ଦୈନିକ ଆହାରରେ ଏହି ସବୁ ଜିନିଷ ସେବନ କଲେ କେବେବି ହେବ ନାହିଁ କ୍ୟାଲସିୟମର କମି, ଏବେହିଁ ଜାଣିନିଅନ୍ତୁ ଓ ଦୈନିକ ଖାଦ୍ଯରେ କରନ୍ତୁ ସାମିଲ

ଶରୀରର ହାଡ ଗୁଡିକୁ ମଜବୁତ କରିବା ପାଇଁ କ୍ୟାଲସିୟମ ବହୁତ ଜରୁରୀ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ହାଡ ସମ୍ବନ୍ଧିତ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । କିନ୍ତୁ ଯଦି ଆପଣଙ୍କର ଶରୀରରେ କ୍ୟାଲସିୟମର ସଠିକ ପରିମାଣରେ ଅଛି ତେବେ ଆପଣଙ୍କୁ କୌଣସି ବି ପ୍ରକାରର ରୋଗର ଶିକାର ହେବାକୁ ପଡିବ ନାହିଁ ।

କହିଦେଛୁ ଯେ ବ୍ୟକ୍ତିକୁ ନିଜର ବୟସ ହିସାବରେ ନିଜର ଆହାରରେ କ୍ୟାଲସିୟମ ସେବନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଆପଣଙ୍କର ବୟସ ହିସାବରେ ନିଜର ଆହାରରେ କେତେ ପରିମାଣରେର ସେବନ କରିବା ଉଚିତ ତାହା ବିଷୟରେ ସୂଚନା ଦେବୁ । ଯାହାକି ଏହିଭଳି ଅଟେ ।

୧ ରୁ ୯ ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ ୬୦୦ ଗ୍ରାମ

୧୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଯୁବକ ପାଇଁ ୮୦୦ ଗ୍ରାମ

ଅନ୍ୟ ପଟେ ଜଣେ ଗର୍ଭବତୀ ମହିଳାଙ୍କୁ ନିଜ ଆହାରରେ ୧୨୦୦ ଗ୍ରାମର କ୍ୟାଲସିୟମ ନେବା ଉଚିତ । ଏହା ଦ୍ଵାରା ଶିଶୁର ହାଡ ଗୁଡିକ ମଜବୁତ ହୋଇ ପାରିବ । ଆଜି ଆମେ ଆପଣଙ୍କୁ କ୍ୟାଲସିୟମର ଭରପୁର ମାତ୍ରା ପାଇଁ କେଉଁ କେଉଁ ଜିନିଷର ସେବନ କରିବା ଉଚିତ ତାହା ବିଷୟରେ କହିବୁ ।

କ୍ଷୀର ଓ ଦହି

କହିଦେଛୁ ଏଯ କ୍ଷୀର ଓ ଦହିରେ ଭପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ । ୧୦୦ ଗ୍ରାମ ଲୋ ଫୈଟ କ୍ଷୀର ଓ ଦହିରେ ପାଖାପାଖି ୧୨୫ ଗ୍ରାମ କ୍ୟାଲସିୟମ ହୋଇଥାଏ । ସେଥିପାଇଁ ଆପଣ ନିଜ ଆହାରରେ କ୍ଷୀର ଓ ଦହି ଅବଶ୍ୟ ସାମିଲ କରନ୍ତୁ ।

ଶଲଗମ

କହିଦେଛୁ ଯେ ଶଲଗମ ଖାଇବା ଯେତିକି ସ୍ଵାଦିଷ୍ଟ ଲାଗିଥାଏ ସେତିକି ହିଁ ଲାଭକାରୀ ବି ଅଟେ । ୧୦୦ ଗ୍ରାମ ଶଲଗମରେ ପାଖାପାଖି ୧୯୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ । ଯାହା ଆପଣଙ୍କର ଶରୀରର ହାଡ ପାଇଁ ଲାଭଦାୟକ ହୋଇଥାଏ ।

ରାସୀ

କହିଦେଛୁ ଯେ ଭାରତୀୟ ରୋଷେଇ ଘରେ ରାସୀର ବ୍ୟବହାର ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଏ ।  ଏହା କ୍ୟାଲସିୟମ ଦ୍ଵାରା ଭରପୁର ଅଟେ । କହିଦେଉଛୁ ଯେ ଅଧ କପ ରାସୀରେ ପାଖାପାଖି ୫୦୦ ମିଲିଗ୍ରାମ କ୍ୟାଲସିୟମ ଥାଏ ।

ବାଦାମ

ବାଦାମ ନା ହିଁ କେବଳ ଆପଣଙ୍କର ସମରଣ ଶକ୍ତିକୁ ମଜବୁତ କରିଥାଏ, ଏହା ଛଡା ବି ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ବି ମିଳିଥାଏ । ରାତିରେ ପାଣିରେ ବାଦାମକୁ ଓଦା କରି ରଖି ଦିଅନ୍ତୁ ଓ ସକାଳେ ଉଠି ତାହାର ସେବନ କରନ୍ତୁ । ଏହାକୁ ଆପଣ ଅନ୍ୟ କୌଣସି ପ୍ରକାରରେ ବି ସେବନ କରି ପାରିବେ ।

ପନୀର

କ୍ଷୀର ଦ୍ଵାର ପ୍ରସ୍ତୁତ ପନୀର ବି କ୍ୟାଲସିୟମର ଏକ ଭଲ ସ୍ତ୍ରୋତ ହୋଇଥାଏ । କହିଦେଛୁ ଯେ ପନୀର ଦ୍ଵାରା ବହୁତ ସ୍ଵାଦିଷ୍ଟ ଭୋଜ ପ୍ରସ୍ତୁତ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।