ଦୀପାବଳିରେ ବୋଲିଂ କରି ଦର୍ଶକଙ୍କ ମନ ଜିତିବା ସହ ୱିକେଟ ନେଲେ Virat Kohli

ଦିପାବଳୀରେ ଉପହାର ଦେଲେ ରୋହିତ ଶର୍ମା । ଦର୍ଶକ ଙ୍କୁ ବୋନସ ଦେଲେ ବିରାଟ କୋହଲି । ହଁ ଦର୍ଶକ ବନ୍ଧୁ ଗତ କାଲି ଭାରତ ଓ ନେଦରଲ୍ୟାଣ୍ଡ ମ୍ଯାଚ ହୋଇଥିଲା । ହଠାତ ଏହି ସମୟରେ ରୋହିତ ଶର୍ମା ନେଇଥିଲେ ବଡ ନିସ୍ପତି । ଆଉ ଯାହା ସବୁ ଦର୍ଶକ ସବୁ ମ୍ଯାଚରେ ନାରା ଦେଇଥାନ୍ତି । ବିରାଟ ଙ୍କ ବୋଲିଙ୍ଗ କୁ । ଏମିତି କିଛି ନାରା କିଛି ଦିନ ହେବ ଷ୍ଟାଡିୟମ ରେ ଦର୍ଶକ ମାନେ ଦେଇ ଆସୁଛନ୍ତି ।

ଆଉ ଦର୍ଶକ ଙ୍କ ମନ ଜାଣି ଅଧୀନାୟକ ରୋହିତ ଶର୍ମା ବିରାଟ କୋହଲି ଙ୍କୁ ବୋଲିଙ୍ଗ କରିବାର ସୁଯୋଗ ଦେଇଥିଲେ । ଆଉ ଏହା ଦେଖିବା ପରେ ଷ୍ଟାଡିୟମ ରେ ଉପସ୍ଥିତ ଥିବା ଦର୍ଶକ କୋହଲି ନାରା ଦେଇ ତାଙ୍କୁ ଚିୟରଅପ କରିଥିଲେ । ପ୍ରାୟତଃ ବିରାଟ ବ୍ୟାତିଙ୍ଗ ରେ ଫୋକସ କରନ୍ତି । କିନ୍ତୁ ଏଥର ବିଶ୍ଵକପରେ କୋହଲି ବାଙ୍ଗାଲାଦେଶ ବିପକ୍ଷ ମ୍ଯାଚରେ ପ୍ରଥମେ ବୋଲିଙ୍ଗ କରିଥିଲେ ।

ସେହି ମ୍ଯାଚରେ ହାର୍ଦ୍ଦିକ ପାଣ୍ଡିୟା ଆହତ ହୋଇଥିଲେ । ଯାହା ପାଇଁ ରୋହିତ କୋହଲି ଙ୍କୁ ବୋଲିଙ୍ଗ କରିବାର ସୁଯୋଗ ଦେଇଥିଲେ । ଏହା ପରେ ଗୋଟେ ପରେ ଗୋଟେ ନେଦରଲ୍ୟାଣ୍ଡ ମ୍ଯାଚରେ ଷ୍ଟାଡିୟମ ରେ ଥିବା ଦର୍ଶକ ନାରା ଲଗାଇ ଥିଲେ କୋହଲି ଙ୍କ ବୋଲିଙ୍ଗ କୁ । ଆଉ ଗତ କାଲିର ମ୍ଯାଚ ରେ ସବୁ ଭାରତୀୟ କ୍ରିକେଟର ବୋଲିଙ୍ଗ କରିବାର ସୁଯୋଗ ପାଇଥିଲେ । ଆଉ ରୋହିତ ପ୍ରଥମେ ବିରାଟ ଙ୍କୁ ବୋଲିଙ୍ଗ ଦେଇଥିଲେ ।

ପ୍ରଥମ ଓଭୋର ରେ ବିରାଟ 7 ରନ କରିଥିଲେ । କିନ୍ତୁ ଦ୍ଵିତୀୟ ଓଭୋର ରେ ବିରାଟ ଗତ କାଲି ଦୀପାବଳି ରେ ଦେଇଥିଲେ ଗିଫ୍ଟ । ନେଦରଲ୍ୟାଣ୍ଡ ର ମୁଖ୍ୟ ଅଧିନାୟକ ଙ୍କୁ ବିରାଟ ତୃତୀୟ ବଲ ରେ ଆଉଟ କରି ଦେଇଥିଲେ । ଆଉ ଚଳିତ ବିଶ୍ଵକପରେ ଏହା ଥିଲା ବିରାଟଙ୍କର ପ୍ରଥମ ୱିକେଟ । ଏହା ପୂର୍ବରୁ କୋହଲି ଗତ 9 ବର୍ଷ ପୂର୍ବରୁ ୱିକେଟ ନେଇଥିଲେ ।

ଏବେ ଗତ କାଲି ନେଦରଲ୍ୟାଣ୍ଡ ଅଧିନାୟକ କୁ ଆଉଟ କରି ବିରାଟ ଦୀପାବଳି କୁ ଭଲ ସେଲିବ୍ରେସନ କରିବା ପାଇଁ ଦର୍ଶକ ଙ୍କୁ ଦେଇଥିଲେ ବିରାଟ ଅବସର । ସେ ସଫଳତା ନେଇଥିଲେ କିନ୍ତୁ ତାଙ୍କ ଠାରୁ ରୋହିତ ଶର୍ମା ଅଧିକ ଖୁସି ଥିବା ଦେଖିବାକୁ ମିଳିଥିଲା । ଖେଳ ଦେଖିବାକୁ ଆସିଥିବା ବିରାଟ ଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏହା ଦେଖି ଖୁସି ରେ ନାଚି ଉଠିଥିଲେ ।

ଆଉ ପୁରା ଭାରତୀୟ ସହ ସବୁ ଦର୍ଶକ ଷ୍ଟାଡିୟମ ରେ ଏହି ଦ୍ରୁଶ୍ଯ କୁ ଉପୋଭୋଗ କରିଥିଲେ । ଗତ କାଲିର ମ୍ଯାଚରେ ଶୁଭମନ ଗିଲ ଓ ସୂର୍ଯ୍ୟ କୁମାର ଯାଦବ ବୋଲିଙ୍ଗ କରିବାର ନଜର ଆସିଥିଲେ । ଖେଳର ଶେଷ ଭାଗରେ ଅଧିନାୟକ ରୋହିତ ଶର୍ମା ନିଜେ ମଧ୍ୟ ବୋଲିଙ୍ଗ କରିବାକୁ ଆସିଥିଲେ । ଗତ କାଲିର ମ୍ଯାଚ ଭାରତ ପାଇଁ ବେଶ ଗୁରୁତ୍ଵ ପୂର୍ଣ୍ଣ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।