ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଛାୟା, ଏବେ ଏବେ ସିରିଏଲ Ramayan ର ଏହି ମହାନ Actor ଙ୍କର ହେଇଗଲା ପରଲୋକ

ହିନ୍ଦୀ ଟେଲିଭିଜନ ଜଗତ ପାଇଁ ପୁଣି ଠାରେ ଆସିଛି ଏକ ଦୁଃ-ଖ-ଦ ଖ-ବ-ର । ବରିଷ୍ଠ ଅଭିନେତାଙ୍କ ବି-ୟୋ-ଗ-ରେ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । ଲୋକପ୍ରିୟ ଧାର୍ମିକ ଧାରାବାହିକ “ରାମାୟଣ” ର କୁଶଳୀ ଅଭିନେତା ରାବଣଙ୍କ ପ-ର-ଲୋ-କ ହୋଇଛି । ଏହି ଧାରାବାହିକରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀ ହୃ-ଦ-ଘା-ତ-ରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ୮୨ ବର୍ଷ ବୟସରେ ତାଙ୍କର ହୃ-ଦ-ଘା-ତ ଜ-ନି-ତ ମୃ-ତ୍ୟୁ ହୋଇଛି ।

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗତ ମଙ୍ଗଳବାର ଦିନ ରାତିରେ ହୃ-ଦ-ଘା-ତ-ରେ ତାଙ୍କର ମୃ-ତ୍ୟୁ ହୋଇଥିବା ଖବର ତାଙ୍କ ଭଣଜା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି । ଟେଲିଭିଜନରେ ୮୦ ଦଶକରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ରେ ଅରବିନ୍ଦ ରାବଣ ଭୂମିକାରେ ଅଭିନୟ କରିଥିଲେ । ଏହାସହ ଲୋକପ୍ରିୟ ଧାରାବାହିକ “ବିକ୍ରମ ବେତାଳ” ରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ତାଙ୍କ ଅଭିନୟରେ ସେ ଅନେକ ଥର ବକ୍ସ ଅଫିସ ରେକର୍ଡ ଭଙ୍ଗ କରିବା ସହ ଆଜି ବି ତାଙ୍କୁ ଦର୍ଶକ ମନେ ରଖିଛନ୍ତି । ତାଙ୍କର ଚମତ୍କାର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମନରେ ତାଜା ହୋଇ ରହିଛି । ୮ ନଭେମ୍ବର ୧୯୩୮ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଅରବିନ୍ଦ ଗୁଜୁରାଟୀ ରଙ୍ଗମଞ୍ଚରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ଦୀର୍ଘ ୪୦ ବର୍ଷ ଧରି ଯୋଗଦାନ ଦେଇଥିବା ଏହି ବରିଷ୍ଠ କଳାକାରଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏଥିମଧ୍ୟରୁ ବେଷ୍ଟ ଆକଟିଂ ପାଇଁ ଗୁଜୁରାଟ ସରକାରଙ୍କ ପକ୍ଷରୁ ତାଙ୍କୁ ୭ ଥର ସମ୍ମାନିତ କରାଯାଇଛି । ଅରବିନ୍ଦ ତ୍ରିବେଦୀ ପ୍ରାୟ ତିନି ଶହରୁ ଅଧିକ ଏକାଧିକ ଭାଷାରେ ସିନେମା ଏବଂ ଧାରାବାହିକରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ମନରେ ଏକ ସ୍ଵତନ୍ତ୍ର ଛାପ ଛାଡି ଯାଇଛନ୍ତି । ଏହାସହ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ରାଜନୀତିରେ ମଧ୍ୟ ସକ୍ରିୟ ରହିଥିଲେ ଅରବିନ୍ଦ ତ୍ରିବେଦୀ ।

ଭାରତୀୟ ଜନତା ପାର୍ଟି ତରଫରୁ ଅରବିନ୍ଦ ତ୍ରିବେଦୀ ପାର୍ଲିଆମେଣ୍ଟର ସଦସ୍ୟ ଭାବେ ଚୟନ ହୋଇଥିଲେ ଓ ପାର୍ଟି ପାଇଁ କାମ କରିଥିଲେ । ତେବେ ତାଙ୍କ ବି-ୟୋ-ଗ-ରେ ଅନେକ ବରିଷ୍ଠ କଳାକାର ଶୋ-କ ପ୍ରକାଶ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।