ଦେଖନ୍ତୁ ଭିଡିଓ – ଘରେ ଏହି ମହିଳାଙ୍କ ସହ ରହୁଥିଲା ନାଗ ସାପ, ତାପରେ ଯାହା ହେଲା ନଦେଖିଲେ ଆପଣ ବିଶ୍ଵାସ କରି ପାରିବେନି

ଆମ ଦେଶରେ ସାପକୁ ପ୍ରଭୁ ଶିବଙ୍କର ବରଦାନ ଭାବେ ମାନାଯାଏ | ଯାହାକୁ କିଛି ଲୋକ ମାନେ ବିଶ୍ଵାସ କରିଥାନ୍ତି | ଆଜିର ଆମର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି | ଏହି ଭିଡିଓ ରେ ଜଣେ ମହିଳା ନିଜ ଘରେ କୋବ୍ରା ସାପ ଅନେକ ଦିନ ଧରି ରଖି ତାର ପୂଜା କରିବା ସହ ସୁରକ୍ଷିତ ଭାବେ ସାପକୁ ଘରେ ରଖିଥିଲେ |

ସେହି ମହିଳା ଜଣକ ସାପକୁ ନିଜ ଘର ଦେବତା ମାନେ କରି ତାକୁ ଘରେ ରଖିଥିଲେ | କିନ୍ତୁ ଗାଁ ଲୋକ ମାନେ ଏହା ଜାଣି ପାରି ସାପ ଧରାଳିକୁ ଡାକି ତୁରନ୍ତ ସେ ସାପକୁ ଘର ବାହାର କରି ଦେଇଛନ୍ତି | ଏହା ପରେ ମହିଳା ଜଣକ ସେ ସାପକୁ ତାଙ୍କ ଘକୁ ନ ନେବା ପାଇଁ ଅନୁରୋଧ କରିଥିବାର ଏହି ଭିଡିଓ ରୁ ଜଣା ପଡୁଛି | ମହିଳା ଜଣକ ଏତେ ଅନ୍ଧବିଶ୍ଵାସ ରେ ରହିଛନ୍ତି ଯେ ସାପକୁ ନିଜ ଘରେ ରଖିବା ପାଇଁ ସାପ ଧରାଳିର ଗୋଡ ତଳେ ପଡିଯାଇ ତାଙ୍କୁ କାକୁତି ମିନତୀ ହେବାର ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି |

 

ମହିଳା ଏତେ ଜୋରରେ କାନ୍ଦୁଛନ୍ତି ଯେପରି ଲାଗୁଛି ତାଙ୍କ ଠାରୁ ତାଙ୍କର କିଛି ମୁଲ୍ଯବାନ ସମ୍ପତି ଦୂରେଇ ଯାଉଛି | କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଘରେ ସାପ ରଖି ତା ସହ ରହିବା ଏକ ଅଦଭୂତକର ଘଟଣା ଅଟେ ଯାହା ଏହି ମହିଳା ଜଣକ କରି ଦେଖାଇଛନ୍ତି | ଏହା ଛଡା ସେ ସାପ ନ ନେବା ପାଇଁ ଯେତେ ଟଙ୍କା ଦରକାର ସେତେ ଟଙ୍କା ଦେବାକୁ ରାଜି ଅଛନ୍ତି ବୋଲି ମଧ୍ୟ କହିଛନ୍ତି | ସାପ ତାଙ୍କର କିଛି ବି କ୍ଷତି କରୁ ନ ଥିଲା ଏହା ମଧ୍ୟ ମହିଳା ଜଣକ ନିଜ ମତରେ କହିଛନ୍ତି |

କିନ୍ତୁ ତାଙ୍କ ଗାଁ ଲୋକ ମାନେ ଏହାର ବି-ରୋ-ଧ କରି ସାପ ଧରାଳିକୁ ଡାକି ସାପକୁ ତାଙ୍କ ହାତରେ ହସ୍ତାନ୍ତର କରିଛନ୍ତି | ସାପ ଧରାଳି ଜଣକ ମହିଳାଙ୍କ ଘରକୁ ଆସି ସେ କୋବ୍ରା ସାପକୁ ଧରିବାରେ ସଫଳ ହୋଇଛନ୍ତି | ସାପ ଧରାଳି ଜଣକ କହିଛନ୍ତି ଯେ ଯେଉଁ ମାନେ ଏ ଅନ୍ଧବିଶ୍ଵାସରେ ରୁହନ୍ତି ଯେ ସାପକୁ ଘରେ ପାଳିଲେ ଶୁଭ ହୋଇଥାଏ ତାହା ବାସ୍ତବରେ ଏକ ଭ୍ରମଧାରଣା ଅଟେ | କାରଣ କୋବ୍ରା ସାପ ହେଉ ବା ଅନ୍ୟ କୌଣସି ସାପ ହେଉ ସବୁଠାରୁ ବି-ଷ-ଧ-ର ସାପ ହେଉଛି କୋବ୍ରା |

ଯଦି କୋବ୍ରା ଥରେ ଚୋଟ ମାରିଦିଏ ତେବେ ବ୍ଯକ୍ତିର ଜୀବନ ଯାଇଥାଏ ତ ଆଉ କିଛି କ୍ଷେତ୍ରରେ ବ୍ୟକ୍ତି ପାରାଲିସିସ ହୋଇଯାଏ | ତେଣୁ ଶେଷରେ ଏତିକି କୁହା ଯାଇପାରେ ଯେ କୌଣସି ବି ସାପକୁ ଘରେ ରଖି ପାଳିବା ଭୁଲ ଧାରଣା ଅଟେ | ତେଣୁ ଯଦି ଘରର ଆଖ ପାଖରେ ଯଦି ସାପ ରହିଥିବାର ଦେଖାଯାଏ ତେବେ ତୁରନ୍ତ ସାପ ଧରାଳିକୁ ଡାକି ସାପକୁ ବାହାର କରନ୍ତୁ |

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ | ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ |