ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ରାମବାଣ ଔଷଧ, ଏହାକୁ ବ୍ୟବହାର କରି ଦେଖନ୍ତୁ ମୂଳରୁ ଶେଷ ହୋଇଯିବ ଡାଇବେଟିସ

ଆପଣଙ୍କ ମଧୁମେହ ବା ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଆଜି ଆମେ ଆପଣଙ୍କ ସହ ଏପରି ଏକ ଘରୋଇ ଉପଚାର ଶେୟାର କରିବୁ ଯାହା ବହୁତ ସହଜରେ ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିଦେବ । ଯଦି ଆପଣ ଡାଇବେଟିସ ପାଇଁ ଚିନ୍ତିତ ରହୁଛନ୍ତି ଏବଂ ଡାଇବେଟିସ କଣ୍ଟ୍ରୋଲରେ ରହୁନି ତେବେ ଏହି ପାଉଡର ଆପଣଙ୍କ ପାଇଁ ଏକଦମ ରାମବାଣ ଔଷଧ ଭଳି କାର୍ଯ୍ୟ କରିବ । ଏହାକୁ ନିଜ ଡେଲି ଡାଏଟରେ ସାମିଲ କରି ଦେଖନ୍ତୁ ଆପଣଙ୍କ ଡାଇବେଟିସ ନିଶ୍ଚୟ କଣ୍ଟ୍ରୋଲରେ ରହିବ ।

ଏହି ପାଉଡର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ୫୦ ଗ୍ରାମ ଚୋପାଲଗା ଭଜା ଚଣା । ଏଥିରେ ବହୁତ ପରିମାଣରେ ଭିଟାମିନ, ମିନେରାଲ୍ସ ଓ ଫାଇବର ମିଳିଥାଏ । ଏହା ହଜମଶକ୍ତି ବୃଦ୍ଧି କରିବା ସହ ଶରୀରରେ କୌଣସି ରୋଗ ହେବାକୁ ଦିଏନାହିଁ । ଏହାପରେ ଆବଶ୍ୟକ ହେବ ୧୦୦ ଗ୍ରାମ ମେଥି ଦାନା । ବ୍ଲଡ଼ ସୁଗାର ପାଇଁ ମେଥି ଅତ୍ୟନ୍ତ ଲାଭଦାୟକ ଅଟେ । ଏହାପରେ ଆବଶ୍ୟକ ହେବ ୫୦ ଗ୍ରାମ ଜୁଆଣୀ । ଜୁଆଣୀରୁ ମଧ୍ୟ ଆମ ଶରୀରକୁ ଅଗଣିତ ଫାଇଦା ମିଳିଥାଏ ।

ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇନଫ୍ଲେମେଟାରୀ ଗୁଣ ମଧ୍ୟ ରହିଥାଏ ଯାହା ଆପଣଙ୍କ ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କାଲି ଜିରି (Black cumin) ଓ ଦୁଇଟି ବଡ ଖଣ୍ଡ ଡାଲଚିନି । ଏହି ଦୁଇଟି ସାମଗ୍ରୀ ମଧ୍ୟ ସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ।

ଡାଇବେଟିସ ଥିଲେ ଜଳଖିଆ ସମୟରେ ପିଉଥିବା ଚାହାରେ ମଧ୍ୟ ଆପଣ ଡାଳିଚିନିର ପ୍ରୟୋଗ ନିହାତି ଭାବେ କରନ୍ତୁ । ଆପଣ ପ୍ରଥମେ ତାୱା ଗରମ କରି ସେଥିରେ ମେଥିକୁ ଅଳ୍ପ ଗରମ କରି କାଢି ଦିଅନ୍ତୁ । ସମସ୍ତ ସାମଗ୍ରୀକୁ ଆପଣଙ୍କୁ ଅଲଗା ଅଲଗା ଗୁଣ୍ଡ କରିବାକୁ ହେବ । ଏହାପରେ ଜୁଆଣୀ ଓ ଚଣାକୁ ମଧ୍ୟ ଅଲଗା ଅଲଗା ଅଳ୍ପ ରୋଷ୍ଟ କରି ଦିଅନ୍ତୁ ।

ଏହାପରେ ଡାଲଚିନିକୁ ମଧ୍ୟ ରୋଷ୍ଟ କରନ୍ତୁ । ରୋଷ୍ଟ କରିବା ଦ୍ଵାରା ସହଜରେ ଏହାର ଗୁଣ୍ଡ ପ୍ରସ୍ତୁତ କରିହେବ ଏବଂ ଆପଣ ଏହାକୁ ବହୁଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ସେହିପରି କାଲି ଜିରିକୁ ମଧ୍ୟ ରୋଷ୍ଟ କରିବାକୁ ହେବ । ଏହି ସମସ୍ତ ସାମଗ୍ରୀ ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଏକ ଗ୍ରାଇଣ୍ଡିଙ୍ଗ ଜାର୍ କୁ ନିଅନ୍ତୁ ଓ ଭଲ ଭାବେ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।

ଗ୍ରାଇଣ୍ଡିଙ୍ଗ କରିବା ବେଳେ ଡାଲଚିନିକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଜାର୍ ରେ ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଅପଙ୍କ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଫାଇନ ପାଉଡର । ଏହି ଗୁଣ୍ଡକୁ ଆପଣ କାଚ କିମ୍ବା ପ୍ଲାଷ୍ଟିକ ଡବାରେ ଷ୍ଟୋର କରି ରଖିଦିଅନ୍ତୁ । ଏହାକୁ ଥରେ ବନେଇ ଆପଣ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

ପ୍ରତିଦିନ ସକାଳେ ଆପଣ ଏକ ଚାମୁଚ ଅଳ୍ପ ଉଷୁମ ପାଣି ସହ ଏହି ଗୁଣ୍ଡକୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ଏକଦମ କଣ୍ଟ୍ରୋଲରେ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।