ଗିରଫ ହେଲେ କଂଗ୍ରେସ ନେତା Navjot Singh Sidhu, ଦେଖନ୍ତୁ କାହିଁକି ?

ଗି-ର-ଫ ହୋଇଛନ୍ତି ନବଜୋତ ସିଂ ସିଦ୍ଧୁ । ଲକ୍ଷ୍ମୀପୁର ଖେରୀ କୃଷକ ମୃ-ତ୍ୟୁ ଘ-ଟ-ଣା-ରେ ବି-କ୍ଷୋ-ଭ ପ୍ରଦର୍ଶନ କରୁଥିବା ବେଳେ ପୋ-ଲି-ସ ତାଙ୍କୁ ଗି-ର-ଫ କରିଛି । ପୂର୍ବତନ ଚିଫ କଂଗ୍ରେସ ନେତା ଅଖିଳେଶ ଯାଦବ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପରି ମୃ-ତ କୃଷକଙ୍କ ପରିବାରକୁ ଭେଟିବାକୁ ଚାହୁଁଥିଲେ । କିନ୍ତୁ ସେମାନଙ୍କୁ ଘ-ଟ-ଣା-ସ୍ଥ-ଳ-କୁ ଯିବାକୁ ବାରଣ କରିଥିଲେ ପୋ-ଲି-ସ । କୃଷକଙ୍କ ମୃ-ତ୍ୟୁ ଘ-ଟ-ଣା-କୁ ନେଇ ଏବେ ପର୍ଯ୍ୟନ୍ତ ଲକ୍ଷ୍ମୀପୁର ଖେରୀରେ ପରିସ୍ଥିତି ଉ-ତ୍ତେ-ଜ-ନା-ଜ-ନ-କ ରହିଛି ।

ସେଥିପାଇଁ ଉକ୍ତ ସ୍ଥାନରେ ପାରା ମିଲିଟାରୀଙ୍କ ସହ ଏକାଧିକ ପ୍ଲାଟୁନ ପୋ-ଲି-ସ ଫୋ-ର୍ସ ମୁ-ତ-ୟ-ନ କରାଯାଇଛି । କୃଷକ ମାନେ ଆ-ନ୍ଦୋ-ଳ-ନ-ରେ ବସିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅଙ୍କ ଗାଡି ସେମାନଙ୍କ ଉପରେ ଚ-ଢି-ଯି-ବା-ରୁ ଘ-ଟ-ଣା-ସ୍ଥ-ଳ-ରେ ୪ ଜଣ କୃଷକ ମୃ-ତ୍ୟୁ-ବ-ର-ଣ କରିଥିଲେ । ଏହାକୁ ନେଇ ପରିସ୍ଥିତି ଉ-ତ୍ତେ-ଜ-ନା-ଜ-ନ-କ ହେବାରୁ ଆହୁରି ୪ ଜଣ କୃଷକଙ୍କର ମଧ୍ୟ ମୃ-ତ୍ୟୁ ହୋଇଥିଲ୍କା । ତେବେ ଏହାକୁ ନେଇ ଖେରୀରେ ବର୍ତ୍ତମାନ ପରିସ୍ଥିତି ଜଟିଳ ରହିଛି ।

କୃଷକଙ୍କ ମୃ-ତ୍ୟୁ-କୁ ନେଇ ସଂଯୁକ୍ତ କୃଷକ ମଞ୍ଚ ତଥା ଅନ୍ଯାନ୍ଯ ବି-ରୋ-ଧୀ ଦଳମାନେ ତାତିଛନ୍ତି । ସେଥିପାଇଁ ଲକ୍ଷ୍ମୀପୁରକୁ ବର୍ତ୍ତମାନ କୌଣସି ରାଜନେତା ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସିଦ୍ଧୁଙ୍କ ପୂର୍ବରୁ ଏହି କାରଣରୁ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ପୋଲିସ ଅ-ଟ-କ ରଖିଛି । ତେବେ ନବଜୋତ ସିଂ ସିଦ୍ଧୁ ଦିନ ପ୍ରାୟ ୧୨ଟା ୪୫ ଘଟିକା ସମୟରେ ଗଭର୍ଣ୍ଣର ହାଉସ ସାମନାରେ ବି-କ୍ଷୋ-ଭ ପ୍ର-ଦ-ର୍ଶ-ନ କରୁଥିଲେ ।

ସେଥିପାଇଁ ବର୍ତ୍ତମାନ ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ପୋ-ଲି-ସ ଗି-ର-ଫ କରିଥିବା ସୂଚନା ମିଳିଛି । ତେବେ ପୋ-ଲି-ସ ସିଦ୍ଧୁଙ୍କୁ ଗି-ର-ଫ କରିବା ସମୟରେ ଘ-ଟ-ଣା-ସ୍ଥ-ଳ-ରେ ଉ-ତ୍ତେ-ଜ-ନା ପ୍ରକାଶ ପାଇଥିଲା । ସିଦ୍ଧୁଙ୍କ ସମର୍ଥକ ମାନେ ପୋଲିସ ହାତରୁ ସିଦ୍ଧୁଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ ଓ ବି-କ୍ଷୋ-ଭ ଜାରି ରଖିଥିଲେ । ତେବେ ସିଦ୍ଧୁ ଗି-ର-ଫ ହେବାକୁ ଭୟ ନ କରିବା ସହ କୃଷକ ମାନଙ୍କ ସମର୍ଥନରେ ଦୃଢ ଭାବେ ଠିଆ ହୋଇଥିଲେ ଓ ସରକାରଙ୍କ ଏହିଭଳି ପଦକ୍ଷେପକୁ କ-ଡା ନି-ନ୍ଦା କରିବା ସହ ପ୍ର-ତି-ବା-ଦ ମଧ୍ୟ କରିଥିଲେ ।

ତେବେ ଭିଡ ଏବଂ ବା-ଦ-ବି-ବା-ଦ ମଧ୍ୟରେ ପୋ-ଲି-ସ ନବଜୋତ ସିଂ ସିଦ୍ଧୁଙ୍କୁ ଗି-ର-ଫ କରିବାରେ ସକ୍ଷମ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।