ଦକ୍ଷିଣ ଆଫ୍ରିକାର ବିଲକୁଲ ବି ୱିକେଟ ଯାଉ ନଥିଲା କଳା ଯାଦୁ କଲେ ବିରାଟ କୋହଲି ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌ ।

ଦକ୍ଷିଣ ଆଫ୍ରିକା ବିଲକୁଲ ବି ୱିକେଟ ଯାଉ ନ ଥିଲା । କିନ୍ତୁ ଅଚାନକ ବିରାଟ ୱିକେଟ କୁ ଧରି ଏମତି କିଛି କରି ଦେଲେ । ତା ପର ବଲ ରେ ନେଲେ ୱିକେଟ । ହଁ ଦର୍ଶକ ବନ୍ଧୁ ଭାରତୀୟ ବୋଲୋର ବୋଲିଙ୍ଗ କରି ଥକି ଯାଇଥିଲେ ସୁଧା ଜମା ବି ୱିକେଟ ପଡୁ ନ ଥିଲା । କିନ୍ତୁ ବିରାଟ କୋହଲି ଏମିତି କିଛି କରି ଦେଲେ ଯାହା ପର ବଲ ରେ ପଡିଲା ୱିକେଟ । ଏବେ କ୍ରିକେଟ ପ୍ରେମୀ ମାନେ କହୁଛନ୍ତି ବିରାଟ ଯାଦୁ କରିଲେ ଆଉ ୱିକେଟ ପଡିଲା ଦକ୍ଷିଣ ଆଫ୍ରିକାର ।

ବିଶ୍ଵକପରେ ହାର୍ଦ୍ଦିକ ପାଣ୍ଡିଆ ଯେମିତି ପାକିସ୍ତାନ ବିପକ୍ଷ ମ୍ଯାଚରେ ବଲ କୁ କିଛି କହିବା ପରେ ସଙ୍ଗେ ସଙ୍ଗେ ୱିକେଟ ପଡିଥିଲା । ସେହିପରି ଦକ୍ଷିଣ ଆଫ୍ରିକା ବକ୍ସିଙ୍ଗ ଟେଷ୍ଟ ରେ ମଧ୍ୟ ବିରାଟ କଳା ଯାଦୁ କରିଛନ୍ତି ବୋଲି ଏବେ ମଜାଦାର ଚର୍ଚ୍ଚା ହେଉଛି । କାରଣ ଦକ୍ଷିଣ ଆଫ୍ରିକା ସେମିତି କିଛି କରି ଦେଇଛନ୍ତି ବିରାଟ । ବିରାଟ ୱିକେଟ ବେଲ କୁ ଛୁଇଁବା ପରେ ୱିକେଟ ପଡିଥିଲା । ସୂଚନା ଅନୁଯାୟୀ ଭାରତ ପ୍ରଥମେ ବ୍ଯାଟିଙ୍ଗ କରି 245 ରନ ସଂଗ୍ରହ କରିଥିଲା ।

ତେବେ ଟେଷ୍ଟ ର ଦ୍ଵିତୀୟ ଦିନରେ ଦକ୍ଷିଣ ଆଫ୍ରିକା ବ୍ୟାଟିଙ୍ଗ କରିଥିଲା । ଟିନ ଏଲଗର ଓ ଟୋନି ଡିଜର୍ଜ ମଇଦାନ ରେ ବ୍ଯାଟିଙ୍ଗ କରୁଥିଲେ । ଉଭୟଙ୍କର ପାର୍ଟନରସିପ 104 ରନ ହୋଇଥିଲା କିନ୍ତୁ ୱିକେଟ ପଡି ନ ଥିଲା । ଆଉ ଏତିକି ବେଳେ ବୋଲିଙ୍ଗ କରିବାକୁ ଆସିଥିଲେ ଜସପ୍ରିତ ବୁମରା । ବୁମରା ଙ୍କ ଚତୁର୍ଥ ବଲ ରେ ବିରାଟ ୱିକେଟ ପାଖକୁ ଆସି ୱିକେଟ ର ବେଲ କୁ ବଦଳାଇ ଦେଇଥିଲେ ।

ଯାହା ପରେ ବୁମରା ଙ୍କର ଶେଷ ବଲ ରେ ପଡିଥିଲା ଟୋନି ଡିଜର୍ଜ ଙ୍କ ୱିକେଟ । ଆଉ ପାର୍ଟନରସିପ ରେ ବ୍ରେକ ହୋଇଥିଲା । ଯାହା ପରେ ଏବେ ଚର୍ଚ୍ଚା ହେଉଛି ବିରାଟ କଳା ଯାଦୁ କରି ଦେଲେ ଯାହା ପରେ ୱିକେଟ ଗଲା । ବିରାଟ ଙ୍କ ପୂର୍ବରୁ ଇଂଲଣ୍ଡ ର ପୂର୍ବତନ ଦ୍ରୁତ ବୋଲୋର ଷ୍ଟୂଆର୍ଡ ବ୍ରଡ଼ ମଧ୍ୟ ଏମିତି କିଛି ଚମତ୍କାର କରିଥିଲେ । ଚଳିତ ବର୍ଷ ଅଷ୍ଟ୍ରେଲିୟା ସହ ଟେଷ୍ଟ ମ୍ଯାଚରେ ବ୍ରଡ଼ ମଧ୍ୟ କର ଆଇଥିଲେ କଳା ଯାଦୁ ।

ଯେବେ ଅଷ୍ଟ୍ରେଲିୟାର ୱିକେଟ ଯାଉ ନ ଥିଲା ସେତେବେଳେ ବ୍ରଡ଼ ୱିକେଟ ପାଖକୁ ଆସି ୱିକେଟ ର ବେଲ କୁ ପରିବର୍ତ୍ତନ କରିଥିଲେ । ଯାହା ପରେ ଲାବୁ ସେନ ଙ୍କର ୱିକେଟ ପଡିଥିଲା । ଏହା ପରେ ଲାବୁ ସେନ ଙ୍କ ତରଫରୁ ଏକ ଆପତ୍ତି ମଧ୍ୟ କରା ଯାଇଥିଲା । କିନ୍ତୁ ଅମ୍ପାୟାର ଙ୍କ ଅନୁଯାୟୀ ଏହି ଘଟଣାରେ ନିୟମ ଉଲଂଘନ କରାଯାଇ ନାହିଁ ବୋଲି କହିଥିଲେ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।