ଡିସେମ୍ବର 22ରୁ ଖୋଲିବ ଶ୍ରୀ ମନ୍ଦିର, ହେଲେ ଏହି ସବୁ ତାରିଖରେ ରହିବ ଏମିତି ବିଶେଷ କଟକଣା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ସବୁଠାରୁ ବଡ ଖବର ଡିସେମ୍ବର ୨୨ ରୁ ଖୋଲିପରେ ଶ୍ରୀ ମନ୍ଦିର । ତେବେ ଏହା ଭିତରେ ବଡ଼ ନିଷ୍ପତି ଗ୍ରହଣ କରାଯାଇଛି ଯେ ମନ୍ଦିର ଖୋଲିଲେ ଧୀରେ ଧୀରେ ଭକ୍ତଙ୍କୁ ଅନୁମତି ଦିଆଯିବ ଏବଂ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ହେଲେ ଭକ୍ତଙ୍କୁ ପ୍ରଥମେ କରୋନା ଟେଷ୍ଟ କରିବାକୁ ହେବ । ଯଦି ରିପୋର୍ଟ ନେଗେଟିଭ ଅଛି ତେବେ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ରହିବ । ରଥଯାତ୍ରାରେ ପୁରିବାସି ବହୁ ପରିମାଣରେ ସହଯୋଗ କରିଥିଲେ ।

୧ ତାରିଖ ନୂଆ ବର୍ଷ ଏବଂ ତା ପରଦିନ ଅର୍ଥାତ ୨ ତାରିଖ ଦିନ ମନ୍ଦିର ବନ୍ଦ ରହିବ । ଦର୍ଶନ ବନ୍ଦ ରହିବ, ପୁଣି ୩ ତାରିଖରୁ ମନ୍ଦିର ଖୋଲାଯିବ । ନୂଆବର୍ଷରେ ମହାପ୍ରଭୁ ଙ୍କ ଦର୍ଶନ ମିଳିପାରିବ ନାହିଁ । ମନ୍ଦିର ଭିତରେ କଟକଣା ଲଗାଯିବ । ଫୁଲ, ଦୀପ, ଏବଂ ଧୂପ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସରକାର ଙ୍କୁ ସୁପାରିସ କରିବେ ମନ୍ଦିର ଖୋଲିବା ପାଇଁ ଏ କଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପ୍ରଷ୍ଟ ସୂଚନା ଦିଆଯାଇଛି ।

ସରକାର ଙ୍କ ନିଷ୍ପତି ଆସିଲେ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ । କୋରୋନା ସଂକ୍ରମଣ ସରିନାହିଁ ଭକ୍ତଙ୍କୁ ଧର୍ଯ୍ୟ ଧରିବାକୁ ପଡ଼ିବ । ମନ୍ଦିର ଖୋଲିଲେ ଧୀରେ ଧୀରେ ଭକ୍ତଙ୍କୁ ଅନୁମତି ଦିଆଯିବ । ପୁରୀ ବାସୀଙ୍କୁ ପ୍ରଥମେ ଅଗ୍ରଦିର ଦିଆଯିବ ଏକଥା ଆଜି ସ୍ପ୍ରଷ୍ଟ ଭାବରେ ସୂଚନା ଦିଆଯାଇଛି । ସବୁଠାରୁ ବଡ଼ ଖବର ୨ ଦିନ ଭିତରେ ସୁପାରିସ କରାଯିବ । ଏହି ସୁପାରିସ କୁ କାର୍ଯ୍ୟକାରୀ ହେବା ପାଇଁ ପାଞ୍ଚରୁ ଛ ଦିନ ଲାଗିବ । ୨୫, ୨୬, ୨୭, ୨୮ ତାରିଖ କିଛି କଟକଣା ରହିବ ।

ଧର୍ଯ୍ୟ ଧରି ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜଉ ମାନଙ୍କର ଦର୍ଶନ କରିପାରିବେ । କୋଭିଡ କାରଣରୁ ପାଖା ପାଖି ୮ ରୁ ୯ ମାସ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିଥିଲା ଏବେ ଏହି କଥା ସାମ୍ନାକୁ ଆସୁଛି କି ମନ୍ଦିର ଖୁବ ଶୀଘ୍ର ଖୋଲିବାକୁ ଯାଉଛି । ଡିସେମ୍ବର ଶେଷ ସପ୍ତାହରେ ମନ୍ଦିର ଖୋଲିବ । ଏବଂ ଏଥିପାଇଁ ଏକ ପ୍ରକାରର ପ୍ରସ୍ତୁତି ଆରମ୍ଭ ହେଉଛି । ପ୍ରଥମେ ସରକାର ଙ୍କୁ ସୁପାରିସ କରିବେ ଶ୍ରୀ ମନ୍ଦିର ଖୋଲିବାପାଇଁ । ଦୁଇ ଦିନ ଭିତରେ ଏହି ସୁପାରିସ କରାଯିବ ।

ସୁପାରିସ କୁ କାର୍ଯ୍ୟକାରୀ କରିବାପାଇଁ ସମୟ ଲାଗିବ । ୨୫, ୨୬, ୨୭, ୨୮ ଏହି ଚାରି ଦିନ ଭିତରେ ମନ୍ଦିର ଖୋଲିପାରେ କିନ୍ତୁ ୧ ତାରିଖ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ । ମନ୍ଦିର ଖୋଲିଲେ ଧୀରେ ଧୀରେ ଭକ୍ତଙ୍କୁ ଅନୁମତି ଦିଆଯିବ । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଲାଗି ରହିଥିଲା କି କେବେ ଖୋଲିବ ଶ୍ରୀ ମନ୍ଦିର ।

କିନ୍ତୁ ଆଜି ସେହି ତାରିଖ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି । ଶ୍ରୀ ମନ୍ଦିର ଖୋଲିବା ପାଇଁ ଗ୍ରୀନ ସିଗ୍ନାଲ ମିଳିବାକୁ ଯାଉଛି ଡିସେମ୍ବର ୨୨ ପରେ । ଶ୍ରୀ ମନ୍ଦିର ଖୋଲିବାର ଏକ ପ୍ରକାରର ନିଷ୍ପତି ମଧ୍ୟ ଆସିପାରେ । ତେବେ ମହାପ୍ରଭୁ ଙ୍କ ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।