4 ଦିନ ପୂର୍ବରୁ ହୋଇ ସାରିଥିଲା ଭୟଙ୍କର ଷଡଯନ୍ତ୍ର, ଦେଖନ୍ତୁ ଏ ନେଇ କଣ କହିଲେ ମୃତ ଭାଉଜଙ୍କ ମା’ ଓ ଭାଇ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମାହାଙ୍ଗା କୁଶୁପୁରୁ ଗଣହତୟଆ ସସପେନ୍ସ ଉପରୁ ପରଦା ହଟିବ । ବର୍ତ୍ତମାନ ସତ ବଖାଣିବା କୁ ଯାଉଅଛି ହତୟଆ କାରୀ ଶିବ ସାହୁ । ଆଜି କ୍ରାଇମ ସିନ ରିକ୍ରିଏନ କରିବ ପୋଲିସ । ଘଟଣା ସ୍ଥଳକୁ ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ଙ୍କୁ ନେବ ପୋଲିସ । ସୋମବାର ରାତିରେ ଅଲେଖ ଙ୍କ ପରିବାର କୁ ହାଣିଲା ସମୟରେ ପୁତୁରା ଝିଆରୀ ଶିବ ର ଗୋଡ ଧରି ନେହୁରା ହୋଇଥିଲେ ଏବଂ ବିକଳ ହୋଇ କହିଥିଲେ ଯେ ଦାଦା ଆମକୁ ଛାଡିଦିଅ ।

ମାତ୍ର ର-କ୍ତମୁଖା ଶିବ କିଛି ଶୁଣି ନଥିଲା । ଏପରି କି ହତୟଆ ର ୪ ଦିନ ପୂର୍ବ ରୁ ପ୍ରି ପ୍ଳାନ କରିଥିଲା । କିଭଳି ହତୟଆ କରିବ ସେ ନେଇ ସୁଯୋଗ ଖୋଜୁଥିଲା ଶିବ । ଅଲେଖ ଙ୍କ ଶଳାଙ୍କ କହିବା ଅନୁଯାୟୀ ପ୍ରଥମେ ଶିବ ତାଙ୍କ ଭଉଣୀ ରଶ୍ମି ରେଖା ପୃଷ୍ଠି ଙ୍କୁ କଟୁଉରୀ ରେ ହାଆଣି ଥିଲା ଏହାପରେ ଅଲ୍ଲେଖ, ଦୁଇ ପୁଅ ଏବଂ ଝିଅ କୁ ହତୟଆ କରିଥିଲା । ଅଭିଯୁକ୍ତ ଶିବ ଙ୍କୁ ୩ ଦିନ ରିମାଣ୍ଡ ରେ ନେଇ ମାରାଥାନ ଜେରା ଚଳାଇଛି ମାହାଙ୍ଗା ପୋଲିସ ।

କାହିଁକି ଏବଂ କିଭଳି ହତୟଆ କରିଲା ? ୫ ଜଣ ଙ୍କୁ ମଆରିଥିବା ଶିବ ସ୍ଵୀକାର କରିଥିଲେ ମଧ୍ୟ ତାର କଥାରେ କେତେ ସତ୍ୟତା ରହିଅଛି ? ଏକାଧିକ ବ୍ୟକ୍ତି ଙ୍କ ସପୃକ୍ତି ସନ୍ଦେହ ଘନଉଛି । ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ସମୟରେ ପୋଷ୍ଟମଟମ ରିପୋର୍ଟ କୁ ଅପେକ୍ଷା କରିଅଛି ପୋଲିସ । ଅଲ୍ଲେଖ ଙ୍କ ମା’ କହିଛନ୍ତି ଯେ ଆମ୍ଭେ କାନ୍ଦି କାନ୍ଦି ଆମ୍ଭ ଆଖି ରୁ ଲୁହ ସରୁ ନାହିଁ ।

ସବୁବେଳେ କାନ୍ଦୁଛି, ଖାଇବା ନାହିଁ, ଶୋଇବା ନାହିଁ କିଛି ନାହିଁ । ଜଣେ ମା’ ମନ ଯାହା ହଉଛି ତାହା ସହଜରେ ପ୍ରକାଶ କରି ହୁଏନା । ଏକା ସହିତ ମୋ ଆଖି ଆଗରେ ସମୁଦାୟ ପାଞ୍ଚ ପାଞ୍ଚ ଜଣ ଛୁଆ ଚାଲିଗଲେ । ଏଭଳି କହି ଅଲ୍ଲେଖ ଙ୍କ ମା’ କାନ୍ଦିଛନ୍ତି, ସେହିଭଳି ଅଲ୍ଲେଖ ଙ୍କ ଶଳା କହିଛନ୍ତି ଯେ ସେ ଏତେ ସଅଇତାନ ଯେ ସେ କାହାକୁ ଛାଡି ନାହିଁ । ବଡ ଭଉଣୀ ଙ୍କୁ ପ୍ରଥମେ ଆତକ କରିଛି ଏହାପରେ ଜଣେ ଜଣେ କରି ମୋ ଭେଣେଇ ତଥା ଭଣଜା ଭାଣିଜୀ କୁ ମାଆରିଇଦେଲା ।

ସେ କହିଛନ୍ତି ଯେ ଦୋଷୀକୁ ନିଶ୍ଚିତ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଯାଉ କାରଣ ମୁଁ ମୋ ଭଣଜା ଭାଣିଜୀ ତଥା ମୋ ପରିବାର କୁ ଆଉ ଫେରି ପାଇବିନି । ତେବେ ଏହିଭଳି ଭାବରେ ଅଲ୍ଲେଖ ଙ୍କ ଶଳା ମର୍ମହାତ ହୋଇ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।