ACF Soumyaranjan ଡେଥ ମିଷ୍ଟ୍ରି: DFO ଙ୍କୁ ପୋଲିସ ର ଜେରା ପରେ ଡିଏଫଓ କଲେ ଏହି ବଡ ଖୁଲାସା, କହିଲେ ଏହି ସାଂଘାତିକ ସତ, ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯା ରଞ୍ଜନ ତାଙ୍କ ପତ୍ନୀଙ୍କ ଉପସ୍ଥିତିରେ ନିଜ ସରକାରୀ ବାସ ଭବନରେ ପୋଡି ହୋଇଯିବା ଘଟଣାକୁ ଏବେ ୧୧ ଦିନ ବିତି ସାରିଛି ଓ ଏହି ମଧ୍ୟରେ ଅନେକ ମହତ୍ବପୂର୍ଣ୍ଣ ତଥ୍ୟ ସବୁ ପୋଲିସର ହସ୍ତଗତ ହୋଇଛି ।

ଆରମ୍ଭରୁ ହିଁ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରି ଆସୁଛନ୍ତି ଯେ ସୌମ୍ୟଙ୍କ ପୋଡି ହୋଇ ମୃତ୍ୟୁ ହେବା କୌଣସି ଦୁର୍ଘଟଣା ବା ଆତ୍ମହତ୍ୟା ନୁହେଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଏଥିପାଇଁ ସେମାନେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ DFO ଙ୍କ ଅନୈତିକ ସମ୍ପର୍କ ଥିବା ନେଇ ଆରୋପ ଲଗାଇ ଆସୁଛନ୍ତି ଓ ଏଥିପାଇଁ ତାଙ୍କ ପୁଅ ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ ।

ତେବେ ଏବେ ଯାଏ ମିଳିଥିବା ପ୍ରମାଣ ଓ ପରିପାର୍ଶ୍ଵିକ ସ୍ଥିତି ସବୁ ଦେଖିଲେ ପତ୍ନୀ ବିଦ୍ୟାଙ୍କ ଉପରେ ସନ୍ଦେହ ଅଧିକ ଘନୀଭୂତ ହେଉଛି । ବିଦ୍ୟାଙ୍କ ବିରୋଧରେ ସମସତ ପ୍ରମାଣ ରହିଥିଲେ ମଧ୍ୟ ଏବେ ଯାଏ ପୋଲିସ କଣ ପାଇଁ ବିଦ୍ୟାଙ୍କୁ ଗିରଫ କରି ନାହିଁ ବୋଲି ସୌମ୍ୟଙ୍କ ଓକିଲ ଓ ଘରଲୋକ ନିଜ ଅସନତିଶ ପ୍ରକାଶ କରିଛନ୍ତି । ସୌମ୍ୟଙ୍କ ଓଜନର ଏକ ପୁତୁଳା ପ୍ରସ୍ତୁତ କରି ତାକୁ ପୋଡି ସୌମ୍ଯ ସେହି ଘରେ ହିଁ ପୋଡି ହୋଇଛନ୍ତି ବୋଲି ଭଲ ଭାବେ ତଦନ୍ତ କରାଜୁ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ଓକିଲ ।

ଅନ୍ୟ ପଟେ ମିଳିଥିବା ବିଦଯଙ୍କ ଡାଏରୀରୁ ସେ ସୌମ୍ୟଙ୍କୁ କେତେ ଘୃଣା କରୁଥିଲେ ଓ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ନ ଥିଲା ବୋଲି ପ୍ରମାଣିତ ହେଉଛି । ତେବେ ବିଦ୍ୟା ଡାଏରୀ ପରେ ପୋଲିସକୁ ସୋମୟଙ୍କ ହାତ ଲେଖା ଡାଏରୀ ମଧ୍ୟ ମିଳିଛି । ସେଥିରେ ସୌମ୍ଯ ଲେଖିଛନ୍ତି କି ଦରକର ପଡିଲେ ସେ ବିଦ୍ୟାଙ୍କ ଚାକର ହୋଇ ରହିବାକୁ ମଧ୍ୟ ପଛାଇବେ ନାହିଁ, ତାଙ୍କୁ କେବଳ ବିଦଯଙ୍କ ଚରଣ ତଳେ ଟିକେ ଜାଗା ଦରକାର ।

ସେ କୌଣସି ବିଷୟରେ ବିଦ୍ୟାଙ୍କୁ କୌଣସି  ବାଧା ଦେବାକୁ ଚାହାନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ସୌମ୍ୟଙ୍କ ଲେଖାରୁ ଜଣା ପଡୁଛି କି ସେ ବିଦ୍ୟାଙ୍କୁ କେତେ ଅଧିକ ପ୍ରେମ କରୁଥିଲେ । ତେବେ ପୋଲିସ ଏବେ ସୌମ୍ୟଙ୍କ ଆମ୍ବୁଲାନ୍ସ ଡ୍ରାଇଭରକୁ ଜେରା କରିବା ପରେ, DFO ଙ୍କୁ ମଧ୍ୟ ଦୀର୍ଘ ତିନି ଘଣ୍ଟା ଯାଏ ଜେରା କରିଛି ।

ତେବେ DFO ନିଜ ବୟାନରେ କହିଛନ୍ତି କି ସେ ବିଦ୍ୟାଭାରତୀଙ୍କୁ ଆଦୌ ଚିହ୍ନି ନାହାନ୍ତି । ହସ୍ପିଟାଲରେ ପ୍ରଥମ ଥର ପାଇଁ ବିଦ୍ୟାଙ୍କ ସହ ଦେଖା ହୋଇଥିବା ବୋଲି କହିଛନ୍ତି DFO । ତେବେ ସୌମ୍ୟଙ୍କ ପରିବାର ଲୋକେ ଓ ଜେନ ବନ୍ଧୁ ପୂର୍ବରୁ ବୟାନ ଦେଇ ସାରିଛନ୍ତି ଯେ ସୌମ୍ଯ ଓ ତାଙ୍କ ପତ୍ନୀଙ୍କୁ ଯିବା ଆସିବା ପାଇଁ ଗାଡି ପଠାଉ ଥିଲେ DFO ।

ତେବେ ଏହି ମାମଲାରେ ବିଦ୍ୟାଙ୍କୁ ଗିରଫ କରି ଜେରା କରାଗଲେ ହିଁ ପ୍ରକୃତ ସତ୍ୟ ସାମନାକୁ ଆସିବା ବୋଲି ଦାବି କରୁଛନ୍ତି ସୌମ୍ୟଙ୍କ ଘରଲୋକ ଏବଂ ଓକିଲ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।