ହସ୍ତମୈଥୁନ ଦେହପାଇଁ ଭଲ ନା ଖରାପ ? କେତେଥର କରିବା କଥା, ଅଭ୍ଯାସ ଛାଡିବେ କେମିତି

ଗୋଟିଏ ମନୁଷ୍ୟ ଜୀବନରେ ଯେମିତି ଖାଦ୍ୟ, ଶୋଇବା, ପାଣିର ଆବଶ୍ୟକ ହୋଇଥାଏ । ସେହିଭଳି ଯୌନ ସମ୍ପର୍କର ବି ଆବଶ୍ୟକ ଥାଏ । କିନ୍ତୁ ଏହି ସବୁ ପାଇଁ କିଛି ଖାସ ନିୟମ ଗୁଡିକ ଅଛି । ଯଦି ଆପଣ ଭୁଲ ରାସ୍ତାରେ ଯିବେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ । କହିବାକୁ ଗଲେ ଆମ ଶରୀରର ସମସ୍ତ ଶକ୍ତି ଆମର ବିର୍ଯରୁ ଆସିଥାଏ । ବିର୍ଯ ଆମର ଶରୀରରେ ରକ୍ତ ଦ୍ଵାରା ସୃଷ୍ଟି ହୋଇଥାଏ । ସମସ୍ତ ପ୍ରକାରର ଭିଟାମିନ, ମିନରାଲ୍ସ ଏହି ବିର୍ଯ ମଧ୍ୟରେ ଥାଏ ।

ଆପଣଙ୍କୁ କହିଦେଉଛୁ କି ମନୁଷ୍ୟ ଶରୀରର ୧୦୦ ବୁନ୍ଦା ବିର୍ଯରୁ ୧ ବୁନ୍ଦା ବିର୍ଯ ସୃଷ୍ଟି ହୋଇଥାଏ । ଏହି କଥାର ଅନ୍ଦାଜ ଲଗାନ୍ତୁ କି ଏହା ଆମ ଜୀବନ ପାଇଁ କେତେ ମହତ୍ଵପୂର୍ଣ ଅଟେ ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ଏହା ଏକ ପ୍ରକାରରେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବି ବୁଦ୍ଧି କରିଥାଏ । କିନ୍ତୁ ଏହି ସବୁ ସତ୍ବେ ବି ହସ୍ତମୈଥୁନ ଓ ସମ୍ପର୍କ ରଖିବା ଆମ ଶରୀର ପାଇଁ ବହୁତ ଆବଶ୍ୟକ । ବୟସ ଅନୁସାରେ ଆପଣ ମାସକୁ ୩ ଥର ହସ୍ତମୈଥୁନ କିମ୍ବା ଯୌନ ସମ୍ପର୍କ କରି ପାରିବେ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିର ଚିନ୍ତା ଦୂର ହୋଇଥାଏ, ବ୍ଲଡ ପ୍ରେସର କମ ହୋଇଥାଏ ଓ ଭଲ ନିଦ ଆସିଥାଏ । କିନ୍ତୁ ୩ ଥର ଠାରୁ ଅଧିକ କରିଲେ ଆପଣଙ୍କ ଶରୀର ପାଇଁ କ୍ଷତି ହୋଇପାରେ ।

କହିଦେଉଛୁ କି ଯଦି ଆପଣ ସବୁବେଳେ ହସ୍ତମୈଥୁନ କରିବେ ତେବେ ପ୍ରଥମେ ତ ଆପଣଙ୍କର ସ୍ମୃତି ଶକ୍ତି ହ୍ରାସ ପାଇବ । ଏହା ସହିତ ଆପଣ ରୋଗ ଗ୍ରସ୍ତ ହେବେ ଓ ଆପଣଙ୍କ ଊର୍ଜା ନଷ୍ଟ ହୋଇଯିବେ ଓ ଆପଣ ହ୍ୟାଣ୍ଡସମ ନଜର ଆସିବେ ନାହିଁ । ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯିବ । ଆପଣଙ୍କର କାମ କରିବାର କ୍ଷମତା ବି କମିଯିବ । ଯଦି ଆପଣ ହସ୍ତମୈଥୁନ କାମ ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆମ ଦ୍ଵାରା କୁହାଯାଉଥିବା ଉପାୟ ଗୁଡିକ କରନ୍ତୁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ଶରୀରକୁ ସେହି ସମସ୍ତ ଉର୍ଜା ଫେରି ଆସିବ । ପ୍ରଥମେ ତ ଆପଣ ସକାଳୁ ଉଠିବା ପରେ ପାଖାପାଖି ୧୦ ମିନିଟ ଚୁପଚାପ ଆଖି ବନ୍ଦ କରି ବସି ଓଁ ଜପ କରନ୍ତୁ । ଏହା ସହିତ ସବୁଦିନ ସକାଳୁ ଦୌଡିବାକୁ ଯାଆନ୍ତୁ ଓ ଭଲ ଖାଦ୍ୟ ସେବନ କରନ୍ତୁ । ଏକୁଟିଆ ନ ରହି ସବୁବେଳେ ସାଙ୍ଗମାନଙ୍କ ସହ ରହିବେ । ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଖାଲି ସମୟରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ଏହା ସହିତ ଆପଣ ୧୦ ରୁ ୦ ପର୍ଯ୍ୟନ୍ତ କୁହନ୍ତୁ ।

ଏହିଭଳି ୩ ଥର କରିବା ଦ୍ଵାରା ଆପଣଙ୍କ ମସ୍ତିଷ୍କରେ ଥିବା ନକରାତ୍ମକ ଚିନ୍ତାଧାରା ଦୂରେଇ ଯିବ । ଏହିଭଳି କରିବା ଦ୍ଵାରା ଆପଣ ମାତ୍ର ୧୫ ଦିନ ମଧ୍ୟରେ ଆପଣଙ୍କ ଜୀବନ ପୂରାପୂରି ବଦଳିଯିବ ଓ ସମସ୍ତେ ଆପଣଙ୍କ ଆଡକୁ ଆକର୍ଷଣ ହୋଇ ଚାଲି ଆସିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।