ଭାରତର ଏହି ରଣନୀତି ଫଳରେ ଭୟରେ ଥରୁଛି ଚିନ, ଚାହିଁଲେ ବି କିଛି ଉପାୟ ବାହାର କରି ପାରୁ ନାହିଁ

୨୦୨୦ ରେ ଚୀନ ଭାରତ ସହିତ ଝଗଡ଼ାତ କରି ପାରିବ କିନ୍ତୁ ଯୁଦ୍ଧ କରିବା କଥା କେବେ ଭାବି ମଧ୍ୟ ପାରିବ ନାହିଁ । ଗତ ସପ୍ତାହରେ ଇଶ୍ରାଇଲର ଗୋଟେ ଟିମ କହିଥିଲା କି ଚୀନ ଏମିତି କୌଣସି ଯୁଦ୍ଧ କରିବନି ଯାହା କି ସେ ସମ୍ଭାଳି ପାରିବ ନାହିଁ । ଭାରତ ଏବଂ ଆମେରିକା ଏମିତି ଦେଶ ଅଟେ ଯାହା ସହ ଚୀନ୍ ଝଗଡ଼ା କରିପାରିବ କିନ୍ତୁ ଯୁଦ୍ଧ କରିବାକୁ ନିଜ ସ୍ୱପ୍ନରେ ମଧ୍ୟ ଭାବିପାରିବ ନାହିଁ ।

ଆଊ ଯଦି ଚୀନ୍ ଭାରତ ଉପରେ ଆକ୍ରମଣ କରିବ ତେବେ ଚୀନ୍ ର ଅବସ୍ଥା ଏମିତି ହେବ କି ସେ କେବେ କଳ୍ପନା ମଧ୍ୟ କରିପାରିବ ନାହିଁ । ଚୀନ୍ ପାଖରେ ୧୪, ୫୦୦ କିଲୋମିଟର୍ ର ସନ୍ଦ୍ର ସୀମା ଅଛି ଯେବେ କି ଭାରତ ପାଖରେ ସମୁଦ୍ର ସୀମା ଲଗଭାଗ ୬:୭୦୦ କିଲୋମିଟର୍ ଅଛି । ଏବଂ ହିନ୍ଦ୍ ମହାସାଗରରେ ରେ ଭାରତୀୟ ସେନା ବେଶି ବଳବାନ୍ ଅଟନ୍ତି ।

ସେଥିପାଇଁ ସମୁଦ୍ର ଯୁଦ୍ଧ ରେ ଯଦି ଚୀନ୍ କାହାକୁ ଦାରୁ ଥାଏ ତେବେ ତାହା କେବଳ ଭାରତ ଅଟେ । କାରଣ ଚୀନ୍ କୁ ପ୍ରୋଟ୍ରଲ ପ୍ରଦାର୍ଥ ହିନ୍ଦ୍ ମହାସାଗର ହାଇକି ହିଁ ଯାଇଥାଏ । ଏବଂ ହିନ୍ଦ୍ ମହାସାଗର ରେ ଭାରତୀୟ ସେନା ଚୀନ୍ ର ସବୁ ସପ୍ଲାଏ କୁ ନଷ୍ଟ କରିବା କିଛି ବଡ଼ କଥା ନୁହଁ । ଭାରତ ଚୀନ୍ ର ଏପରି ଅବସ୍ଥା କରିବ କି ଚୀନ୍ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବ ।

ଭାରତୀୟ ସେନା ଯଦି ଚୀନ୍ ର ସପ୍ଲାଏ କୁ ଅଟକାଇଦିଏ ତେବେ ଚୀନ୍ ବର୍ବାଦ୍ ହେଇଯିବ । ଚୀନ୍ ଭାରତୀୟ ନୌସେନା କୁ ନଷ୍ଟ କରିବାକୁ ଥରେ ଚେଷ୍ଟା ମଧ୍ୟ କରି ସାରିଛି କିନ୍ତୁ ଅସଫଳ ହୋଇଛି । ଚୀନ୍ ଆଜି ଯାଏଁ ମଧ୍ୟ ଭାରତର ନୌସେନା କୁ ହରାଇବାକୁ କୌଣସି ଉପାୟ ପାଇ ନାହିଁ । ଭାରତୀୟ ନୌସେନା ସଦା ସର୍ବଦା ନିଜ କାମକୁ ହିଁ ମହାନ୍ ଭାବୁଥାନ୍ତି ।

ଏବଂ ସେମାନେ ନିଜ ଦେଶ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଚାଇନଥାନ୍ତୁ । ଚୀନ୍ ପାଇଁ ଭଲ ହେବ କି ସେ ଭାରତ ସହ ଯୁଧ୍ୟ କରିବାକୁ ଭୁଲିଯାଉ ନହେଲେ ଚୀନ୍ ର ଯାହା ଅବସ୍ଥା ହେବ ନିଜ ସ୍ୱପ୍ନରେ ମଧ୍ୟ ଭାବିନଥିବ । ଯଦି ଆପଣ ମଧ୍ୟ ଦେଶ ପାଇଁ କିଛି ବି କରିପାରିବେ ତେବେ କଂମେନ୍ତ କରନ୍ତୁ ” Mera Bharat Mahan” । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।