ଏବେ ପଡିଆ ରେ ଧମାଲ କରିବେ ରଚିନ, କ୍ରିକେଟର ଭଗବାନ ସଚିନଙ୍କ ରହିଛି ରଚିନଙ୍କ ଉପରେ ଆଶୀର୍ବାଦ

ରଚିନ ଙ୍କ ପାଖରେ ବ୍ରହ୍ମାସ୍ତ୍ର । କ୍ରିକେଟର ଭଗବାନ ସଚିନ ଙ୍କ ରହିଛି ରକିନ ଙ୍କ ଉପରେ ଆଶୀର୍ବାଦ । ବ୍ୟାଟିଂ କରି ଭ୍ରାତୀୟ ଦଳକୁ ଦେଇ ପାରନ୍ତି ଝଟକା । ହଁ ଦର୍ଶକ ବନ୍ଧୁ ଭାରତୀୟ ବଂଶଦ ଭାବ ରଚିନ ରବୀନ୍ଦ୍ର ନିୟୁଜଲ୍ୟାଣ୍ଡ ର ଦମଦାର ଭାବେ ବ୍ୟାଟର ଭାବେ ପରିଚିତ ଅଟନ୍ତି । ରଚିନ ଚଳିତ ବିଶ୍ଵକପରେ ଦେଖାଉଛନ୍ତି କମାଲ । ରଚିନ ଏବେ ଭଲ ଫର୍ମ ରେ ରହିଛନ୍ତି । ତେବେ ରଚିନ ଙ୍କ ଉପରେ ରହିଛି କ୍ରିକେଟର ଜଗତର ଭଗବାନ ସଚିନ ତେନ୍ଦୁଲକର ଓ ୱାଲ ଅଫ କ୍ରିକେଟ ରାହୁଲ ଦ୍ରାବିଡ ଙ୍କର ଆଶୀର୍ବାଦ ।

ସୂଚନା ଅନୁଯାୟୀ ଭାରତ ଓ ନିୟୁଜଲ୍ୟାଣ୍ଡ ମଧ୍ୟରେ ହେବାକୁ ଯାଉଛି ମହା ମୁକାବିଲା । ଉଭୟ ଦଳ ସେମି ଫାଇନାଲ ରେ ମୁହାଁ ମୁହିଁ ହେବେ । 2023 ରେ ଭଲ ଫର୍ମ ରେ ରହିଛି ଭାରତ । କିନ୍ତୁ ଏହା ଭାରତ ପାଇଁ ସହଜ ହେବ ନାହିଁ । କାରଣ ଭାରତ ପରି ନିୟୁଜଲ୍ୟାଣ୍ଡ ମଧ୍ୟ ଜବତଦସ୍ତ ଫର୍ମ ରେ ରହିଛି । ଏହି ମ୍ଯାଚ ଜୋରଦାର ହୋଇପାରେ । ଲିଗ ମ୍ଯାଚ ରେ ଭାରତ ଠାରୁ ପ୍ରଥମେ ନିୟୁଜଲ୍ୟାଣ୍ଡ ପରାସ୍ତ ହୋଇ ସାରିଛି ।

କିନ୍ତୁ ସେମୀ ଫାଇନାଲ ରେ କିଛି ବି ହୋଇପାରେ । ରଚିନଙ୍କ ପାଖରେ ରହିଛି ଭାରତ ସହ ନିବିଡ ସମ୍ପର୍କ । ରଚିନ ୱିଲିଙ୍ଗଟନ ରେ ଜନ୍ମ ହୋଇଛନ୍ତି । କିନ୍ତୁ ସେମାନଙ୍କର ପରିବାର ସାଉଥ ଇଣ୍ଡିଆନ ରେ ରହୁଛନ୍ତି । କିନ୍ତୁ ତାଙ୍କ ବାପା ହେଉଛନ୍ତି ଭାରତୀୟ । ତାଙ୍କ ଜେଜେମା ବାଙ୍ଗାଲୋର ରେ ରହୁଛନ୍ତି । ତେବେ ତାଙ୍କ ନାମକରଣ ସଚିନ ଓ ଦ୍ରାବିଡ ଙ୍କ ନାମକୁ ନେଇ ଦିଆ ଯାଇଛି ।

ରାହୁଲ ଦ୍ରାବିଡ ଙ୍କ ନାମରୁ ଆର ଓ ସଚିନ ଙ୍କ ନାମରୁ ଚୀନ କୁ ନିଆଯାଇ ରଚିନ ଙ୍କ ନାମକରଣ କରାଯାଇଛି । ରଚିନ ମଧ୍ୟ ସଚିନ ଓ ଦ୍ରାବିଡ ଙ୍କୁ ବହୁତ ସମାନ କରନ୍ତି । ରଚିଙ୍କର ଆଇଡଲ ହେଉଛନ୍ତି ସଚିନ ତେନ୍ଦୁକର । ସେଥିପାଇଁ କୁହା ଯାଉଛି ରଚିନ ଙ୍କ ଉପରେ ରହିଛି ସଚିନ ଓ ରାହୁଲ ଦ୍ରାବିଡ ଙ୍କ ଆଶୀର୍ବାଦ । ରଚିନ ଙ୍କ ଫର୍ମ ଏବେ ଜୋର ରେ ରହିଛି । ସବୁବେଳେ ସ୍ପିନ ବୋଲିଙ୍ଗ କରୁଥିବା ରଚିନ ଏବେ ନିୟୁଜଲ୍ୟାଣ୍ଡର ମିଡଲ ଅର୍ଡର ବ୍ୟାଟର ପାଲଟି ଯାଇଛନ୍ତି ।

ତାଙ୍କ ଫର୍ମ ଭଲ ଥିବା ବେଳେ ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ଜେଜେ ମା ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଅନ୍ୟ ପଟେ ଭାରତୀୟ ଦଳ ମଧ୍ୟ ପୁରା ଫର୍ମ ରେ ରହିଛି । କୌଣସି ବି ବ୍ୟାଟର ଏବେ ଭାରତୀୟ ଦଳ ଆଗରେ ତିଷ୍ଠିବା ଭଳି ସ୍ଥିତି ରେ ନାହାନ୍ତି । କାରଣ ଭାରତୀୟ ବୋଲୋର ଏବେ ବୋଲିଙ୍ଗ ରେ କମାଲ କରୁଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।