ଦୁଃଖ ଓ ଚୀନତାରୁ କିପରି ମୁକ୍ତି ପାଇବେ ? ସବୁବେଳେ ଦୁଃଖରେ ରହୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ଆଜି ଆମେ ଏକ କାହାଣୀ ମାଧ୍ୟମରେ କହିବା କି ଆମେ କି ଆମେ କିଭଳି ନିଜକୁ ଆଗକୁ ନେଇ ପାରିବା ଓ କଣ କରିବା ଦ୍ଵାରା ଆମେ ସବୁ ଖୁଶି ପାଇ ପାରିବା ତେବେ ଆମ ଜୀବନର ସମସ୍ଯା ଯେତେ ବଡ ହେଉନା କାହିଁକି । ଆଜି ଆମେ କହିବା ପାଇଁ ଯାଉଛୁ କି ଏକ କାହାଣୀ । ଜଣେ କାଠୁରିଆ ସବୁ ଦିନ ଜଙ୍ଗଲକୁ ଯାଇ କାଠ ହାଣି ଆସେ । ତେବେ ସେହି ଜାଗାରେ ଏକ ସାଧୁ ବଶି ଥାନ୍ତି । ଅନେକ ଦିନ ଗଲା ପରେ ସେମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ଵ ସ୍ଥାପନା ହୋଇ ଗଲା ।

ସବୁ ଦିନ ଭଳି କାଠୁରିଆ କାଠ କାଟି ନିଜ କାଠକୁ ସଜାଡୁ ଥାଏ । ତାକୁ ଦେଖିକି ସାଧୁ ପଚାରିଲେ କି କଣ ଅସୁବିଧା ଅଛି କଣ ପାଇଁ ତମେ ଅସନ୍ତୁଷ୍ଟ ଦେଖା ଯାଉଛ । ସେ କହିଲା କି ମୋ ପାଖରେ ବହୁତ କିଛି ର ଅଭାବ ଅଛି କେଉଁ ଭଳି ମୁ ତାକୁ ପୂରଣ କରିବି  । ସାଧୁ କହିଲେ କି ଠିକ ଅଛି ଏହା ପାଇଁ ମୁ କିଛି ମାତ୍ରାରେ ତୁମକୁ ସାହାଜ୍ଯ କରି ପାରିବି । ମୁ ଆଜି ଏକ ଉପାୟ କହିବି ତୁମକୁ ।

ତୁମେ କାଲୀ ଆସିଲେ ଯେଉଁ ଜାଗାରେ କାଠ କାଟ ତାର ଆଗକୁ ତୁମେ ଜିବ ଦେଖିବ କଣ ମିଳୁଛି । କାଠୁରିଆ ତା ପର ଦିନ ସକାଳୁ ଉଠିକି ଜୀବ ପରେ ଦେଖିଲା କି ଚନ୍ଦନ କାଠ ଥୁଆ ହୋଇଛି । ତାକୁ ଲାଗିଲା ଏବେ ତା କଷ୍ଟ ଦୂର ହୋଇଗଲା କିନ୍ତୁ ସେ ଏହା ଜାଣି ପରି ନଥିଲା କି ଏହା କେଉଁ ଭଳି ଭାବେ ସେ ପୂରଣ କରିବ । ସେ ଏକ କଥା ଭାବି ନେଇ ଥିଲା କି ସେ ଏବେ କଣ କଣ କରିବା ଏହି ପଇସାରେ ।

ଯେଉଁ ଭଳି ଭାବେ ସେ କରି ଥିଲା ସେହି ଭଳି ସବୁ କିଛି ହେଲା କିନ୍ତୁ ସେ ଖୁଶି ନଥିଲା । ଏହାପରେ ସାଧୁ ପୁଣି  ଆଉ ଏକ ଉପାୟ କହିଲେ ଏଥର ସେ ସୁନା ପାଇଲା । ସେ ଭାବିଲା କି ମୋର ସବୁ ଦୁଃଖ ଦୂର ହୋଇଗଲା । କିନ୍ତୁ ଏହାକୁ ନେଇ ଘରକୁ ଯିବା ପରେ ସ୍ବୁଙ୍କ ଆବଶ୍ୟକ ତା କୁ ଦେଖିକି ସେ କାମ କରିଲା ଓ ଦେଖିଲା କି କ୍କିହହୀ ଲାଭ ହେଉନି । ସେ ଏବେ ଭି ଖୁଶି ନାଇ ପିଲାମାନେ କଷ୍ଟ କରିବା ପାଇଁ ରାଜି ହେଉ ନାହାଁନ୍ତି ।

ତେଣୁ କରି ସେ ଏବେ ଲୁଚିକି ଜଙ୍ଗଲ କୁ ଯିବା ଆସିବା ଆକଲା ସାଧୁ ଯେମିତି ତାକୁ ନ ଦେଖି ପାରନ୍ତୁ । କିନ୍ତୁ ସାଧୁ ତାକୁ ଦେଖି ନେଲେ ଓ ପଚାରିଲେ ପୁଣି କଣ ପାଇଁ ତମେ ଜଙ୍ଗଲ ରେ ସେ କହିଲା କି ମୁ ଏବେ ଭି ଖୁଶି ନାଇ ସାଧୁ କହିଲେ ହଉ ଜାୟ ଏହାର ନିଶ୍ଚିତ ତୁମେ ଶାନ୍ତି ପାଇବ । ଏହି ଥର ସେ ହୀରା ପାଇଲେ ସେ ଭାବିଲେ ଏହାକୁ ନେଇକି ଜୀବି କିନ୍ତୁ ଯଦି ପୁଣି ଦୁଃଖ ଅନୁଭବ କରିବି ତ ନା ସାଧୁ ଙ୍କୁ ସେ ପଚାରିଲା ଆପଣ କିଭଳି ଖୁଶିରେ ଅଛନ୍ତି । ସାଧୁ କହିଲେ ତୁମେ ମନକୁ ସାନ୍ତ କର ଦେଖିବ ସବୁ ଖୁଶି ପାଇବ । ଯଦି ତୁମ ମନ ବିଚଳିତ ଅଛି ତେବେ ତୁମେ କିଛି ଭି ପାଇବ ନି ।