ପ୍ରତ୍ୟକ ଭାରତୀୟଙ୍କୁ ମହାଭାରତ ବିଷୟରେ ଅଳ୍ପ କିଛି ଜଣା ଅଛି । କହିବାକୁ ଗଲେ ପାଣ୍ଡୁ ଓ ଧୂତରାଷ୍ଟ୍ରର ପୁତ୍ରମାନଙ୍କ ମଧ୍ୟରେ ରାଜ ସିଂହାସନକୁ ନେଇ ହୋଇଥିବା ଯୁଧ୍ୟକୁ ନେଇ ମହାଭାରତର ରଚନା କରା ଯାଇଛି । କିନ୍ତୁ କହିବାକୁ ଗଲେ ମହାଭାରତ ଯୁଧ୍ୟର ଅସଲ କାରଣ କେଉଁଠି ନା କେଉଁଠି ଦ୍ରୋପଦୀ ତ ଅଟନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦ୍ରୋପଦୀ ପାଣ୍ଡୁଙ୍କ ପାଞ୍ଚ ପୁତ୍ରଙ୍କ ପତ୍ନୀ ଥିଲେ ।
ଏମିତିରେ ଦ୍ରୋପଦୀ କେଉଁ ପାଣ୍ଡୁ ପୁତ୍ରଙ୍କୁ ଅଧିକ ପ୍ରେମ କରୁଥିଲେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେମିତି କି ଦ୍ରୋପଦୀଙ୍କୁ ପ୍ରଥମେ ଅର୍ଜୁନ ବିବାହ କରିଥିଲେ କିନ୍ତୁ କିଛି କାରଣ ବଶତଃ ଶେଷରେ ଦ୍ରୋପଦୀଙ୍କୁ ପାଞ୍ଚ ପାଣ୍ଡବଙ୍କୁ ବିବାହ କରିବାକୁ ପଡିଲା ।

ଦ୍ରୋପଦୀ ସମୟ ସମୟରେ ପାଞ୍ଚ ପାଣ୍ଡବଙ୍କ ସହ ରମଣ କରୁଥିଲେ ଓ ଦ୍ରୋପଦୀ ଏକ ଏକ ବର୍ଷ ଅନ୍ତରାଳରେ ପାଞ୍ଚ ପାଣ୍ଡବଙ୍କ ଗୋଟିଏ ଗୋଟିଏ ପୁତ୍ରକୁ ଜନ୍ମ ମଧ୍ୟ ଦେଇଥିଲେ । ଏମିତିରେ ଦ୍ରୋପଦୀଙ୍କ ପାଞ୍ଚ ଜଣ ପୁତ୍ର ଥିଲେ । ଏହିଭଳି ଭାବରେ ଦ୍ରୋପଦୀ ୫ ଜଣ ପାଣ୍ଡବଙ୍କୁ ସମାନ ସମାନ ଭାବରେ ଭଲ ପାଉ ଥିଲେ ।

କିନ୍ତୁ ଅଶ୍ଵଥାମା ମହାଭାରତ ଯୁଧ୍ୟର ଅନ୍ତରେ ଦ୍ରୋପଦୀଙ୍କ ଏହି ୫ ଜଣ ପୁତ୍ରଙ୍କୁ ଶୟନ ଅବସ୍ଥାରେ ମାରି ଦେଇ ଥିଲେ । କିନ୍ତୁ ଏମିତିରେ ଏହା ପ୍ରଶ୍ନ ଉଠୁଛି କି କଣ ଦ୍ରୋପଦୀ ପାଞ୍ଚ ଜଣ ପାଣ୍ଡବଙ୍କ ମଧ୍ୟରେ କାହାକୁ ଅଧିକ ଭଲ ପାଉ ଥିଲେ କିମ୍ବା ପାଞ୍ଚ ଜଣ ପାଣ୍ଡବଙ୍କ ମଧ୍ୟରେ ତାଙ୍କୁ କିଏ ଅଧିକ ପ୍ରେମ କରୁଥିଲେ ।

କିନ୍ତୁ ଏକ ରିସର୍ଚ ଦ୍ଵାରା ଏହା ଜଣା ପଡିଲା କି ପାଞ୍ଚ ଜଣ ପାଣ୍ଡବଙ୍କ ମଧ୍ୟରେ ଭୀମ ଏକମାତ୍ର ପାଣ୍ଡବ ଥିଲେ ଯିଏ ଦ୍ରୋପଦୀଙ୍କ ଅଧିକ ଧ୍ୟାନ ରଖୁଥିଲେ ଓ ସେ ଶେଷ ପର୍ଯ୍ୟନ୍ତ ଦ୍ରୋପଦୀଙ୍କ ସାଥ ଦେଇଛନ୍ତି । ଚାଲନ୍ତୁ ଜାଣିବା ସେହି ସମସ୍ତ ଘଟଣା ବିଷୟରେ ଯାହା ଦ୍ଵାରା ଏହା ପ୍ରମାଣିତ ହୋଇ ଯାଉଛି କି ଭୀମ ହିଁ ଅଧିକ ଧ୍ୟାନ ରଖୁଥିଲେ ଦ୍ରୋପଦୀଙ୍କ ।

