ଆଜିର ରାଶିଫଳ, ୨୮ ଜାନୁୟାରୀ ୨୦୨୦, ମଙ୍ଗଳବାର, ହନୁମାନ ଙ୍କ କୃପାରୁ ଏହି ୪ଟି ରାଶି ଆଜି ବିଜୟୀ ହେବେ

ଆଜି ମଙ୍ଗଳବାର ୨୮ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିପାରେ ଓ ଏନି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମର ଏହି ରାଶିଫଳ ପଢନ୍ତୁ । କହିବାକୁ ଗଲେ ରାଶି ଅନୁସାରେ ଆପଣ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ପାରିବେ । ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ରର ଗୁଡିକର ଗତି ଆଧାର କରାଯାଇଥାଏ ।

୧ – ମେଷ

ଆଜିର ଦିନ ଆପଣଙ୍କ ପାଇଁ ଅଳ୍ପ କଷ୍ଟଦାୟକ ରହିପାରେ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରାନ୍ତି । ସମ୍ପତି ସମ୍ବନ୍ଧିତ କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ନକାରାତ୍ମକ ବିଚାର ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିପାରେ । ଚାକିରି କରୁଥିବା ଲୋକମାନଙ୍କୁ ମନଇଚ୍ଛା ପଦ ପ୍ରାପ୍ତ ହୋଇପାରେ ଓ ଏହା ଦ୍ଵାରା ଆପଣ ଅତ୍ୟଧିକ ଖୁସି ବି ଅନୁଭବ କରିବେ । ଆତ୍ମବିଶ୍ଵାସ ଓ ପଦ – ପ୍ରତିଷ୍ଠାରେ ବି ବୁଦ୍ଧି ହେବ ।

୨ – ବୃଷ

ଆଜି ପରିବାରର ଲୋକମାନଙ୍କ ସହିତ ଏବଂ ମିତ୍ରମାନଙ୍କ ସହିତ ଭଲ ସମୟ ବ୍ୟତୀତ କରିବେ । ଆପଣଙ୍କ ଜୀବନସାଥିର ମିଜାଜ ଆପଣଙ୍କ ଦିନକୁ ନକାରାତ୍ମକ ରୂପରେ ପ୍ରଭାବିତ କରିପାରେ । ଆପଣଙ୍କ ସମସ୍ତ କାର୍ଯ୍ୟ ବିନା କୌଣସି ବାଧାରେ ସମ୍ପୂର୍ଣ ହୋଇଯିବ । କିନ୍ତୁ ବିନା କୌଣସି କାରଣରେ ବିବାଦ ହୋଇପାରେ । ନିଜ ପ୍ରିୟ ବ୍ୟକ୍ତି ସହିତ ପର୍ଯ୍ୟାପ୍ତ ସମୟ ବିତାଇବାର ସମ୍ଭାବନା ଅଛି ।

୩ – ମିଥୁନ

ଯଦି ଆଜି ଆପଣ ନିଜ ପାଇଁ କିଛି ଖାସ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନ ଏକଦମ ଉଚିତ ଅଟେ । ନିଜର ପରାକ୍ରମରେ ବୁଦ୍ଧି ହେବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ମାତା – ପିତାଙ୍କ ସହଯୋଗ ପ୍ରାପ୍ତ ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ଚିନ୍ତିତ ହୋଇ ପାରନ୍ତି । ବ୍ୟାବସାୟିକ ଯାତ୍ରା ଅନୁକୂଳ ରହିବ । ଯେଉଁ ଲୋକମାନଙ୍କୁ ଆପଣ ଜାଣିଛନ୍ତି, ତାଙ୍କ ଜରିଆରେ ଆପଣଙ୍କୁ ଆମଦାନୀର ନୂତନ ସ୍ରୋତ ହାସଲ ହେବ ।

୪ – କର୍କଟ

ଆଜିର ଦିନ ଠିକଠାକ ରହିବାର ଅଛି । କାର୍ଯ୍ୟ କ୍ଷେତ୍ରରେ ପୂର୍ବରୁ ହିଁ କରିଥିବା ପ୍ଲାନିଙ୍ଗ କୌଣସି ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ରଖନ୍ତୁ ନାହିଁ ନଚେତ ସେମାନେ ଏହାର ଲାଭ ଉଠାଇ ପାରନ୍ତି । ଆର୍ଥିକ ପକ୍ଷ କମଜୋର ହେବା କାରଣରୁ ଘରେ ଅଳ୍ପ ଚିନ୍ତାର ସ୍ଥିତି ବଢିପାରେ । ଚିନ୍ତା ବଢିବା ଦ୍ଵାରା ଭଲ କାମ ବି ଖରାପ ହୋଇପାରେ । ଆଜି ଆପଣ ବିବାଦରେ ପଡିବ ଠାରୁ ବଞ୍ଚନ୍ତୁ ନଚେତ ଆପଣ ସମସ୍ୟାରେ ପଡି ପାରାନ୍ତି ।

