ଧନୁ ରାଶିର ୨୦୨୦ ର ସମ୍ପୂର୍ଣ ରାଶି ଫଳ

ଏହି ମାସଟି ଧନୁ ରାଶି ପାଇଁ ବହୁତ ଶୁଭ ରହିବ । ବହୁତ କିଛି ପରିବର୍ତ୍ତନ ଆପଣଙ୍କ ଜୀବନରେ ଆସିବ । ଆପଣଙ୍କ ଯାହା ବି ସମସ୍ୟା ଥିଲା ତାହା ସବୁ ସମାଧାନ ହୋଇଯିବ । ଗ୍ରହମାନଙ୍କର ରାଶି ପରିବର୍ତନ ଆପଣଙ୍କ ପାଇଁ ଖୁସି ନେଇ ଆସିବ । ଏହି ମାସରେ ରାହୁ ବୃଷରେ ରହିବେ ଏହା ଦ୍ଵାରା ଧନ ଲାଭ ହେବ ଓ ଶୁକ୍ର କନ୍ୟା ରାଶିରେ ରହିବେ । ୧୬ ନଭେମ୍ବରରେ ତୁଳା ରାଶିକୁ ପ୍ରବେଶ କରିବେ । ସୂର୍ଯ୍ୟ ତୁଳା ରାଶିରୁ ବିଛା ରାଶିକୁ ପ୍ରବେଶ କରିବେ । ଏହି ଭଳି ଗ୍ରହ ମାନଙ୍କ ସ୍ଥିତି ରହିବାରୁ ଆପଣଙ୍କ ଭାଗ୍ୟ କିପରି ରହିବ ଆସନ୍ତୁ ଜାଣିବା ।

ଆପଣଙ୍କୁ ଅଚାନକ ଭାବେ ଧନ ମିଳିବ । ଲଟେରୀ ଲାଗି ପାରେ । ବହୁତ କ୍ଷେତ୍ରରୁ ଧନ ମିଳିବ । ଏହି ମାସରେ ଚାରୋଟି ଗ୍ରହ ନିଜର ସ୍ଥିତି ପରିବର୍ତନ କରିବେ । ସୂର୍ଯ୍ୟଙ୍କ ରାଶି ପରିବର୍ତନ ଯୋଗୁଁ ପୁତ୍ର ଲାଭ ହେବ । ଚାକିରିରେ ଉନ୍ନତି ହେବ । ଗୁପ୍ତ ଧନ ମିଳିବ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ପୈତୃକ ସମ୍ପତି ମିଳିପାରେ । ସମାଜରେ ପ୍ରତିଷ୍ଠା ମିଳିବ ।

ବୁଧ ଗ୍ରହ ସ୍ଥିତି ପରିବର୍ତ୍ତନ ଦ୍ଵାରା

ରାଜନୈତିକ କ୍ଷେତ୍ରରେ ଲାଭ ମିଳିବ । ଅଯଥା ଖର୍ଚ ହେବ ଏଥି ପ୍ରତି ସତର୍କ ରୁହନ୍ତୁ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କ୍ରୋଧ କରନ୍ତୁ ନାହିଁ । ଆପଣଙ୍କ ଭୌତିକ ସୁଖରେ ବୃଦ୍ଧି ହେବ । ଏହି ସମୟରେ ବୁଧବାର ଦିନ ସବୁଜ କପଡାର ତ୍ୟାଗ କରନ୍ତୁ । ବୁଧବାର ଦିନ ସବୁଜ ପନିପରିବା ମନ୍ଦିରରେ ଦାନ କରିବା ଦ୍ଵାରା ଗ୍ରହ ଦୋଷ ରୁ ମୁକ୍ତି ପାଇବେ । ଏବେ ଶୁକ୍ର ଗ୍ରହଙ୍କ ବିଷୟରେ ଜାଣିବା । ଆପଣଙ୍କୁ ଭୂମି କିମ୍ବା ବାହାନ କିଣିବାର ସୁଯୋଗ ମିଳିବ । ବୁଲିବାକୁ ଯାଇ ପାରନ୍ତି । କର୍ମ କ୍ଷେତ୍ରରେ ଆପଣ ପ୍ରଶଂସା ପାଇବେ ।

ବୃହସ୍ପତି ଗ୍ରହ ବିଷୟରେ

ବ୍ୟବସାୟରେ ଭଲ ଲାଭ ମିଳିବ । ବିଦେଶରୁ ଆପଣ ଭଲ ଧନ ଲାଭ କରିବେ । ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଯାଇ ପାରେ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ମାନସିକ ଚିନ୍ତାରେ ପଡ଼ିପାରନ୍ତି । ଚକ୍ଷୁ ଓ ପେଟ ଜନିତ ରୋଗରେ ପଡି ପାରନ୍ତି । ଗ୍ରହ ଦୋଷରୁ ମୁକ୍ତି ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ର ତ୍ୟାଗ କରନ୍ତୁ ।  କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ  । ଆପଣ ବହୁତ ଅଳସୁଆ ଅନୁଭବ କରିବେ ।

ଶନି ଗ୍ରହ ବିଷୟରେ

ଭାଇ ମାନଙ୍କ ସହ ମାନମାଳିନ୍ୟ ହୋଇପାରେ । କୋର୍ଟ କଚେରୀ ମାମଲାରେ ଫସି ପାରନ୍ତି । ଏହି ମାସରେ କୌଣସି ବଡ ନିବେଶ କରନ୍ତୁ ନାହିଁ । ଆପଣ କୌଣସି ବଡ ନିଷ୍ପତି ନିଅନ୍ତୁ ନାହିଁ । ଏହି ମାସର ମଙ୍ଗଲବାର ଦିନ ଛୋଟ ପିଲାନଙ୍କୁ ଖାଇବାକୁ ଦିଅନ୍ତୁ । ଶନିବାର ଦିନ ସୋରିଷ ତେଲରର ଦୀପ ଜାଳନ୍ତୁ । ଆପଣ ଖରାପ ସାଙ୍ଗଙ୍କ ଠାରୁ ଦୂରେଇ ରହନ୍ତୁ । ପିତା ମାତା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଜୀବନସାଥିଙ୍କ ସହ ଭଲ ସମୟ ବିତିବ । ଘର ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ । ଏହା ଥିଲା ଧନୁ ରାଶିର ନଭେମ୍ବର ମାସର ସମ୍ପୂର୍ଣ ରାଶି ଫଳ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।