କେବଳ ରାତିରେ ଗୋଟିଏ ପତ୍ର ଏମିତି ଲଗେଇ ଦିଅନ୍ତୁ, ଡାଇବେଟିସ ରୋଗ ମୂଳରୁ ଭଲ କରି ଦେବ, ଜାଣନ୍ତୁ କେମିତି କରିବେ

ଆଜିକାଲି ଭାରତରେ ଘରେ ଘରେ ଡାଇବେଟିସ ରୋଗୀ ମାନେ ଦେଖାଯାଉଛନ୍ତି । ଏହାଦ୍ୱାରା କୋଲେଷ୍ଟ୍ରୋର ବଢିଯାଇଥାଏ, ହୃଦ୍ଘାତ ହୋଇଥାଏ, ବ୍ଲଡ଼ ପ୍ରେସର ଆଦି ହୋଇଥାଏ । ଏହି ରୋଗକୁ ଏକ ସାଇଲେଣ୍ଟ କିଲର ମଧ୍ୟ କୁହାଯାଇଥାଏ । ଏହାର କେବଳ ଗୋଟିଏ ବଡ ଗୁଣ ହେଉଛି ଏହାକୁ ଆପଣ କଣ୍ଟ୍ରୋଲ ରେ ରଖିବାକୁ ହେବ । ତେଣୁ ଆସନ୍ତୁ ଜାଣିବା ଏହି ରୋଗରୁ କିପରି ଆପଣ ମୁକ୍ତି ପାଇପାରିବେ ।

ଏଥିପାଇଁ ଆପଣ ଏକ ଉପାୟ କରି ପାରିବେ । ଏହାକୁ ଆପଣଙ୍କୁ ପୁରା ଏକ ମାସ କରିବାକୁ ପଡି଼ଥାଏ । ଏହାକୁ ଆପଣ କରିବା ଦ୍ୱାରା ଆପଣଙ୍କର ସୁଗାର ଲେବୁଲ ଯେତେ ବି ଅଧିକ ଥାଉ ନା କାହିଁକି ଆପଣ ଏହାକୁ ଭଲକରିପାରିବେ ।

ଆପଣ ପ୍ରଥମେ ଶୋଇଲା ପୂର୍ବରୁ ଗୋଟିଏ ଚାମଚ ମେଥି ଦାନା ଓ ଗୋଟିଏ ଚାମଚ କଳାଜିରା ଗୋଟିଏ ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ । ଏହା ପରେ ଆପଣ ସକାଳୁ ଉଠି ବାସୀ ମୁହଁରେ ଏହି ପାଣିକୁ ପିଅନ୍ତୁ ଓ ସେହି ମେଥି ଓ କଳା ଜିରାକୁ ଚୋବେଇ ଖାଆନ୍ତୁ । ଏହା ପରେ ତିନି ଓ ଚାରି ଗ୍ଲାସ ପାଣି ପିଅନ୍ତୁ ।

ଏହା ପରେ ଏକ ଘଣ୍ଟା ବ୍ୟାୟାମ କରନ୍ତୁ । ବ୍ୟାୟାମ ରେ ଆପଣ କପାଳଭାତି ଓ ଅନୁଲୋମ ବିଲୋମ ନିଶ୍ଚୟ କରିବା ଉଚିତ । ଏହା ପରେ ଆପଣ କିଛି ଗହମ, ଚଣା, ବଜାରା, ମକା, ଜୋହର ଓ ସୋୟାବିନ ନେଇ ଭଲଭାବେ ଗୁଣ୍ଡ କରି ଏଥିରେ ରୁଟି ପ୍ରସ୍ତୁତ କରି ଖାଆନ୍ତୁ । ଏହାକୁ ଆପଣ ତିନି ଟାଇମ ଖାଇବା ଉଚିତ ।

ଏହାଦ୍ୱାରା ଆପଣଙ୍କର ସୁଗାର ଲେବୁଲ କମିଯାଇଥାଏ । ଆପଣଙ୍କ ଦେହ କେବେ ବି ଦୁର୍ବଳ ହୋଇନଥାଏ । ଏହା ଆପଣଙ୍କ ଆଖିର ଦୃଷ୍ଟି ମଧ୍ୟ ବଢ଼େଇଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ ।

ଏହାପରେ ଆପଣ ଦୁଇଟି ଅରଖ ପତ୍ର ନିଅନ୍ତୁ । ଏହାକୁ ଆପଣ ଓଲଟା କରି ସୁତା ସାହାଯ୍ୟରେ ଆପଣ ଆପଣଙ୍କ ପାଦରେ ବାନ୍ଧି ଦିଅନ୍ତୁ ଓ ସକାଳୁ ଆପଣ ଏହାକୁ ଖୋଲି ଦିଅନ୍ତୁ । ଏହି ଭଳି ଆପଣ ଲଗାତାର ଭାବରେ ଏକ ମାସ କରନ୍ତୁ । ଏହାକୁ ଆପଣ ଦୁଇରୁ ତିନି ଦିନ ବାନ୍ଧିବେ ଓ ଦୁଇଦିନ ଖାଲି ଛାଡ଼ିବେ, ଏହିଭଳି ଆପଣ ଏହାକୁ ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କ ଡାଇବେଟିସ ର ଲେବୁଲ ବହୁତ ସାଧାରଣ ହୋଇଯାଇଥାଏ ।