ଦୀପାବଳୀର ରାତିରେ ଯଦି ମିଳିଯାଏ ଏହି ସଂକେତ, ତେବେ ଜାଣି ନିଅନ୍ତୁ ମିଳିଗଲା ମା ଲକ୍ଷ୍ମୀଙ୍କ କୃପା

ଦୀପାବଳି ରାତିରେ ଲୋକମାନେ ବିଧି ବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା ଅର୍ଚନା ଏବଂ ସମସ୍ତ କର୍ମ କରନ୍ତି ଯାହା ଦୂରା ତାଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୁଏ । ଆପଣ ମାନେ ବି ଏହି ଥର ପୂଜାର ବ୍ୟବସ୍ତା କରୁଥିବେ, କିନ୍ତୁ ଆପଣ ମାନେ ଜାଣନ୍ତି କି  ସେହି ସଙ୍କେତ ବିଷୟରେ ଯେଉଁଥିରେ ଏହା ଜାଣି ବାକୁ ମିଳେ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳି ଥାଏ । ଯେମିତିକି କୁହା ଯାଇଛି ଯେ ସକୁନ ଶାସ୍ତ୍ର ଏବଂ ପ୍ରାଚୀନ ମାନ୍ୟତା ଅନୁସାରେ ଦୀପାବଳି ରାତିରେ କିଛି ଏମିତି ସଙ୍କେତ ମିଳେ ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଏହି ବର୍ଷ ଆପଣଙ୍କ ଉପରେ ଲକ୍ଷ୍ମୀ କୃପା ହେଇଛନ୍ତି ବୋଲି । ଆଜି ଆମେ ଆପଣଙ୍କୁ ସେହି ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ଯଦି ଦେଖନ୍ତି ପେଚା

ଦୀପାବଳି ରାତିରେ ପେଚା ଦେଖିବା ବହୁତ ଶୁଭ ମନାଯାଏ । କାରଣ ପେଚା ଦେବୀ ମା ଲକ୍ଷ୍ମୀଙ୍କର ବାହନ ମାନନ୍ତି ଏବଂ ସମସ୍ତ ମାନନ୍ତି କି ଦୀପାବଳି ର ଅମାବାସ୍ୟା  ରାତିରେ ଦେବୀ ମା ଲକ୍ଷ୍ମୀ ନିଜ ବାହନରେ ବସି ଭ୍ରମଣ କରନ୍ତି । ସେଥିପାଇଁ ଏହି ଦିନ ପେଚା ଦେଖିବା ମା ଲକ୍ଷ୍ମୀ ଙ୍କର କୃପା ଦୁରା ସମ୍ଭବ ହୁଏ । ଯଦି ଏହିଥର ଆପଣଙ୍କୁ ଏହି ପକ୍ଷୀ ଦେଖା ଯାଏ ତେବେ ଭାବିନେବେ ଆପଣଙ୍କର ଭାଗ୍ୟ ଖୋଲି ଗଲା ।

କେଶରୀ ରଙ୍ଗର ଗାଈ ର ଦର୍ଶନ

ଦୀପାବଳି ଦିନ କେଶରୀ ରଙ୍ଗ ଗାଈ ର ଦର୍ଶନ ବହୁତ ଶୁଭ ମନା ଯାଏ । ଶକୁନ ଶାସ୍ତ୍ର ଅନୁସାରେ କେଶରୀ ରଙ୍ଗ ର ଗାଈ ଦେବତା ର ପ୍ରତୀକ ଅଟେ ଏବଂ  ସେହିଦିନ ଗାଈକୁ ଦେଖିଲେ ସୁଖ ସମୃଦ୍ଧି ର ଆଗମନ ହୁଏ । ସେଥିପାଇଁ ଏଥର ଦୀପାବଳି ରେ କେଶରୀ ରଙ୍ଗ ର ଗାଈ କୁ ଦର୍ଶନ କରନ୍ତୁ ।

ଯଦି ମିଳି ଯାଏ ଅଟକି ଥିବା ଧନ

ଦୀପାବଳି ଦିନ ଶୁଭ ସଙ୍କେତ ଦ୍ଵାରା ଆସୁ ନଥିବା ଧନ ମିଳି ଯିବାର ମଧ୍ୟ ଶୁଣା ଯାଏ । ଦୀପାବଳି ଦିନ ଆପଣଙ୍କୁ ହରେଈଥିବା କିଂମ୍ବା କୋଣସି ଠାରେ ଅଟକିଥିବା ଧନ ମିଳିଯାଏ ତେବେ ଏହାକୁ ମା ଲକ୍ଷ୍ମୀଙ୍କର କୃପା ବୋଲି ମାନିବାକୁ ପଡିବ । ଏଥି ସହିତ ଏହି ଦିନରେ ଉପହାର ମିଳିବା ବି ଶୁଭ ମନା ଯାଇଥାଏ। ସେଥିପାଇଁ ଦୀପାବଳି ଦିନ ପରସ୍ପର ଭିତରେ ଉପହାର ଦବାର ପରଂପରା ମଧ୍ୟ ରହି ଅଛି ।