ଦିସା ଓ ସୁଶାନ୍ତଙ୍କ ଚାଟରୁ ହେଲା ବଡ଼ ଖୁଲାସା, ରିୟାଙ୍କଠୁ ପିଛା ଛଡ଼ାଇବାକୁ ଚାହୁଁଥିଲେ ସୁଶାନ୍ତ, ମିଳିଥିଲା ଏତେ ବଡ ଡିଲ

ସୁଶାନ୍ତଙ୍କ ମୃତ୍ୟୁ କୁ ୨ ମାସ ଉପରେ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନିଆ ଯାଇନାହିଁ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ସେ ଆତ୍ମହତ୍ୟା କରିଥିଲେ ଏବେ ଯାଏଁ ତଦନ୍ତ ଜାରି ରହିଛି । ପ୍ରତିଦିନ ନୂଆ ନୂଆ କଥା ଜାଣିବାକୁ ମିଳିଛି । ସୁଶାନ୍ତ ଏବଂ ଦିସା ସଲିଆନଙ୍କ ମୃତ୍ୟୁ ରେ ବଡ଼ କନେକ୍ସନ୍ ଥିବାର କୁହା ଯାଉଛି ।

କିନ୍ତୁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସୁଶାନ୍ତ ଏବଂ ଦିସାଙ୍କ ମଧ୍ୟରେ ବହୁତ୍ ଥର କଥା ବାର୍ତ୍ତା ହେଇଥିଲା । ତାହା ପୁଣି ରିୟା ଚକ୍ରବର୍ତ୍ତୀ ଙ୍କ ବିଷୟରେ ହୋଇଥିଲା । ସୁଶାନ୍ତ କଣ କହିଥିଲେ ଚାଲନ୍ତୁ ଜାଣିବା । ସୁଶାନ୍ତ ସିଂ ରାଜପୁତ ଦିସା ସଲିଅନଙ୍କ ଯିବା ପରେ ବହୁତ ଦୁଃଖି ଥିଲେ ଏବଂ ସୁଶାନ୍ତ କହିଥିଲେ ଏବେ ଏମାନେ ମତେ ମଧ୍ୟ ଛାଡ଼ିବେ ନାହିଁ ।

ଏହି କଥା ସୁଶାନ୍ତଙ୍କ ଭଉଣୀ ମିତୁ ନିଜେ କହିଥିଲେ । ରିୟା କହିଥିଲେ କି ସୁଶାନ୍ତ ଏବଂ ଦିସା କେବଳ ଥରେ ହିଁ ଦେଖା କରିଥିଲେ କିନ୍ତୁ ଏବେ ସତ ସାମ୍ନାକୁ ଆସିଛି ଏବଂ ଜଣା ପଡିଛି କି ସୁଶାନ୍ତ ଦିସା ବହୁତ ଥର ମେସେଜ କରିଥିଲେ ଏବଂ କଥା ହେଇଥିଲେ । ଯାହା ତାଙ୍କ ଚାଟରୁ ଜଣା ପଡିଛି । ଦିସା ସୁଶାନ୍ତଙ୍କ ସହିତ ବ୍ରାଣ୍ଡ ଏବଂ ଡ଼ିଲ୍ ବିଷୟରେ କଥା ହେଇଥିଲେ ।

ଦିସା ସୁଶାନ୍ତଙ୍କୁ ଗୋଟେ ଆଡ ପ୍ରୋମୋଷୋନ ପାଇଁ ସୁଶାନ୍ତ ଙ୍କୁ କହିଥିଲେ କି ତୁମେ ଆଊ ରିୟା କରିବ କି କିନ୍ତୁ ସୁଶାନ୍ତ କହିଥିଲେ ଜମାରୁ ନୁହଁ ଏହା ଗୋଟେ ବେକାର ପ୍ଲାନ୍ ଅଟେ, ରିୟା ସହିତ ମୁଁ କୌଣସି ଆଡ କରିବାକୁ ଚାହୁଁନାହିଁ । ମୁଁ କରିବି ନାହିଁ । ତେବେ ସୁଶାନ୍ତ ରିୟା ଙ୍କ ସହିତ ଆଡ କରିବାକୁ କାହିଁକି ମନା କରିଥିଲେ ।

କାରଣ ସୁଶାନ୍ତ ରିୟା ଙ୍କ ସବୁ ପ୍ଲାନ୍ ଜାଣି ସାରିଥିଲେ ଏବଂ ରିୟା ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ । ସୁଶାନ୍ତଙ୍କୁ ପବଜି ତରଫରୁ 60 ଲକ୍ଷର ଡ଼ିଲ ଆସିଥିଲା ଯାହା ଦିଶା ତାଙ୍କୁ ଜଣାଇ ଥିଲେ । ସୁଶାନ୍ତ ସବୁ ଡ଼ିଟେଲ୍ସ ମିଳବା ପରେ ସେ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଯାହାର କିଛି ଦିନ ପରେ ଦିଶାଙ୍କ ସୁସାଇଡ ଖବର ସାମ୍ନାକୁ ଆସିଥିଲା ।

ବର୍ତମାନ CBI ରିୟା ଚକ୍ରବର୍ତ୍ତୀ ଙ୍କୁ ପଚରା ଉଚୁରା କରୁଛି କିନ୍ତୁ ରିୟା ନିଜ ମୁହଁ ଖୋଲି ନାହାନ୍ତି । କିନ୍ତୁ ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ରିୟା ଙ୍କ ହାତ ଥିବାର ମଧ୍ୟ CBI କହିଛିି । ତେବେ କଣ ସୁଶାନ୍ତଙ୍କ ଦୋଷୀ ମାନଙ୍କୁ ଦଣ୍ଡ ମିଳିବ । ସୁଶାନ୍ତଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ଦରକାର । ସୁଶାନ୍ତ ଆମ ଭିତରେ ନାହାନ୍ତି କିନ୍ତୁ ସୁଶାନ୍ତ ଙ୍କ ସ୍ମୃତି ଆମ ସହିତ ସବୁଦିନ ପାଇଁ ରହିଛି ଏବଂ ରହିଥିବ ।

ସୁଶାନ୍ତ ଙ୍କୁ ନ୍ୟାୟ ଦେବା ପାଇଁ କମେଣ୍ଟରେ ଲେଖନ୍ତୁ “arrest the culprits” । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।