ମା’ର ଏମିତି ମମତା ଦେଖି ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ ଏହି Shocking ଭାଇରାଲ Video

ଜୀବନ ରେ ଯଦି କିଏ ନିଜ କଥା ନ ଭାବି ଅନ୍ୟ କଥା ଆଗ ଭାବେ ତେବେ ସେ ହେଉଛି ମାଆ । ସେ ମଣିଷ ହେଉ କିମ୍ବା ପଶୁ ପକ୍ଷୀ ମାଆ କେବେବି ନିଜ ପିଲା ଙ୍କୁ କିଛି ବି ହବାର ଦେବ ନାହିଁ ।

ତେବେ ସେହି ଭଳି କିଛି ମାଆ ର ମମତା କୁ ନେଇ ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭା-ଇ-ରା-ଲ ଭି-ଡି-ଓ ଘୁରି ବୁଲୁଛି । ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିନେବା ସେହି ଭି-ଡି-ଓ ବିଷୟରେ ।

୧-ପ୍ରଥମ ଭି-ଡି-ଓ ଟି ରେ ଜଣେ ମାଆ ନିଜ ପିଲାକୁ ନେଇ ରାସ୍ତା ର ଏକ ସାଇଡ଼ ରେ ଛିଡା ହୋଇଥିଲା ତେବେ ସେହି ସମୟରେ ହଠାତ ଏକ ଛାତ ରୁ ଏକ ବରଫ ର ବଡ଼ ଖଣ୍ତ ତଳେ ପ-ଡ଼ି-ବା-କୁ ଆସୁଥିଲା ସେତେବେଳେ ସେ ମାଆ ଜଣକ ସଙ୍ଗେ ସଙ୍ଗେ ନିଜ ଛୁଆ କୁ ଧରି ଅନ୍ୟ ଆଡେ ଚାଲି ଯାଇଥିଲା ଏବଂ କିଛି ବଡ଼ ଅ-ଘ-ଟ-ଣ ହେବାରୁ ବଞ୍ଚିଗଲେ ।

୨- ଦ୍ଵିତୀୟ ଭି-ଡ଼ି-ଓ-ରେ ଗୋଟିଏ ମଇଁଷି ନିଜର ଛୁଆ କୁ ନେଇ ପାଣି ପିଇବାକୁ ଯାଉଥିଲା କିନ୍ତୁ ହଠାତ ସେହି ସମୟରେ ଗୋଟିଏ ସିଂହ ତାଙ୍କ ଉପରେ ହ-ମ-ଲା କରିବାକି ଆସିଲା ସେହି ସମୟରେ ସେ ମାଆ ମଇଁଷି ଜଣକ ସିଂହ ସହ ଲଢେ଼ଇ କରିଥିଲେ କିନ୍ତୁ ସିଂହ ଟି ଅନ୍ୟ ଆଡୁ ଆସି ଛୁଆ ଉପରେ ଆକ୍ରମଣ କରି ଦେଇଥିଲା ତେବେ ଏହି ସମୟରେ ମାଆ ମଇଁଷି ନିଜର ଦଳ କୁ ନେଇ ସହି ସିଂହ ଉପରେ ଆ-କ୍ର-ମ-ଣ କରିବା ଯୋଗୁଁ ସିଂହ ସେଠାରୁ ପଳେଇଥିଲା ଏବଂ ଛୁଆ ମଇଁଷି ବଂଚି ଯାଇଥିଲା ।

୩- ତୃତୀୟ -ଭି-ଡି-ଓ ରେ ଗୋଟିଏ ମାଙ୍କଡ଼ ର ଛୁଆ ଏକ କୂଅ ଭିତରେ ପଡି ଯାଇଥିଲା ଏବଂ ଯେତେ ଚେଷ୍ଟା କରିଲେ ମଧ୍ୟ ସେଠାରୁ ବାହାରି ପାରୁ ନଥିଲା ତେବେ ଶେଷ ରେ ମାଆ ମାଙ୍କଡ଼ ନିଜର ରିସ୍କ ଉଠାଇ କୂଅ ପାଖରେ ଗୋଡ଼ କୁ ଭରା ଦେଇ ନିଜ ଛୁଆ କୁ ଟା-ଣି ସେହି କୂଅ ରୁ ବାହାରକୁ ନେଇ ଆସିଥିଲା ।

୪- ଚତୁର୍ଥ ଭି-ଡି-ଓ ରେ ଏକ ବାଇକରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କ ଘର ପାଖରେ ଆସି ତାଙ୍କ ସହ କଥା ହେଉଥିଲେ ଏବଂ ସୁଯୋଗ ଦେଖି ସେହି ମହିଳା ର ଚାରି ବର୍ଷ ର ଛୁଆ କୁ ଅ-ପ-ହ-ର-ଣ କରିବା ପାଇଁ ଚେଷ୍ଟା କରିଥିଲେ ତେବେ କିନ୍ତୁ ମାଆ ସେହି ଯୁବକ ଜଣକୁ ଠେ-ଲି ନିଜ ଛୁଆ କୁ ବଞ୍ଚେଇ ଦେଇଥିଲେ ଏବଂ ପୋଲିସ ସେମାନଙ୍କୁ ଗି-ର-ଫ ମଧ୍ୟ କରି ନେଇଥିଲା ।

୫- ପଞ୍ଚମ ଭି-ଡି-ଓ ରେ ଗୋଟିଏ କାଉ ଏକ ଛୋଟ ଠେକୁଆ ଛୁଆ କୁ କା-ମୁ-ଡି ତାକୁ ମା-ରି-ବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ଠିକ ସେହି ସମୟରେ ସେହି ଛୋଟ ଠେକୁଆ ର ମାଆ ଦ୍ରୁତ ଗତିରେ ଦୌଡ଼ି ଆସି ସେହି କାଉ କୁ ଡ-ରା-ଇ ନିକ ଛୁଆ କୁ ବଞ୍ଚାଇ ଦେଇଥିଲା ତେବେ ଏହି ଭି-ଡି-ଓ ଖୁବ ଭା-ଇ-ରା-ଲ ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।