ଜୁଆ ଖେଳରେ ଦ୍ରୋପଦୀଙ୍କୁ ଲଗାଇବା ଉପରେ ସବୁଠୁ ଅଧିକ ଭୀମ ରାଗି ଥିଲେ ଓ ସେ ଯୁଧିଷ୍ଠିରଙ୍କ ବିରୋଧ ବି କରିଥିଲେ । ଏହା ପରେ ଯେତେବେଳେ ଦ୍ରୋପଦୀଙ୍କ ଚିରହରଣ ହେଉଥିଲା ତେବେ ସେହି ସମୟରେ ସବୁଠୁ ଅଧିକ ଭୀମଙ୍କୁ ରାଗ ଆସୁଥିଲା । ଯେତେବେଳେ କି ଯୁଧିଷ୍ଠିର ସହ ଅନ୍ୟ ପାଣ୍ଡୁ ପୁତ୍ରମାନେ ଚୁପଚାପ ଛିଡା ହୋଇଥିଲେ ଓ ଭୀମ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରିଲେ ନାହିଁ ଓ ସେହି ସମୟରେ ହିଁ ସେ ପ୍ରତିଜ୍ଞା ନେଇଥିଲେ କି ଦୁଶାସନଙ୍କ ଛାତିର ରକ୍ତ ସେବନ କରିବେ ଓ ଦୁର୍ଜୟଧନଙ୍କ ଜଙ୍ଘ ଭାଙ୍ଗି ଦେବି । ମହାଭାରତର ଯୁଧ୍ୟରେ ଭୀମ ନିଜର ଏହି ପ୍ରତିଜ୍ଞାକୁ ପୁରା ବି କରିଥିଲେ ।

ଦ୍ରୋପଦୀଙ୍କ ଉପରେ ଖରାପ ନଜର ପକାଇ ବାରୁ ଭୀମ ହିଁ ରାଜା ବିରାଟଙ୍କ ଶଳା କୀଚକର ହତ୍ୟା କରିଥିଲେ ।
ସେହିଭଳି ପୁଣିଥରେ ଦୁର୍ଯୋଧନଙ୍କ ଭିଣେଇ ଜୟଦ୍ରଥଙ୍କ ଖରାପ ନଜର ଦ୍ରୋପଦୀଙ୍କ ଉପରେ ପଡିଥିଲା ଓ ସେହି ସମୟରେ ବି ଭୀମ ହିଁ ଜୟଦ୍ରଥକୁ ଉଚିତ ଶିକ୍ଷା ଦେଇଥିଲେ ।

ମହାଭାରତ ଯୁଧ୍ୟ ପରେ ସବୁ ପାଣ୍ଡବ ଓ ଦ୍ରୋପଦୀ ନିଜ ଶରୀର ସହ ସ୍ଵର୍ଗ ଯାତ୍ରା ଆରମ୍ଭ କରିଥିଲେ । ତେବେ ଏହି ଯାତ୍ରା ସମୟରେ ସମସ୍ତ ପାଣ୍ଡବଙ୍କ ମଧ୍ୟରେ କେବଳ ଭୀମ ହିଁ ଦ୍ରୋପଦୀଙ୍କୁ ପୁରା ଧ୍ୟାନ ରଖିଥିଲେ ଓ ଦ୍ରୋପଦୀଙ୍କୁ ଯାତ୍ରା କରିବା ସମୟରେ ସମସ୍ତ ସମ୍ଭବ ସାହାର୍ଯ୍ୟ ବି କରିଥିଲେ । ଏହି ସମୟରେ ଦ୍ରୋପଦୀ କହିଥିଲେ କି ସବୁ ଭାଇମାନଙ୍କ ମଧ୍ୟରେ ଭୀମ ହିଁ ମୋତେ ସବୁଠୁ ଅଧିକ ଭଲ ପାଇଛନ୍ତି ଓ ମୁଁ ଆସନ୍ତା ଜନ୍ମରେ ଭୀମଙ୍କ ପତ୍ନୀ ହେବାକୁ ଚାହୁଁଛି ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।