ଦୀପାବଳି ପୂର୍ବରୁ ଏହି ରାଶି ଉପରେ ମହାଲକ୍ଷ୍ମୀ ଙ୍କର ରହିବ କୃପା ଦୃଷ୍ଟି, ଦୀପ ଭଳି ଭାଗ୍ୟ ହେଇ ଉଠିବ ଉଜ୍ଜ୍ଵଳ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ସ୍ଵାଗତ କରୁଛୁ ଆମର ଏହି ପୋଷ୍ଟ ଟିକୁ । ଗ୍ରହ ଚକ୍ର ବ୍ୟକ୍ତିର ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଗ୍ରହ ର ଚଳନ ଅନୁସାରେ ବ୍ୟକ୍ତିକୁ ତାର ଜୀବନରେ ଭଲ ଓ ଖରାପ ସମୟ ଦେଇ ଗତି କରିବାକୁ ପଡିଥାଏ । ଯଦି ଗ୍ରହଙ୍କର ଗତି ଶୁଭ ଥାଏ ତେବେ ଏହାର ଭଲ ପରିଣାମ ମିଳେ କିନ୍ତୁ ଗ୍ରହର ସ୍ଥିତି ଅଶୁଭ ଥିଲେ ବ୍ୟକ୍ତିକୁ ବହୁତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀପାବଳି ପୂର୍ବରୁ ଧନ ର ଦେବୀ ମାତା ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ଏହି ସବୁ ରାଶି ଉପରେ ପକାଇବାକୁ ଯାଉଛନ୍ତି । ଯେଉଁଥି ପାଇଁ ସେମାନଙ୍କ ଭାଗ୍ୟ ଦୀପ ଭଳି ଉଜ୍ଜ୍ଵଳ ହେବ, ଜୀବନରେ ଭାଗ୍ୟ ଓ ସମୟର ପୂର୍ଣ୍ଣ ସହଯୋଗ ମିଳିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ସେହି ସବୁ ରାଶି ବିଷୟରେ କହିବୁ ।

କେଉଁ ସବୁ ରାଶି ଉପରେ ମା ଲକ୍ଷ୍ମୀ ଙ୍କର ରହିବ କୃପା ଦୃଷ୍ଟି

କର୍କଟ-

କର୍କଟ ରାଶି ବ୍ୟକ୍ତି ଙ୍କ ଉପରେ ଦୀପାବଳି ପୂର୍ବରୁ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର କରୁଣା ବର୍ଷିବା କୁ ଯାଉଛି । ଆପଣଙ୍କୁ ଅକସ୍ମାତ ଧନ ମିଳିବାର ଯୋଗ ହେଉଛି । ଆପଣଙ୍କର ଅଟକିଥିବା ଧନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ତ ବାଧା ଖଣ୍ଡନ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବ ।

ସିଂହ-

ଏହି ରାଶି ର ବ୍ୟକ୍ତି ଙ୍କୁ ଦୀପାବଳି ପୂର୍ବରୁ ମାତା ଲକ୍ଷ୍ମୀ ଙ୍କର କୃପା ମିଳିବ । ବିଶେଷତଃ ବ୍ୟବସାୟୀ ଲୋକ ମାନଙ୍କୁ ବିଶେଷ ଲାଭ ହେବ, ଚାକିରି କରିଥିବା ବ୍ୟକ୍ତିଙ୍କର ଆୟ ରେ ବୃଦ୍ଧି ହେବ । ଜୀବନର କିଛି କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେବ । ମାଙ୍କ କୃପାରୁ ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହେବ ।

କନ୍ୟା-

କନ୍ୟା ରାଶି ର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ । ଜୀବନରେ ଥିବା ସମସ୍ତ ସମସ୍ୟା ସମାପ୍ତ ହେବ । ଯେଉଁ ବି କାର୍ଯ୍ୟ ଭାବିଥିବେ ସେ ସବୁ ସଫଳତା ପୂର୍ବକ ସମାପ୍ତ ହେବ । ମାଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ହେବ ।

ତୁଳା-

ତୁଳା ରାଶି ର ବ୍ୟକ୍ତି ଙ୍କ ଉପରେ ଦୀପାବଳି ପୂର୍ବରୁ ଧନ ର ଦେବୀ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବ । ନିଜର କାର୍ଯ୍ୟ କ୍ଷେତ୍ର ରେ ଭଲ ଲାଭ ମିଳିବ । ଆପଣ ନେଇଥିବା ନିର୍ଣ୍ଣୟ ଠିକ ରହିବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆର୍ଥିକ ସ୍ଥିତି ମଜବୁତ ରହିବ ।

ଧନୁ-

ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଦୀପାବଳି ପୂର୍ବରୁ ମାତା ଲକ୍ଷ୍ମୀ ଙ୍କର ଅପାର କରୁଣା ରହିବ । ଜୀବନରେ ଆଗକୁ ବଢିବାର ଅନେକ ସୁଯୋଗ ମିଳିବ । କିଛି ନୂତନ ଯୋଜନା କରିବେ ଯାହା ସଫଳ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ କାର୍ଯ୍ୟ କ୍ଷ୍ହେତ୍ରରେ ଉନ୍ନତି ହେବ ।

କୁମ୍ଭ-

କୁମ୍ଭ ରାଶି ବ୍ୟକ୍ତି ଦୀପାବଳି ପୂର୍ବରୁ ଧନ ଲାଭର ଅବସର ମିଳିବ । ଆପଣଙ୍କର ମନ କାର୍ଯ୍ୟରେ ଲାଗିବ । ଏଟିଏମ ବିଶ୍ବାସ ରେ ବୃଦ୍ଧି ହେବ । ଲକ୍ଷ୍ମୀ ଙ୍କ କୃପାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।