୫ – ସିଂହ

ଆଜି ଧନର ଅଧିକରୁ ଅଧିକ ଖରଚ ହେବ । ଏମିତି ସୂଚନାକୁ ଉଜାଗର କରନ୍ତୁ ନାହିଁ ଯାହା ବ୍ୟକ୍ତିଗତ ଓ ଗୋପନୀୟ ଅଟେ । ସମ୍ଭବ ଅଟେ କି ଆପଣ ନିଜର ଜୀବନସାଥୀଙ୍କ କାରଣରୁ ଆପଣଙ୍କ ପ୍ରତିଷ୍ଠାରେ ଅଳ୍ପ ଆଘାତ ଲାଗି ପାରେ । କିଛି କାମରେ ଫାଲତୁ ଟଙ୍କା ଖର୍ଚ ହୋଇପାରେ । ନିରନ୍ତର କରୁଥିବା କାମରେ ଆଜି ଆପଣଙ୍କୁ ପ୍ରଶଂସା ମିଳିବ । ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ ।

୬ – କନ୍ୟା

ଆଜି ପରିବାରରେ କାହା ସହିତ ଚାଲୁଥିବା ବିବାଦ ଶେଷ ହୋଇପାରେ । ସନ୍ତାନ ପକ୍ଷର ସଫଳତା ଆଜି ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିଦେବ । କୌଣସି ଦାମୀ ବସ୍ତୁ କ୍ରୟ କରି ପାରନ୍ତି । ଘରେଲୁ ସମସ୍ୟାର ନିରାକରଣ ହେବ । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଆଜି ଠାରୁ ଭଲ ରହିବ । ଆଜି ଆପଣ କୌଣସି ସମ୍ପର୍କୀୟଙ୍କ ଘରୁ ଖାଇବାର ନିମନ୍ତ୍ରଣ ଆସିପାରେ । ଏହା ସହିତ ଆଜି ଆପଣ ସ୍ଵାଦିଷ୍ଟ ଭୋଜନର ଲାଭ ବି ଉଠାଇବେ ।

୭ – ତୁଳା

ଆଜି ଆପଣ ଭବିଷ୍ୟତର ଯୋଜନା ବିଷୟରେ ଗମ୍ଭୀରତାର ସହ ଚିନ୍ତା କରିବେ । ନିଜର ଭବିଷ୍ୟତକୁ ନେଇ ଆପଣଙ୍କୁ ଅଳ୍ପ ସଚେତନ ରହିବା ଆବଶ୍ୟକ ଅଟେ । କୌଣସି ଧାର୍ମିକ ସ୍ଥାନକୁ ଯାଇ ଗରିବ ଲୋକମାନଙ୍କୁ ଦାନ କରିବା ଦ୍ଵାରା ଆତ୍ମାକୁ ଶାନ୍ତି ମିଳିବ । ଦ୍ଵିତୀୟ ବ୍ୟକ୍ତିଙ୍କୁ ନେଇ ଟେନସନ ହୋଇପାରେ ଓ ଆପଣ ଦୁଖୀ ବି ହୋଇ ପାରନ୍ତି । ଅକସ୍ମାତ କୌଣସି ଅସୁବିଧା ଆସିପାରେ । ପରିବାରକୁ ସୁଖ ପ୍ରାପ୍ତ ହେବ ।

୮ – ବିଚ୍ଛା

ଆଜିର ଦିନ ଆପଣଙ୍କୁ ଖାସ ବ୍ୟକ୍ତି ଠାରୁ କିଛି ମିଳିପାରେ । ସାମୁହିକ କାର୍ଯ୍ୟରୁ ସମସ୍ତଙ୍କର ଉପଦେଶ ନେଇ ଆଗକୁ ବଢିବା ଲାଭଦାୟକ ରହିବ । ଧର୍ଯ୍ୟର ସହ କାମ କରନ୍ତୁ । ମିତ୍ରମାନେ କଠିନ ସମୟରେ ସାହାସ ଦେବେ । ଲକ୍ଷ ପ୍ରାପ୍ତି ପାଇଁ କାହାର ଉପଦେଶ ଦରକାର ପଡିପାରେ । ଆତ୍ମବିଶ୍ଵାସରେ କାର୍ଯ୍ୟ ସିଦ୍ଧି ହେବ । ଆର୍ଥିକ ଯୋଜନାରେ ସଫଳତା ପୂର୍ବକ ଲାଭ ହାସଲ କରିବେ । ମାନସିକ ପ୍ରସନ୍ନତା ରହିବ । ବସ୍ତ୍ରଭୂଷଣରେ ଅଧିକ ଖର୍ଚ ହେବ ।

