ଚାହୁଁଞ୍ଚନ୍ତି ଯଦି ଧନରେ ବୃଦ୍ଧି ଓ ଦରିଦ୍ରତାକୁ ଦୂରକରିବାକୁ ତେବେ ବୁଧବାର ଦିନ ପର୍ସ ବା ପକେଟ୍ ରେ ରଖି ଦିଅନ୍ତୁ ଏହି ଜିନିଷ, ଦେଖିବେ ଧନର କେବେବି ଅଭାବ ହେବ ନାହିଁ

ବର୍ତ୍ତମାନ ସମୟରେ ସମସ୍ତ ବ୍ୟକ୍ତିଙ୍କୁ ଟଙ୍କା ଦରକାର । କିନ୍ତୁ ଯାହା ସବୁ ଚାହିଁଲେ କେବଳ ମିଳେ ନାହିଁ । କିଛି ଲୋକ ଗରିବୀ ରେ ଜନ୍ମ ନିଅନ୍ତି ଏବଂ ଗରିବୀ ରେ ମଧ୍ୟ ମରି ଯାନ୍ତି । ସେମିତି କିଛି ଲୋକ ଏତେ ପଇସା ବାଲା ଘରେ ଜନ୍ମ ନିଅନ୍ତି କି ତାଙ୍କୁ ଜୀବନରେ କିଛି ଜିନଷ ଅସୁବିଧା ହୁଏ ନାହିଁ । ସବୁ ବ୍ୟକ୍ତି ଚାହାନ୍ତି କି ତାଙ୍କ ପାଖରେ ବେଶି ଧନ ଦରକାର ନାହିଁ କିନ୍ତୁ ଏତିକି ଧନ ମିଳୁ ଯେଉଁଥିରେ ତାଙ୍କର ସବୁଦିନ ଖର୍ଚ୍ଚ ଭଲରେ ଭଲରେ ଚଳି ଯିବ । ଏବଂ ନିଜର ଅଲଗା କିଛି ଦରକାରକୁ ପୂରଣ କରିବା । ଏଥିପାଇଁ ସେ ଜୀବନ ସାରା ବହୁତ କଷ୍ଟ କରି ଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଶେଷରେ କିଛି ଲାଭ ମିଳି ନଥାଏ।

ମୟୂର ଡେଣା ରଖନ୍ତୁ ନିଜ ପର୍ଶରେ

କିଛି ଲୋକ ଏମିତି ଅଛନ୍ତି ଯାହାଙ୍କ ପାଖରେ ଟଙ୍କା ବି ନାହିଁ, ଯେମିତି ଲାଗେ ଟଙ୍କା ତାଙ୍କ ପାଖରେ ରହିବାକୁ ଚାହୁଁ ନାହିଁ । ସକାଳୁ ପର୍ସ ପୁରା ଟଙ୍କାରେ ଭର୍ତି ଥାଏ କିନ୍ତୁ ସନ୍ଧ୍ୟା ବେଳେ ପୁରା ଖାଲି । ମୟୂର ଡେଣା ହିନ୍ଦୁ ଶାସ୍ତ୍ରରେ, ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ମହତ୍ଵପୂର୍ଣ ସ୍ଥାନ ଅଛି ।

ଏମିତି କୁହନ୍ତି କି ବ୍ୟକ୍ତି ନିଜ ପର୍ସରେ ଯଦି ମୟୂର ଡେଣା ରଖନ୍ତି ତେବେ ତାକୁ କେବେ ବି ଜୀବନରେ ବିପତିର ସାମନ୍ନା କରିବାକୁ ପଡିବନି । ସେଥିପାଇଁ ସବୁବେଳ ନିଜର ପର୍ସରେ ମୟୁର ଡେଣା ରଖିବା ଉଚିତ । ଯଦି ଏହା ପରେ ବି ଆପଣଙ୍କ ନିକଟରେ ଟଙ୍କା ରହୁ ନାହିଁ ତେବେ ଗୁରୁବାର ଦିନ ଲକ୍ଷ୍ମୀ ମନ୍ଦିର ଯାଆନ୍ତୁ ।

ବୁଧବାର ଦିନ ଏହା କରନ୍ତୁ

ବୁଧବାର ଦିନ ସକାଳୁ ଉଠି ନିତ୍ୟ କର୍ମ ସାରି ସଫା କପଡା ପିନ୍ଧାନ୍ତୁ । ଆସନ ଗ୍ରହଣ କରି ଉତ୍ତର କିମ୍ବା ପୂର୍ବ ଆଡକୁ ମୂହ କରି ବସି ଗଣପତିଙ୍କର ପୂଜା କରନ୍ତୁ । ପଞ୍ଚାମୃତ ଦ୍ଵାରା ଗଣେଶଙ୍କୁ ଗାଧୋଇ ଦିଅନ୍ତୁ । ଏବଂ ତାଙ୍କୁ କେସେର ଚନ୍ଦନ, ଅକ୍ଷତ ଏବଂ ଦୂର୍ବା ଅର୍ପିତ କରି କର୍ପୂରରେ ତାଙ୍କର ଆରତୀ କରନ୍ତୁ । ଏକ ଲଡୁ ଅର୍ପିତ କରନ୍ତୁ ଏବଂ ଏକ ସୂତାରେ ସାତଟି ଗଣ୍ଠି ମାରନ୍ତୁ ଏବଂ ତାଙ୍କ ଗୋଡରେ ଅର୍ପିତ କରନ୍ତୁ । ପରେ ତାହାକୁ ସୂର୍ଯ୍ୟାସ୍ତ ପରେ ନିଜ ପକେଟ ରେ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଆପଣଙ୍କୁ କେବେ ବି ଧନ କମ ଲାଗିବା ନାହିଁ ।