ପୋତିଲା ଯିଏ, ଉତ୍ତର ଦେବ ସିଏ ? ମମିତା ମୃତ୍ୟୁର କାରଣ କହିବ ଜେସିବି ଡ୍ରାଇଭର, କେତେବେଳେ ପୋତିଥିଲେ, କେମିତି ପୋତିଥିଲେ ? ଦେଖନ୍ତୁ Video

ବର୍ତ୍ତମାନ ମମିତାଙ୍କ କେସରେ ଜେସିବି ଡ୍ରାଇଭରର ନାଁ ସାମ୍ନାକୁ ଆସୁଛି । ଯାହାକୁ ବର୍ତ୍ତମାନ ପୋଲିସ ଜେ-ରା କରିବ ଓ ଏହି ହ-ତ୍ୟା-କା-ଣ୍ଡ କେମିତି ଘ-ଟି-ଥି-ଲା ତାହା ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିବ । କହିବାକୁ ଗଲେ ବର୍ତ୍ତମାନ ଜେସିବି ଡ୍ରାଇଭର ମମିତା ମୃ-ତ୍ୟୁର ଅସଲ କାରଣ କହିପାରେ । ଏହା ସହିତ କହିବ କି କେତେବେଳେ ଓ କେମିତି ପୋ-ତି-ଥି-ଲେ । ମମିତାଙ୍କ ମୃ-ତ ଦେ-ହ ଆଣି ପୋ-ଡି-ବା ପରେ ପୋ-ତି ଥିଲେ ନା ଷ୍ଟାଡିୟମରେ ହ-ତ୍ୟା କରିବା ପରେ ପୋ-ଡି ଥିଲା ଓ ପୋ-ତି ଥିଲା ।

ଜେସିବି ଡ୍ରାଇଭର କେବଳ ପୋ-ତି-ବା-ରେ ସାହାର୍ଯ୍ୟ କରିଥିଲା ନା କେବଳ ହ-ତ୍ୟା କରିବାରେ ବି ସାହାର୍ଯ୍ୟ କରିଥିଲା । ମମିତାଙ୍କୁ ପୋ-ତି-ବା ସମୟରେ ସେହି ସ୍ଥାନରେ ଗୋବିନ୍ଦ ଉପସ୍ଥିତ ଥିଲେ । ଠିକା ସଂସ୍ଥାରେ କାମ କରୁଥିବା ଆଉ କେତେ ଜଣ ଲୋକ ଏହି ଘ-ଟ-ଣା ସମୟରେ ଉପସ୍ଥିତ ଥିଲେ । ପୋଲିସ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଜେସିବି ଡ୍ରାଇଭରକୁ ଜେ-ରା କରିବ ।

ବର୍ତ୍ତମାନ ବଲାଙ୍ଗୀର ପୋଲିସ ଜେସିବି ଡ୍ରାଇଭରକୁ ଗି-ର-ଫ କରି ପଚରା ଉଚରା ଆରମ୍ଭ କରି ଦେଇଛି । ଷ୍ଟାଡିୟମ ଅଞ୍ଚଳରୁ ମିଳିଥିବା ମୃ-ତ-ଦେ-ହ ତାହା ମମିତାର ନା ଅନ୍ୟ କାହାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ରୂପରେ ଜଣା ପଡି ନାହିଁ । କିନ୍ତୁ ସେହି ସ୍ଥାନରୁ ମମିତାର ବ୍ୟାଗ, ପାଉଁଜି, ସୁନା ଚେନ ମିଳିଛି ଯାହାକି ଏହା ମମିତାଙ୍କ ଶ-ବ ହୋଇଥିବ ବୋଲି ଇସାରା କରୁଛି ।

ମିଳିଥିବା ମୃ-ତ ଦେ-ହ ମମିତାର ନା ଅନ୍ୟ କାହାର ଏହା ଜାଣିବା ପାଇଁ ପୋଲିସ ବର୍ତ୍ତମାନ DNA ଟେସ୍ଟ କରିବ । ଯାହା ପରେ ଏହା ସଠିକ ରୂପରେ ଜଣା ପଡିଯିବ କି ଏହି ମୃ-ତ ଦେ-ହ ମମିତାଙ୍କର ନା ଅନ୍ୟ କାହାର । ଅନ୍ୟ ପଟେ ପରିବାର ଲୋକମାନେ ନିଜ ଝିଅର ଆଶା ଛାଡି ଦେଇଛନ୍ତି ।

କିନ୍ତୁ ଏହି ସମୟରେ ଏହି କେ-ସ-ରେ ଏକ ନୂଆ ମୋ-ଢ ଆସିଛି ଜେସିବି ଡ୍ରାଇଭର ରୂପରେ । ଯଦି ଜେସିବି ଡ୍ରାଇଭର ମମିତାର ମୃ-ତ ଦେ-ହ-କୁ ପୋ-ତି-ଛି ତେବେ ଆଗକୁ ଆହୁରି ସତ ବାହାରିବାର ଅଛି । ଅନ୍ୟ ପଟେ ପୋଲିସ ଉପରେ ବି ସ-ନ୍ଦେ-ହ କରାଯାଉଛି କାରଣ ପୋଲିସର ଜେ-ଲ-ରୁ ହିଁ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଫେ-ରା-ର ହୋଇ ଯାଇ ଥିଲା । ବର୍ତ୍ତମାନ ଜେସିବି ଡ୍ରାଇଭର ଉପରେ ସମସ୍ତଙ୍କ ନଜର ଅଛି । ଜେସିବି ଡ୍ରାଇଭର କଣ ବୟାନ ଦେଉଛି ।