ଏହି ଉପାୟରେ ଥରେ ବ୍ରସ କରନ୍ତୁ, ଦାନ୍ତ ମୋତି ଭଳି ଚମକିବ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଚମତ୍କାର ଏବଂ ଧଳା ଦାନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ମାତ୍ର ଆମେ ଆମ ଶରୀର ତଥା ଦାନ୍ତ ର ଯତ୍ନ ନ ନେବା ଦ୍ଵାରା ଆମକୁ ନାନା ପ୍ରକାରର ରୋଗ ତଥା ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ ।

ଦାନ୍ତର ଯତ୍ନ ନ ନେଲେ ଆମ ଦାନ୍ତ ହଳଦିଆ ତଥା ଦୁର୍ଗନ୍ଧ ଭଳି ବାତାବରଣ ସୃଷ୍ଟି କରିଥାଏ । ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ଏ ଭଳି ଏକ ଘରୋଇ ଉପଚାର ଟି ନେଇ ଆସିଛୁ ଯାହାକୁ ପ୍ରୟୋଗ କରିବା ଦ୍ଵାରା ଆପଣ ମାନଙ୍କର ଦାନ୍ତ ମୋତି ଭଳି ଧଳା ଦେଖାଯିବା ସହିତ ଚମକି ଉଠିବ । ଆସନ୍ତୁ ଜାଣିବା ସେହି ବିଶେଷ ଉପଚାର ଟି କଣ ଅଟେ ? ପ୍ରଥମେ ଆପଣ ଏକ ପାତ୍ରରେ ସନ୍ଧ୍ୟବ୍ୟ ଲୁଣ ନିଅନ୍ତୁ । ଲୁଣ ରୁ ଏକସ୍ଫୋଲିଏଣ୍ଟ ଗୁଣ ମିଳିଥାଏ । ଏହାଫଳରେ ଦନ୍ତରେ ଲାଗିଥିବା ଦାଗ ତଥା ହଳଦିଆପଣ ଦୂର ହୋଇଥାଏ ।

ଏହାପରେ ଆପଣ ଏଥିରେ ୧ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ । ବେକିଙ୍ଗ ସୋଡା କୁ ସୋଡିୟମ ବାୟୋକାର୍ବୋନେଟ ମଧ୍ୟ କୁହା ଯାଇଥାଏ । ଏହା ଦାନ୍ତରେ ଲାଗିଥିବା ଦାଗ କୁ ଲିଭାଇବାରେ ତୁରନ୍ତ ସହାୟତା ହୋଇଥାଏ । ଏହାପରେ ଆପଣ ଏଥିରେ ୧ ଚାମଚ ଲେମ୍ବୁରସ ମିଶାନ୍ତୁ । ଏହାପରେ ଆପଣ ୧ ଚାମଚ ପାଣି ଦିଅନ୍ତୁ ଏବଂ ଏହି ମିଶ୍ରଣଟିକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହାପରେ ଆପଣ ଏକ ବ୍ରଷ ରେ ଲଗାଇ ନିଜ ଦାନ୍ତ କୁ ସଫା କରନ୍ତୁ । ସଫା କରିସାରିବା ପରେ ସାଧା ପାଣିରେ ଦାନ୍ତ କୁ ଧୋଇ ଦିଅନ୍ତୁ । ଅଥବା ଆପଣ ଏଭଳି ମଧ୍ୟ କରିପାରିବେ ଯେ, ଟୁଥପେଷ୍ଟ କୁ ଆପଣ ଏହି ମିଶ୍ରଣ ରେ ମିଶାଇ ଦାନ୍ତ କୁ ସଫା ମଧ୍ୟ କରିପାରିବେ । ଆପଣ ସପ୍ତାହ ମଧ୍ୟରେ ୨ ଦିନ ଏହି ଘରୋଇ ଉପଚାର ର ବ୍ୟବହାର କରନ୍ତୁ ।

ଏହାପରେ ଆପଣ ୧୫ ଦିନ କୁ ଥରେ ପ୍ରୟୋଗ କଲେ ମଧ୍ୟ ଚଳିବ । ଏହି ଘରୋଇ ଉପଚାର ର ପ୍ରୟୋଗ ର କିଛି ଦିନ ମଧ୍ୟରେ ଆପଣ ଆପଣଙ୍କର ଦାନ୍ତ କୁ ମୋତିଭଳି ଚମକାଇ ପାରିବେ । ଆଉ ଏକ ଉପାୟ ମଧ୍ୟ ରହିଅଛି । ତାହା ହେଉଛି,- ଆପଣ ୨ ତି ପିଜୁଳି ପତ୍ର କୁ ବାଟି ପେଷ୍ଟ ବନାନ୍ତୁ । ଏହାପରେ ଆପଣ ଏହାକୁ ନିଜ ଆଙ୍ଗୁଳି ରେ ନିଅନ୍ତୁ ଏବଂ ନିଜ ଦାନ୍ତରେ ଲଗାଇ ଭଲ ଭାବେ ଘଷନ୍ତୁ । ଏହାପରେ ପ୍ରାଏ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ନିଜ ଦାନ୍ତ ରେ ଲାଗି ରହିବାକୁ ଦିଅନ୍ତୁ । ୨ ମିନିଟ ପରେ ଆପଣ ଖାଲି ପାଣିରେ ଦାନ୍ତ କୁ ଧୋଇ ଦିଅନ୍ତୁ ।

ଏହାପରେ ନୀତିଦିନ ଯେଉନଭଳି ବ୍ରସ କରନ୍ତି ସେଭଳି କରନ୍ତୁ । ଏହି ଉପାୟରେ ଆପଣଙ୍କ ଦାନ୍ତ କୁ କିଛି ଦିନ ପାଇଁ ସଫା କରନ୍ତୁ । ପିଜୁଳି ପତ୍ରର ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କ ଦାନ୍ତରେ ପୋକ ଲାଗିବା ସମେତ ଆପଣଙ୍କ ଦାନ୍ତ ମାଢି ଜନିତ ରୋଗକୁ କମ କରିଥାଏ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ନିଜର ମତାମତ ଜଣାନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।