ମଣିଷ ପରେ ହାତୀକୁ ସବୁଠୁ ବୁଦ୍ଧିମାନ ଜୀବ ବୋଲି କୁହାଯାଏ । ଗତକାଲି ଘ-ଟି-ଥି-ବା ଓଡ୍ରାଫ ବୋଟ ଦୁ-ର୍ଘ-ଟ-ଣା ବେଳେ ହାତୀର ଆ-ଚ-ର-ଣ ଦେଖିଲେ ଆପଣ ମଧ୍ୟ ଏହା ନିଶ୍ଚୟ ସ୍ଵୀକାର କରିବେ । ମୁଣ୍ଡଳୀ ଠାରେ ମହାନଦୀର ପ୍ରଖର ଜଳ-ସ୍ରୋ-ତ ମଧ୍ୟରେ ପ-ଶି ଯାଇଥିଲା ଦନ୍ତା ହାତୀଟିଏ । ପାଣି ସୁଅରେ ଫ-ସି ରହିଥିଲା ଦନ୍ତା ହାତୀଟି । ପାଣି ସୁଅକୁ କା-ଟି ବାହାରକୁ ଆସିବା ତା ପକ୍ଷେ ସମ୍ଭବପର ହେଉ ନଥିଲା । ତଥାପି ଚେଷ୍ଟା ଜାରି ରଖିଥିଲା । କାରଣ ସେ ଜାଣିଥିଲା ତାକୁ ହିଁ ଧୈର୍ଯ୍ୟ ସହକାରେ ସ୍ଥିତି ସହ ଲ-ଢି-ବା-କୁ ପଡିବ ।
ତାକୁ ଶୀଘ୍ର କୁଳକୁ ଆଣିବା ପାଇଁ ଓଡ୍ରାଫ ଟିମ ଚଳେଇଥିଲା ଲଗାତାର ପ୍ରୟାସ । ହାତୀକୁ କୁଳକୁ ଆଣିବା ପାଇଁ କଦଳୀ ଦେଖାଉଥିଲେ ଓ କୂଳରେ ଲୋକଙ୍କୁ ଭି-ଡ ନ ଜମାଇବାକୁ ମଧ୍ୟ କୁହାଯାଇଥିଲା । ଏହି ସମୟରେ ପାଖକୁ ଆସୁଥିବା ବୋଟ ଦେଖି ଦନ୍ତା ହାତୀ ବ୍ୟସ୍ତ ମଧ୍ୟ ହୋଇ ପଡିଥିଲା । ବୋଟରେ ଓଡ୍ରାଫ ଟିମ ସହ କିଛି ଓଟିଭି ପ୍ରତିନିଧି ତଥା କ୍ୟାମେରାମ୍ୟାନ ମଧ୍ୟ ଘ-ଟ-ଣା-ର ଲାଇଭ ଦୃଶ୍ୟ ଦେଖାଇବା ପାଇଁ ଯାଇଥିଲେ । କିନ୍ତୁ ବୋଟ ନିୟନ୍ତ୍ରଣ ହରାଇ ଗଭୀର ଜଳ ମଧ୍ୟରେ ପ-ଡି ଯାଇଥିଲା ।
ଆଉ ଏହା ପରେ ହାତୀଟିର ଆଚରଣ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବୋଟରୁ ଲୋକମାନେ ଖସି ପ-ଡି-ବା ପରେ ହାତୀଟି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ଶୁଣ୍ଢ ବଢାଉଛି । କିନ୍ତୁ ଆଉ ଆଗକୁ ଗଲେ ଅଧିକ ସଙ୍କଟ ଥିବା ସେ ମଧ୍ୟ ଅନୁଭବ କରି ପାରିଥିଲା । ଆଉ କିଛି ପାହୁଣ୍ଡ ଆଗେଇ ଶୁଣ୍ଢ ବଢାଇ କାଳେ ବୋଟକୁ ଉ-ଦ୍ଧା-ର କରିପାରିବ ସେ ବାରମ୍ବାର ଚେଷ୍ଟା କରିଥିଲା । କିନ୍ତୁ ପ୍ରଖର ପାଣି ସୁଅରେ ସେ ନିଜେ ଭା-ସି-ଯି-ବା ଅନୁଭବ କରିବା ପରେ ସେ ପଛକୁ ଫେ-ରି ଆସୁଛି ।
ଏହା ପରେ ସେ ପାଣି ସୁ-ଅକୁ କା-ଟି-ବା ଲାଗି ମଧ୍ୟ ଅନେକ ଚେଷ୍ଟା କରୁଛି । ଯେମିତି କି ଅଧିକ ପ୍ରଖର ସୁଅ ପାଣି ବୋଟ ଆଡକୁ ଯିବ ନାହିଁ । ଏମିତି କିଛି ଢଙ୍ଗରେ ବେଶ କିଛି ସମୟ ଠିଆ ହୋଇ ରହିଥିଲା ସେହି ଦନ୍ତା ହାତୀଟି । ହେଲେ ତାର ଉଦ୍ୟମ ଦୂରରେ ରହି ଯାଇଥିଲା । ଆପଣଙ୍କୁ ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କ ଅନୁଭବ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।