ନାଗକୁ ମାରି ପୁରା ଗାଁ ହେଲା ନାଗୁଣୀର ପ୍ରତିଶୋଧ ର ଶିକାର, ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଚକିତ ଘଟଣା, ଦେଖନ୍ତୁ ଏହି Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ନିଶ୍ଚୟ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ଅଛି । ବନ୍ଧୁଗଣ ସାପ ମାନଙ୍କ ସହ ଜଡିତ ଅନେକ ଅନ୍ଧ ବିଶ୍ଵାସ ରହିଛି ଯାହାର ପାଳନ ଆଜି ପର୍ଯ୍ୟନ୍ତ କିଛି ଲୋକ କରୁଛନ୍ତି । ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁ ପୋରାଣିକ ମାନ୍ୟତା ରହିଛି । ବନ୍ଧୁଗଣ ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ଆଗ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକମାନେ ନାଗ ସାପର ପୂଜା କରୁଛନ୍ତି ।

ସାଧାରଣତଃ ବହୁତ କମ ସ୍ଥାନରେ ନାଗ ନାଗୁଣୀଙ୍କୁ ଏକା ସହ ଦେଖା ଯାଇଥାଏ । ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣି ଥିବେ ଯେ, ନାଗ କିମ୍ବା ନାଗୁଣୀ ସାପର ହ-ତ୍ୟା କରିଲେ ଯେଉଁ ସାପଟି ବଞ୍ଚି ଯାଏ ସେ ବଦଲା ନିଏ ଓ ହ-ତ୍ୟା କରିଥିବା ଲୋକକୁ ମରିଦିଏ । ଗତ କିଛି ସମୟ ହେବ ଏଭଳି ଏକ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଏକ ସେଲୁନ ଭିତରେ ନାଗ ନାଗୁଣୀ ଉଭୟ ଲୁଚି ରହିଥିଲେ । ଗାଁ ଲୋକମାନେ ନାଗକୁ ଦେଖି ତାକୁ ମାରି ଦେଇଥିଲେ । ଏହା ପରେ ସେମାନେ ଜାଣି ଥିଲେ ସେହି ସ୍ଥାନରେ ଏକ ନାଗୁଣୀ ସାପ ମଧ୍ୟ ଅଛି । ତେଣୁ ଗାଁ ଲୋକ ମାନେ ନାଗୁଣୀକୁ ନମାରି ଏକ ସାପ ଧରାଳିକୁ ସେହି ସ୍ଥାନକୁ ଡକାଇ ଥିଲେ ।

ସାପ ଧରାଳି ଜଣକ ଗାଁ ଭିତରୁ ଆସି ନାଗୁଣୀକୁ ଉଧାର କରିଥିଲେ । ହେଲେ ବନ୍ଧୁଗଣ ନାଗୁଣୀର ଭୟଙ୍କର ରୂପକୁ ଦେଖି ଗାଁ ଲୋକମାନେ ଭୟବିତ ହୋଇଯାଇଥିଲେ । ଗାଁ ଲୋକମାନେ ନାଗକୁ ମାରିଦେଇଥିଲେ ଯେଉଁଥି ପାଇଁ ନାଗୁଣୀ ପ୍ରତିଶୋଧ ନିଆଁରେ ଜଳି କ୍ରୋଧରେ ଗର୍ଜନ କରୁଥିଲା । ନାଗୁଣୀକୁ ଉଧାର କରିବା ସମୟରେ ଅନେକ ଥର ସାପ ଧରାଳିକୁ ନାଗୁଣୀ ଚୋଟ ମାରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲା ।

ବନ୍ଧୁଗଣ ନାଗକୁ ମାରିଲେ ନାଗୁଣୀ ପ୍ରତିଶୋଧ ନେଇଥାଏ କଥାଟି ବୋଧେ ମିଛ ହୋଇପାରେ ହେଲେ କୌଣସି ଜୀବକୁ ହ-ତ୍ୟା କରିବା ମହାପାପ ହୋଇଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।