ ଫାଇବାର ଯୁକ୍ତ ଖାଦ୍ୟ ଖାଉଥିବା ବ୍ୟକ୍ତି ମାନେ କ-ରୋ-ନାରେ ଅଳ୍ପ ମାତ୍ରାରେ ଆ-କ୍ରା-ନ୍ତ ହେଉଛି । ବିଶେଷଜ୍ଞଙ୍କ ମତରେ କୋ-ରୋ-ନା ଭା-ଇ-ର-ସ “ଏ” ଓ “ବି” ବ୍ଲଡ଼ ଗୃପକୁ ଅଧିକ ମାତ୍ରାରେ ସଂ-କ୍ର-ମ-ଣ କରୁଥିବା ବେଳେ “ପି” ବ୍ଲଡ଼ ଗୃପକୁ କମ ପରିମାଣରେ ସଂ-କ୍ର-ମ-ଣ କରୁଛି । ଏହି ଭଳି ଭାବେ ଦେଶର ବିଶେଷଜ୍ଞ ମାନେ ନିଜ ମତ ଦେଇଛନ୍ତି । ତେଣୁ ଯେଉଁ ମାନକର “ଏ”, “ବି” ଓ “ପି” ବ୍ଲଡ଼ ଗୃପ ହୋଇଥାଏ ସେମାନେ ଅଧିକ ସତର୍କ ରହିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।