ଶେଯରୁ ଉଠି ତଳେ ପାଦ ରଖିବା ପୂର୍ବରୁ କରନ୍ତୁ ଏହି କାମ, ମିଳିବ ସଫଳତା।

ଶେଯରୁ ଉଠି ତଳେ ପାଦ ରଖିବା ପୂର୍ବରୁ କରନ୍ତୁ ଏହି କାମ, ମିଳିବ ସଫଳତା।

ଏକଥା ତ ଆମେ ସମସ୍ତେ ଜାଣିଛେ କି ଯଦି ଆମର ସକାଳ ଟି ଖରାପ ହୋଇ ଥେ ତାହାଲେ ଦିନଯାକର ସବୁ କାମ ବିଗିଡି ଯାଇ ଥାଏ ,ତାହାଠୁ ଭଲ କି ନିଜର ସକାଳ ଭଲ ବନାନ୍ତୁ ଦିନଟି ଆପେ ଆପେ ଭଲ ରେ କଟିଯିବ. ଶାସ୍ତ୍ର ରେ ଉଲ୍ଲେଖ ଅଛି କି ଆଜି କଲି ର ଯୁବ ପିଢ଼ି ଶାସ୍ତ୍ର ରେ ଲିଖିତ କଥାବସ୍ତୁ ଉପରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ପ୍ରକୃତରେ କଥାବସ୍ତୁ ଆଜି ବି ମଧ୍ୟ ବହୁତ ସଫଳ ଓ ଉପଯୋଗୀ ଅଟେ. ସବୁ କାର୍ଯ୍ୟ କିପରି ବା କେଉଁ ଉପାୟରେ କରାଯିବ ଉଚିତ ତାହା ଶାସ୍ତ୍ର ଉଲ୍ଲେଖ ଅଛି ଯାହା ଏକ ମନୁଷ୍ୟ କୁ ତାହାର ସଫଳତା ପର୍ଯ୍ୟନ୍ତ ପହଂଚାଇଦେଇଥାଏ.

ଆସନ୍ତୁ ଜାଣିବା ଆଉ ଶାସ୍ତ୍ର ରେ ଆଉ କଣ କୁହାଯାଇଛି ଏହା ବିଷୟରେ :-

ଶାସ୍ତ୍ର ରେ ଲେଖା ଯାଇଛି କି ଯେତେବେଳେ ଆମେ ସକାଳୁ ଶେଜ ରୁ ଉଠିଥାଉ ତାହାଲେ ଆମେ ପ୍ରଥମେ ଧରିତ୍ରୀ ମାତା ଙ୍କୁ ପ୍ରାଣନାମ କରିବା ଉଚିତ କରନେ ସେ ମା ସମାନ ଟେ ଏବଂ ଆମେ ଯେତେ ବେଳେ ତ ଉପରେ ପାଦ ଦେଇଥାଉ ତାହାର ଅପମାନ ହୋଇଥାଏ ତେଣୁ ଆମେ ତାଙ୍କଠୁ କ୍ଷମା ମାଗିବା ଉଚିତ .ଏ ସବୁ ତ ରହିଲା ଆମ ଶାସ୍ତ୍ର ର କଥା , କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ ତଥ୍ୟ ମଧ୍ୟ ଲୁଚି ରହିଛି .ଯେତେବେଳେ ଆମେ ଶେଜ ରୁ ଉଠି ସଂଗେ ସଂଗେ ପାଦ ତଳେ ରଖିଥାଉ ସେତେବେଳ ଶାରୀରିକ ହିସାବରେ କିଛି ହଇରାଣ ହୋଇଥାଉ କରାନା ସେତେବେଳ ଆମର ଶରୀର ର ତାପମାତ୍ରା ଚଟାଣ ର ତାପମାତ୍ର ଠାରୁ କମ ହୋଇଥାଏ ଯଦି ଏହି ଅବସ୍ଥାରେ ଆମେ ତଳେ ପାଦ ରଖିବା ତାହେଲେ ଥଣ୍ଡା ଜ୍ୱର ଭଳି ରୋଗ ହେବାର ସମ୍ଭାବନା ଥାଏ .ତେଣୁ ଆମେ ଶେଯ ରୁ ଓହ୍ଲାଇ ତଳେ ପାଦ ରଖିବା ପୂର୍ବ ରୁ ଆମକୁ ଶେଯ ରେ କିଛି ସମୟ କଟେଇବା ଉଚିତ ଯାହା ଫଳରେ କି ଶରୀର ଏବଂ ଚଟାଣ ର ତାପମାତ୍ରା ସମାନ ହୋଇଯିବ.

ଶାସ୍ତ୍ର ଅନୁଯାୟୀ ଆମକୁ ବ୍ରମହା ମୁହୂର୍ତ ରେ ଶଯ୍ୟଟଗା କରିବା ଉଚିତ ଯେଉଁ ସମୟରେ କି ସୂର୍ଯ୍ୟ ଉଦୟ ହୋଇନଥାଏ . ଶୁଣିବାରେ ତ ଏହି କାମ ବହୁତ କଠିନ ଅଟେ କିନ୍ତୁ ଆମେ ଏହାକୁ ନିଜର ର ନୀତିଦିନ କଡଵା ଭଳି ଆପଣେଇନେବା ଉଚିତ ଯଦି ଆପଣ ସକାଳ ୬ ରୁ ୭ ଭିତରେ ଉଠିଯାନ୍ତି ତାହାଲେ ଏହା ମଧ୍ୟ ଠିକ କଥା. ଦେବା ଦେବୀ ଏହି ସମୟରେ ବିଚରଣ କରିଥାନ୍ତି ଏହି ସମୟରେ ସତ ଗୁଣ ର ପ୍ରଧାନତା ରହିଥଏ ତେଣୁ ପ୍ରମୁଖ ମନ୍ଦିର ମାନଙ୍କର ଦ୍ୱାରା ବ୍ରମହା ମୁହୂର୍ତ ରେ ଖୋଲା ଯାଇଥାଏ ଏବଂ ଭଗବାନ ପୂଜା ମାନ୍ଦ୍ୟ ଏହି ମୁହୂର୍ତ ରେ ହୋଇଥାଏ ଓ ଏହିସମୟରେ ଆପଣ ଯଦି ଉଠନ୍ତି ତାହାଲେ ଆପଣ ସ୍ୱଚ୍ଛ ବାତାବରଣ ର ଲବ ଉଠାଇ ପାରନ୍ତି .ବ୍ରହ୍ମ ମୁହୂର୍ତ ରେ ଉଠିବାର ଆଉ ଏକ ଫାଇଦା ହେଉଛି ଏହି ସମୟରେ ଉଠିଲେ ଆପଣ ସୁନ୍ଦର , ବିଦ୍ୟା ଓ ଭଲ ସ୍ୱାସ୍ଥ୍ୟ ର ପ୍ରାପ୍ତି ହୋଇଥାଏ .