୯ – ଧନୁ

ଆଜି ଆପଣ ସାମାଜିକ ତଥା ସାର୍ବଜନୀକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଧନଲାଭର ଯୋଗ ଅଛି । ଅଫିସରେ ଆଜି ଆପଣଙ୍କ କାମ ଉପରେ ସମସ୍ତେ ଖୁସି ରହିବେ । ଆପଣଙ୍କର କାମ ଓ ବିଶ୍ଵାସ ଦେଖି କୌଣସି ନୂଆ କାମ ମିଳିପାରେ । ପ୍ରେମୀମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଟେ । ପାରିବାରିକ ଜୀବନରେ ସୁଖ ଓ ସନ୍ତୋଷର ଅନୁଭବ କରିବେ । ପରିବାର ତରଫରୁ ପୂର୍ଣ ସହଯୋଗ ପ୍ରାପ୍ତ ହେବ ।

୧୦ – ମକର

ଆଜି ଆପଣଙ୍କ ଜୀବନଶୈଳୀ ଓ ରହିବା ସହିବା ଉପରେ ଲୋକମାନେ ପ୍ରଭାବିତ ହେବେ । ପିଲାମାନଙ୍କ ଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରତିଯୋଗୀତାରେ ଅନୁକୂଳ ପରିଣାମ ମିଳିବା ଦ୍ଵାରା ପ୍ରସନ୍ନ ହେବେ । ଆଜିର ଦିନରେ ଆପଣ ଚିନ୍ତା ମଧ୍ୟରେ ଘେରି ରହିବେ । ବୁଝିସୁଝି କରି କୌଣସି ବଡ କାମକୁ ଆରମ୍ଭ କରନ୍ତୁ । ଆପଣଙ୍କ ନିର୍ଣାୟକ ନିଷ୍ପତି ବହୁତ ହିଁ ଲାଭଦାୟକ ରହିବ । ଆଜି କୌଣସି ଏମିତି କଥା ଅଛି ଯାହା ଆପଣଙ୍କ ସାମ୍ନାକୁ ଆସିବା ପରେ ଆପଣ ଚିନ୍ତିରେ ରହି ପାରନ୍ତି । ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବ ।

୧୧ – କୁମ୍ଭ

ଆଜିର ପୁରା ଦିନ ପ୍ରସନ୍ନତାରେ ଭରପୁର ରହିବେ । ବ୍ୟାପାରୀ ଓ ଚାକରି କରୁଥିବା ଲୋକମାନଙ୍କୁ ଆର୍ଥିକ ଲାଭ ମିଳିବ । ଉଚ୍ଚ ପଦାଧିକାର ଖୁସିରେ ରହିବେ, ଯାହା ଦ୍ଵାରା ଆପଣଙ୍କ ପଦୋନ୍ନତିର ସମ୍ଭାବନା ହୋଇପାରେ । ମହିଳା ମିତ୍ରଙ୍କ ଦ୍ଵାରା ଲାଭ ସମ୍ଭାବନା ଅଛି । କେଉଁଠିକୁ ବୁଲିବାକୁ ଯିବାର ପ୍ଲାନିଙ୍ଗ ହୋଇପାରେ । ପାରିବାରିକ ଜୀବନ ସୁଖମୟ ରହିବ । କ୍ୟାରିୟର ଓ ବ୍ୟାପାରରେ ସର୍ବଦା ଉନ୍ନତି ହେବ ।

୧୨ – ମୀନ

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିପାରେ । ନୂଆ କାର୍ଯ୍ୟକୁ ଆରମ୍ଭ କରନ୍ତୁ ନାହିଁ । ଆଜିର ଦିନରେ ଆରମ କରିବା ବହୁତ ମହତ୍ଵପୂର୍ଣା ଅଟେ । ମନୋବଳ କମ ରହିପାରେ । ମିତ୍ରବର୍ଗଙ୍କ ଠାରୁ ବିଶେଷ ଲାଭର ଆସାର ଅଛି । ବ୍ୟାପାରରେ ଭଲ ଲାଭ ମିଳିବାର ସଂକେତ ମିଳିବ । ବୟସ୍କ ବ୍ୟକ୍ତି ଜୀବନରେ ସ୍ନେହ ମିଳିବ ।